ଶିବସେନାର ୧୬ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ୍ ଜାରି କଲେ ଉପବାଚସ୍ପତି, ମୁମ୍ବାଇ ଓ ଠାଣେରେ ଜାରି ହେଲା ୧୪୪ ଧାରା

ମୁମ୍ବାଇ (ଆମ ଟିଭି): ଥମୁନି ମହାରାଷ୍ଟ୍ର ରାଜନୈତିକ  ସଂକଟ। ଏହାରି ମଧ୍ୟରେ ଆଜି  ଶିବସେନାର ୧୬ ବିଦ୍ରେହୀ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି ବିଧାସଭା ଉପବାଚସ୍ପତି ନରହରି ଜିରୱାଲ।…

ଭାରତର ପ୍ରଥମ ଏଆଇ-ପାଓ୍ବାର୍ଡ ମଲ୍ଟି-ୟୁଟିଲିଟି ଇଲେକ୍ଟ୍ରିକ୍ ଏୟାର ଭେଇକିଲ ଆରଏମ-୦୦୧ ନିର୍ମାଣ କଲା ବନ୍ ଭି

ଭୁବନେଶ୍ବର(ଆମ ଟିଭି): ଭାରତୀୟ ଏରିଏଲ୍ ମୋବିଲିଟି ଷ୍ଟାର୍ଟଅପ୍ ବନ୍ ଭି, ପ୍ୟାରିସ୍‌ଠାରେ ଅନୁଷ୍ଠିତ ଭିଭାଟେକ୍ ୨୦୨୨ରେ ଏହାର କାର୍ଗୋ ଲଜିଷ୍ଟିକ୍ସ କନସେପ୍ଟ ପ୍ଲାଟଫର୍ମ (ଫ୍ଲାଇଂ) ବିଷୟରେ…

ଯିଏ ଦଳ ଛାଡିଯିବାକୁ ଚାହାଁନ୍ତି ଯାଇପାରନ୍ତି, ମୁଁ ନୂଆ ଶିବସେନା ଗଢିବି: ଉଦ୍ଧବ ଠାକରେ

ମୁମ୍ବାଇ(ଆମ ଟିଭି):ମହାରାଷ୍ଟ୍ରରେ ଲାଗିରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନାର ଅଧ୍ୟକ୍ଷ ଉଦ୍ଧବ ଠାକରେ ।…

ରିପୋର୍ଟ କାର୍ଡ ଉପସ୍ଥାପନ କଲେ ଅପରାଜିତା, କେନ୍ଦ୍ରୀୟ ଯୋଜନାରେ ହୋଇଥିବା ଖର୍ଚ୍ଚର ରଖିଲେ ତଥ୍ୟ

ଭୁବନେଶ୍ୱର(ଆମ ଟିଭି): ନିଜ କାର୍ଯ୍ୟକାଳର ତୃତୀୟ ବର୍ଷ ପୁରଣ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏହି ଅବସରରେ ରିପୋର୍ଟ କାର୍ଡ ଉପସ୍ଥାପନ କଲେ ଅପରାଜିତା, କେନ୍ଦ୍ରୀୟ ଯୋଜନାରେ…

ପୁରୀରେ ରଥଯାତ୍ରା ପାଇଁ ସମୀକ୍ଷା କଲେ ଆଇଜି-ଡିଆଇଜି

ପୁରୀ(ଆମ ଟିଭି): ଆଉ ଅଳ୍ପଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। କରୋନା ମହାମରୀ ପାଇଁ ଦୀର୍ଘ ୨ ଧରି ରଥଯାତ୍ରାରେ ନିଜକୁ ସାମିଲ କରିପାରିନାହାନ୍ତି ଶ୍ରଦ୍ଧାଳୁ । ତେବେ ଚଳିତ ବର୍ଷ…

ପଞ୍ଚଭୂତରେ ଲୀନହେଲେ ବର୍ଷୀୟାନ ଅଭିନେତା ରାଇମୋହନ, ମୁଖାଗ୍ନି ଦେଲେ ସାନ ଝିଅ

ଭୁବନେଶ୍ବର(ଆମ ଟିଭି): ପୁରୀ ସ୍ୱର୍ଗଦ୍ୱାରରେ ଶେଷ ହେଲା ବର୍ଷୀୟାନ ଅଭନେତା ରାଇମୋହନ ପରିଡାଙ୍କ ଶେଷକୃତ୍ୟ । ରାଇମୋହନଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କ ସାନ ଝିଅ । ପାଖରେ ସମ୍ପର୍କୀୟମାନେ…

ମୃତ୍ୟୁ ପରେ ଚକ୍ଷୁ ଦାନକଲେ ରାଇମୋହନ

ଭୁବନେଶ୍ୱର(ଆମ ଟିଭି): ମୃତ୍ୟୁ ପରେ ଚକ୍ଷୁ ଦାନକଲେ ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା । କାରଣ ମୃତ୍ୟୁ ପରେ ଦେଇଯାଇଛନ୍ତି ଆଖି । ଯେଉଁ ଆଖି ଓଡିଆ ଚଳଚ୍ଚିତ୍ରରେ ଏକ ବିଶେଷ ଛାପ ଛାଡିଛି ।…

ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା

ଭୁବନେଶ୍ୱର(ଆମ ଟିଭି): ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା । ପାରିବାରିକ କଳହରୁ ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ରାଇମୋହନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।…

ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ(ଆମ ଟିଭି): ରାଷ୍ଟ୍ରପତି ନିର୍ବାଚନ ପାଇଁ ‘ଏନ୍ଡିଏ’ ପ୍ରାର୍ଥିନୀ ଭାବେ ନାମାଙ୍କନ ଦାଖଲ କଲେ ଦ୍ରୌପଦୀ ମୁର୍ମୁ। ପ୍ରାର୍ଥୀପତ୍ର ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୨୦୦୨ ଗୁଜୁରାଟ ଦଙ୍ଗା ମାମଲା: ମୋଦୀଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ‘କ୍ଲିନ୍‌ ଚିଟ୍‌’

ନୂଆଦିଲ୍ଲୀ(ଆମ ଟିଭି): ୨୦୦୨ ଗୁଜୁରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଥିବା ‘କ୍ଲିନ୍‌ ଚିଟ୍‌’। ଗୁଜୁରାଟ ଦଙ୍ଗା ମାମଲାରେ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ୬୩ଜଣଙ୍କୁ…