ରାଜଧାନୀରେ ବାଣ ଫୁଟାଇଲେ ଯିବେ ଜେଲ୍

ନୂଆଦିଲ୍ଲୀ (ଆମ ଟିଭି): ଆଗକୁ ଆସୁଛି ଦୀପାବଳୀ । ଏଥିପାଇଁ ସମସ୍ତେ ପ୍ରସ୍ତୁତ ହେଲେଣି । କିନ୍ତୁ ଏହାକୁ ନେଇ ଏବେ ଆସିଛି ଆଉ ଏକ ବଡ଼ ଖବର । ଏଣିକି ରାଜଧାନୀରେ ବାଣ ଫୁଟାଇଲେ ଆଉ ମିଳିବନି…

ଚାରିଧାମରେ ପହଞ୍ଚିଲେ ୪୪ ଲକ୍ଷ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ (ଆମ ଟିଭି): ପରିଣତ ବୟସରେ ସମସ୍ତଙ୍କର ଇଚ୍ଛା ଥାଏ, ଚାରି ଧାମ ଦର୍ଶନ କରିବା ପାଇଁ । ଏଥର କୌଣସି କଟକଣା ନଥିବାରୁ ପ୍ରବଳ ଭିଡ ଦେଖିବାକୁ ମିଳିବ । କେଦାରନାଥ, ବଦ୍ରିନାଥ,…

ଓଡ଼ିଶା ଫେରିଲେ ଅପରାଜିତା: କଲେ ଶକ୍ତି ପ୍ରଦର୍ଶନ

ଓଡ଼ିଶା ଫେରିଲେ ଅପରାଜିତା: କଲେ ଶକ୍ତି ପ୍ରଦର୍ଶନ ଓଡ଼ିଶା ଫେରିଲେ ଅପରାଜିତା । ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନ ବା ଆଇପିୟୁର କାର୍ୟ୍ୟନିର୍ବାହୀ ସଦସ୍ୟ ଭାବେ ଜିତିବା ପରେ ଓଡ଼ିଶା…

ଓଡ଼ିଶାକୁ ନାହିଁ ବାତ୍ୟା ଭୟ: ଆଇଏମଡି ଡିଜି

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାକୁ ଘାରିଛି ବାତ୍ୟା ଭୟ । ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ସମସ୍ତେ ଭୟଭୀତ । ଏହାରି ଭିତରେ ବାତ୍ୟାକୁ ନେଇ ଭୟଭୀତ ହୋଇପଡ଼ିଥିବା ରାଜ୍ୟବାସୀଙ୍କୁ ମିଳିଛି…

ଜୀ ସାର୍ଥକରେ ଦେଖନ୍ତୁ ମେଗା ସିରିୟଲ ବିଜୟିନୀ: କ୍ଷମତା ପାଇଁ ଦୁର୍ଗା ସ୍ତୁତି ମଧ୍ୟରେ ହେବ କି ମହାଭାରତ ?

ଭୁବନେଶ୍ୱର (ଆମ ଟିଭି): ଜୀ ସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ବିଜୟିନୀରେ ଆସିଛି ରୋଚକ ମୋଡ । ଆଗାମୀ ଦିନରେ ଇନ୍ଦ୍ରଜିତ, ମିନି, ସମ୍ଭବ, ଦୂର୍ଗା, ଶୋଭା ଓ ଅଭିଙ୍କ ଜୀବନରେ ଅନେକ…

ସମ୍ଭାବ୍ୟ ବାତ୍ୟାକୁ ନେଇ କ’ଣ କହିଲେ ରାଜସ୍ୱ ମନ୍ତ୍ରୀ?

ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟରେ ଏବେ ବାତ୍ୟାକୁ ନେଇ ଚର୍ଚ୍ଚା । ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ? ଏହାର ପ୍ରଭାବ କ'ଣ ରହିବ? ଏହାକୁ ନେଇ ଏବେ ସମସ୍ତେ ଚିନ୍ତିତ । ଏହାରି ଭିତରେ…

ଏଇ ରବିବାର ସନ୍ଧ୍ୟା ୬:୩୦ ରେ ଦେଖନ୍ତୁ “ଜୀ ସାର୍ଥକ ସଂସାର ଆୱାର୍ଡ୍ସ – ଷଷ୍ଠ ବର୍ଷ “

ଭୁବନେଶ୍ୱର (ଆମ ଟିଭି): ସଫଳତାର ଷଷ୍ଠ ବର୍ଷ ହେବ ଖୁବ୍ ସ୍ମରଣୀୟ ଓ ଧମାକେଦାର୍ । ଆମେ କହୁଛୁ ଜୀ ସାର୍ଥକ ସଂସାର ଆୱାର୍ଡ୍ସର ଷଷ୍ଠ ବାର୍ଷିକୋତ୍ସବ ସମ୍ପର୍କରେ । ଜୀ ସାର୍ଥକ- ଆପଣଙ୍କର,…

୨୧ରେ ଅନୁପମ ପଟ୍ଟନାୟକଙ୍କ ‘ପ୍ରତୀକ୍ଷା’ର ଟ୍ରେଲର୍‌ ରିଲିଜ୍

ଭୁବନେଶ୍ୱର :ଓଡ଼ିଆ ସିନେଜଗତର ଜଣାଶୁଣା ପ୍ରଯୋଜକ-ନିର୍ଦେଶକ ଅନୁପମ ପଟ୍ଟନାୟକଙ୍କ ନୂଆ ଓଡ଼ିଆ ଛବି‘ ପ୍ରତୀକ୍ଷା’ର ଟ୍ରେଲର୍ଅ କ୍ଟୋବର ୨୧ତା ରିଖରେ ରିଲିଜ୍ ହେବ।ଟେ କନୋଆର୍ଟ ପ୍ରଡକ୍ସନର…

ଆରମ୍ଭ ହେଲା ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା

ଭୁବନେଶ୍ୱର :ଓଡ଼ିଆ ସିନେମାକୁ ଓଡ଼ିଶାରେ ହଲ୍ ମିଳୁନି। ୨୦୦୮ ମସିହାରୁ ମିଳୁନି ସବ୍‌ସିଡି ସୁବିଧା। ଫାଇଲ୍ ଭିତରେ ପଡ଼ିଛି ଓଡ଼ିଆ ସିନେମା ନୀତି । ଏଭଳି ସ୍ଥିତିରେ ଓଡ଼ିଆ ସିନେମାର…

କେବେବି ରାତ୍ର ଭୋଜନରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ଖାଦ୍ୟ ଖାଇବା ଦ୍ୱାରା ଉତ୍ତମ ନିଦ, ମନ ଓ ମସ୍ତିଷ୍କ ଶାନ୍ତ ରହିବା, ଉତ୍ତମ ପାଚନ କ୍ରିୟା, ରକ୍ତରେ ଶର୍କରାର ମାତ୍ରା ସଠିକ , ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ। ମାତ୍ର ଭୁଲ ଖାଦ୍ୟପେୟ…