ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି ବିଜେପିର ୨ ଜଣ ବିଧାୟକ: ତାରା

ଭୁବନେଶ୍ୱର(ଆମ ଟିଭି):  ରାଷ୍ଟ୍ରପତି ନିର୍ବାଚନରେ ୟୁପିଏ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି ବିଜେପିର ୨ ଜଣ ବିଧାୟକ। ଏଭଳି ଗୁରୁତର ଅଭିଯୋଗ କରିଛନ୍ତି କଂଗ୍ରେସ ବରିଷ୍ଠ ବିଧାୟକ ତାରା…

ରାନିଲ ବିକ୍ରମସିଂଘେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ (ଆମ ଟିଭି): ରାଜନୈତିକ ସଙ୍କଟ ଓ ଆର୍ଥିକ ସମସ୍ୟା ଭିତରେ ଶ୍ରୀଲଙ୍କା ପାଇଲା ନୂଆ ରାଷ୍ଟ୍ରପତି ।ରାନିଲ ବିକ୍ରମସିଂଘେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି। ମଙ୍ଗଳବାର ଦେଶର ନବମ…

ଦ୍ରୌପଦଙ୍କୁ ମୋକିମଙ୍କ ସହ କଂଗ୍ରେସରୁ ଆଉ ଜଣେ ବିଧାୟକ ବି ଦେଇଛନ୍ତି ଭୋଟ୍ !

ଭୁବନେଶ୍ବର (ଆମ ଟିଭି): ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କୁ ମୋକିମଙ୍କ ସହ କଂଗ୍ରେସରୁ ଆଉ ଜଣେ ବିଧାୟକ ବି ଦେଇଛନ୍ତି ଭୋଟ୍ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ  କଂଗ୍ରେସର ଆଉ…

ବହୁ ଚର୍ଚ୍ଚିତ ‘ବୋଉର ହାତ ବାକ୍ସ’ ସିନେମାର ହେଲା ଅଡିଓ ରିଲିଜ

ଭୁବନେଶ୍ୱର(ଆମ ଟିଭି): ବହୁ ଚର୍ଚ୍ଚିତ ଓଡିଆ ସିନେମା ‘ବୋଉର ହାତବାକ୍ସ’ ଚଳଚ୍ଚିତ୍ରର ଅଡିଓ ରିଲିଜ୍ ଅନୁଷ୍ଠିତ ହୋଇଛି । ଚାଇରୋସନା ଫିଲ୍ମ ପ୍ରଯୋଜିତ ଓ ସଂଜୟ ଦାସ ନିବେଦିତ ‘ବୋଉର…

ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାରୀକୁ ଏନକାଉଣ୍ଟର

ଅମୃତସର(ଆମ ଟିଭି): ପଞ୍ଜାବରେ ପୋଲିସ ଏବଂ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଅମୃତସର ଜିଲ୍ଲା ଚୀଚା ଭକନା ଗାଁ ନିକଟରେ ପୋଲିସ ଏବଂ ଗ୍ୟାଙ୍ଗଷ୍ଟର ଗୋଷ୍ଠୀ ମଧ୍ୟରେ…

ଗୋଟିଏ ବର୍ଷରେ ରାଜ୍ୟରେ ରୁଜୁ ହୋଇଛି ୧, ୫୫, ୪୨୦ ଧର୍ତ୍ତବ୍ୟ ଅପରାଧ ମାମଲା

ଭୁବନେଶ୍ବର (ଆମ ଟିଭି): ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବ ଶ୍ୱେତପତ୍ର ଅନୁଯାୟୀ ୨୦୨୧ ମସିହାରେ ଓଡ଼ିଶାରେ ମୋଟ୍ ୧,୫୫,୪୨୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି । ଯାହା…

ଅମୃତ ମହୋତ୍ସବ ଅବସରରେ ଭାରତ ରଙ୍ଗ ମହୋତ୍ସବରେ ମଞ୍ଚସ୍ଥ ହେବ ୫ଟି କାଳଜୟୀ ନାଟକ

ଭୁବନେଶ୍ୱର(ଆମ ଟିଭି): ସ୍ୱାଧିନତାର ୭୨ ବର୍ଷ ପୂର୍ତ୍ତୀ ଉପଲକ୍ଷେ ସାରା ଦେଶରେ ସଂସ୍କୃତି ମନ୍ତ୍ରଣାଳାୟ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ କରୁଛି । ଚଳିତ ମହୋତ୍ସବରେ ସଂସ୍କୃତି ବିଭାଗ ସହ…

ILS ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ପରଲୋକ

ଭୁବନେଶ୍ୱର(ଆମ ଟିଭି): ପରଲୋକରେ ILS ନିର୍ଦ୍ଦେଶକ ଡା. ଅଜୟ ପରିଡ଼ା। ମାତ୍ର ୫୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଡା. ଅଜୟ ପରିଡ଼ା । ଗୌହାଟୀକୁ ଏକ କନଫରେନ୍ସରେ ଯୋଗ ଦେବାକୁ ଯାଇଥିବା ବେଳେ…

ଏଣିକି ଏଟିଏମରୁ ବାହାରିବ ଚାଉଳ, ଜାଣନ୍ତୁ କେମିତି…

ଭୁବନେଶ୍ବର(ଆମ ଟିଭି): ଏଣିକି ଏଟିଏମରୁ ବାହାରିବ ଚାଉଳ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଲଟାଇମ ଗ୍ରେନ ବ୍ୟବସ୍ଥା କରାଯାଉଛି। ଏହା ଦ୍ବାରା ୨୪ ଘଣ୍ଟା ମିଳିବ ରାସନ। ପାଇଲଟ ଭାବେ…

ଭୁବନେଶ୍ଵରଠାରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ କର୍ମଶାଳା

ଭୁବନେଶ୍ୱର, ୧୯ ଜୁଲାଇ ୨୦୨୨: ସାନ ସାନ ପିଲାଙ୍କ ଶାରୀରିକ ଓ ମାନସିକ ଅଭିବୃଦ୍ଧି ପାଇଁ ପୋଷଣ ନିହାତି ଜରୁରୀ। ତେଣୁ ପୋଷଣର ଅଭାବ ଦେଖାଦେଲେ ଶିଶୁଙ୍କ କ୍ଷେତ୍ରରେ ‘ଷ୍ଟଣ୍ଟିଂ’ ବା ବୟସ…