ବର୍ଷାଙ୍କୁ ପଦ୍ମପୁରରେ ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ୱର :  ଦିବଙ୍ଗତ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ଼ ଝିଅ ବର୍ଷା ସିଂ ବରିହାଙ୍କୁ ବିଜେଡି ଆଜି ତାର ପ୍ରାର୍ଥୀ ଭାବେ ଘୋଷଣା କରିଛି। ବର୍ଷା ହେଉଛନ୍ତି ଉପକୂଳ ଓଡ଼ିଶାର…

ଉତ୍ତରାଖଣ୍ଡରେ କମିଶନ ବିନା କିଛି କାମ ହୁଏନି: ତିରଥ ସିଂ

ଡେରାଡୁନ (ଆମ ଟିଭି): ଉତ୍ତରାଖଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆମ ରାଜ୍ୟରେ କମିଶନ ବିନା କୌଣସି କାମ ହୁଏନି। ଉତ୍ତରପ୍ରଦେଶରୁ ଅଲଗା ହେବା ପରେ ଆମେ…

ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ପଦ୍ମପୁର (ଆମ ଟିଭି): ସରଗରମ ହେଉଛି ପଦ୍ମପୁର ଉପନିର୍ବାଚନ ତାତି । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ପତ୍ର ଦାଖଲ କରିବେ। କେନ୍ଦ୍ରମନ୍ତ୍ରୀ…

ପଦ୍ମପୁର ଉପନିର୍ବାଚନ: ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି

ପଦ୍ମପୁର (ଆମ ଟିଭି): ପଦ୍ମପୁର ଉପନିର୍ବାଚନ ତାରିଖ ଯେତେ ପାଖେଇ ଅସୁଛି, ଉପନିର୍ବାଚନ ମାହୋଲ ସେତେ ସରଗରମ ହେବାରେ ଲାଗିଛି । ଏହାରି ଭିତରେ ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ…

୨୨ରେ ଗୁଜୁରାଟରେ ପ୍ରଚାର କରିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ଆମ ଟିଭି): ଭାରତ ଯୋଡ଼ୋ ଯାତ୍ରାରୁ ବିରତି ନେଇ ଗୁଜୁରାଟ ନିର୍ବାଚନ ପାଇଁ ପ୍ରଚାର କରିବେ ରାହୁଲ ଗାନ୍ଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୨ ନଭେମ୍ବରରେ ଗୁଜରାଟରେ ପ୍ରଚାର…

ଟିକେଟ ନମିଳିବାରୁ ୬ଥରର ବିଧାୟକ ଛାଡିଲେ ଦଳ

ମୁମ୍ବାଇ: ଗୁଜରାଟରେ ଡିସେମ୍ବରରେ ହେବ ବିଧାନସଭା ନିର୍ବାଚନ। ଆଜି ନିର୍ବାଚନକୁ ଆଖି ଆଗରେ ରଖି ୧୬୬ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି। ଦଳ ଘୋଷଣା ପରେ ଜଣେ…

ଏୟାରସୋରେ ଦୁର୍ଘଟଣା, ଜଳିଗଲା ବିମାନ

ଟେକ୍ସାସ: ଆକାଶରେ ପିଟି ଦେଲା ଦୁଇଟି ଏୟାରକ୍ରାଫ୍ଟ । ଏୟାର ସୋ ବେଳେ ଧକ୍କା । ମୁହାଁମୁହିଁ ଦୁର୍ଘଟଣା । ଭୟାନକ ଥିଲା ସେହି ସମୟର ଦୃଶ୍ୟ । ଖୁବ୍ ଜୋରରେ ଦୁର୍ଘଟଣାଗ୍ରସ୍ତ ହେଲା ଦୁଇଟି…

ଟି -୨୦ ବିଶ୍ୱକପ୍ ହାରିବା ପରେ ମୁହଁ ଖୋଲିଲେ ତେନ୍ଦୁଲକର

ନୂଆଦିଲ୍ଲୀ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରୁ ବିଦାୟ ନେଇସାରିଛି ଭାରତ । କିନ୍ତୁ ସେମି-ଫାଇନାଲରେ ଲଜ୍ଜାଜନକ ପରାଜୟକୁ କେବେ ଭୁଲିବନି ଟିମ୍‌ ଇଣ୍ଡିଆ । ବିଶ୍ବକପ ସେମି-ଫାଇନାଲ ଭଳି…

କୁକୁର ପାଇଁ ଜରିମାନା ଦେଲେ ମାଲିକ

ନଏଡ଼ା: ଗତ ଅଳ୍ପ କେତେ ମାସ ହେବ ସହର ଓ ତା’ର ଆଖପାଖ ଅଞ୍ଚଳରେ କୁକୁର କାମୁଡ଼ା ଘଟଣା ବୃଦ୍ଧି ପାଉଥିବାରୁ କୁକୁର ମାଲିକଙ୍କ ଉପରେ ୧୦, ୦୦୦ ଟଙ୍କା ଜରିମାନା କରିବା ପାଇଁ ନଏଡ଼ା କର୍ତ୍ତୃପକ୍ଷ…

ଶେଷ ହେଲା ଭାରତ ଓ ଫ୍ରାନ୍ସ ସମରାଭ୍ୟାସ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା (ଆଇଏଏଫ୍‌) ଏବଂ ଫ୍ରେଞ୍ଚ୍ ଏୟାର୍ ଆଣ୍ଡ୍ ସ୍ପେସ୍ ଫୋର୍ସ (ଏଫ୍‌ଏଏସ୍‌ଏଫ) ମଧ୍ୟରେ ମିଳିତ ଅଭ୍ୟାସର ସପ୍ତମ ସଂସ୍କରଣ ଗରୁଡ଼-୭ ଶନିବାର ଯୋଧପୁରର ବାୟୁସେନା…