ଭାରତ ଯୋଡ଼ୋ ଯାତ୍ରା ହେଲା ଶେଷ ଯାତ୍ରା: ଚାଲିଗଲା ସାଂସଦ ସନ୍ତୋଖ ସିଂଙ୍କ ଜୀବନ

ନୂଆଦିଲ୍ଲୀ (ଆମ ଟିଭି): ଭାରତ ଯୋଡ଼ୋ ଯାତ୍ରା ହେଲା ଶେଷ ଯାତ୍ରା । ଭାରତ ଯୋଡୋ ଯାତ୍ରାରେ ଚାଲୁ ଚାଲୁ ଚାଲିଗଲା ସାଂସଦ ସନ୍ତୋଖ ସିଂଙ୍କ ଜୀବନ । ସେ ଆଜି ସକାଳେ ପଦଯାତ୍ରାରେ ସାମିଲ ହୋଇଥିଲେ…

ମହାପ୍ରଭୁଙ୍କ ପାଖରେ ଲାଗି ହେଲା ମକର ଚାଉଳ ଭୋଗ

ପୁରୀ (ଆମ ଟିଭି): ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ମକର ନୀତି । ସଂକ୍ରାନ୍ତି ଅବସରରେ ବଡଠାକୁରଙ୍କୁ ମକର ଚାଉଳ ଭୋଗ ଲାଗି…

ଟିଭି ଚ୍ୟାନେଲ ଓ ଆଙ୍କରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ଆମ ଟିଭି): ଲୋକପ୍ରିୟ ହେବା ପାଇଁ କିମ୍ବା ଟିଆରପି ପାଇଁ ଆଜିକାର ଟିଭି ଚ୍ୟାନେଲମାନେ ନିଜର ସୀମା ଅତିକ୍ରମ କରିଯାଉଛନ୍ତି । ଉପସ୍ଥାପକମାନେ ହେଟ୍ ସ୍ପିଚ୍ ମଧ୍ୟ କହୁଛନ୍ତି ।…

ଭାରତରେ ବିକ୍ରୀ ହେଉଥିବା ୧୫ ପ୍ରତିଶତ ପ୍ରୋଟିନ୍ ପାଉଡର ଅସୁରକ୍ଷିତ

ନୂଆଦିଲ୍ଲୀ (ଆମ ଟିଭି): ସମସ୍ତେ ଚାହାନ୍ତି ନିଜର ସୁସ୍ଥ ସ୍ୱାସ୍ଥ୍ୟ ପାଇଁ । ଏଥିପାଇଁ ଅନେକ ଲୋକ ପ୍ରେଟିନ୍ ପାଉଡର ସେବନ କରିଥାନ୍ତି । କିନ୍ତୁ ଏହି ପ୍ରୋଟିନ୍ ପାଉଡର ଯଦି ବ୍ୟବହାର…

କର୍ମଚାରୀଙ୍କୁ ଛୁଟେ଼ଇ ଆରମ୍ଭ କଲା ଆ

ନୂଆଦିଲ୍ଲୀ: ଇ-କର୍ମସ କମ୍ପାନୀ ଆମାଜନ ପୂର୍ବ ଘୋଷଣା ଅନୁଯାୟୀ ଛଟେଇ ଆରମ୍ଭ କରିଛି। କମ୍ପାନୀର ସିଇଓ ଆଣ୍ଡୀ ଜାସୀ ପୂର୍ବରୁ କହି ସାରିଛନ୍ତି ଯେ ସଂସ୍ଥା ୧୮ ହଜାର କର୍ମଚାରୀଙ୍କୁ ଚାକିରିରୁ…

ଏପ୍ରିଲ ୩୧ରୁ ଆରମ୍ଭ ହେବ ବଜେଟ୍ ଅଧିବେଶନର, ଏପ୍ରିଲ ୬ଯାଏ

ନୂଆଦିଲ୍ଲୀ: ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶ। ଏହା ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୬ ଯାଏ ଚାଲିବ। ବଜେଟ ଅଧିବେଶର ଦ୍ୱିତୀୟ ଦିନ ଅର୍ଥାତ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା…

ପ୍ରଥମ ମ୍ୟାଚରେ ବାଜି ମାରିଲା ଆର୍ଜେଣ୍ଟିନା

ଭୁବନେଶ୍ୱର: ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ୍‌ ଜିତିଛି ଆର୍ଜେଣ୍ଟିନା। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚ୍‌ରେ ଦଳ ପ୍ରତିପକ୍ଷ…

ହକି ବିଶ୍ଵ କପ୍, ଆଜି ଉଦଘାଟନୀ ଉତ୍ସବରେ ଯୋଗ ଦେବେ ନବୀନ

ରାଉରକେଲା : ଆଜି ପ୍ରତୀକ୍ଷାର ଅନ୍ତ ଘଟିବ। ହକିର ଅନ୍ତୁଡ଼ିଶାଳରେ ଆରମ୍ଭ ହେବ ଅନ୍ତର୍ଜାତୀୟ ହକିର ମହାକୁମ୍ଭ। ସେଥିପାଇଁ ଖେଳାଳି ପ୍ରସ୍ତୁତ, ଆୟୋଜକ ଓ ଦର୍ଶକ ବି ପ୍ରସ୍ତୁତ। ପ୍ରଥମ ଦିନରେ…

ଚୀନ ସୀମାରେ ସ୍ଥିତିକୁ ନେଇ ଏମିତି କହିଲେ, ସ୍ଥଳସେନ ମୁଖ୍ୟ

ନୂଆଦିଲ୍ଲୀ : ଚୀନ ସୀମାରେ ପରିସ୍ଥିତି ସ୍ଥିର ରହିଛି। କିନ୍ତୁ ଏ ନେଇ କିଛି ଆକଳନ କରାଯାଇ ପାରିବ ନାହିଁ। ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଆଜି ଏହା କହିଛନ୍ତି। ତେବେ…

ଆଜି ସୁପ୍ରିମକୋର୍ଟରେ ଚିଟଫଣ୍ଡ ମାମଲାର ଶୁଣାଣି

ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟରେ ଓଡ଼ିଶାର ଚିଟଫଣ୍ଡ ଦୁର୍ନୀତି ସଂପର୍କୀତ ମାମଲାର ଶୁଣାଣି ହେବ। ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍‌ ଶାହା ଓ ବିଚାରପତି ଜଷ୍ଟିସ୍‌ ସି.ଟି ରବିକୁମାରଙ୍କ…