CWC ବୈଠକ ପୁର୍ବରୁ ଗୁଲାମ ନବୀ ଆଜାଦଙ୍କ ବାସଭବନରେ ଜି-୨୩ ଗ୍ରୁପ ସଦସ୍ୟଙ୍କ ବୈଠକ

ନୂଆଦିଲ୍ଲୀ(ଆମ ଟିଭି): CWC ବୈଠକ ପୁର୍ବରୁ ଗୁଲାମ ନବୀ ଆଜାଦଙ୍କ ବାସଭବନରେ ଜି-୨୩ ଗ୍ରୁପ ସଦସ୍ୟଙ୍କ ବୈଠକ।ରବିବାର କଂଗ୍ରେସ କାର୍ଯ୍ୟକାରୀ(ସିଡବ୍ଲ୍ୟୁସି)ର ରବିବାର ବୈଠକ ହେବାକୁ ଯାଉଛି।…

ସଙ୍କଟରେ ସୋରେନ ସରକାର, ‘ଅଜ୍ଞାତବାସ’ରେ ମେଣ୍ଟ ବିଧାୟକ

ରାଞ୍ଚି (ଆମ ଟିଭି): ଝାଡଖଣ୍ଡରେ ରାଜନୈତିକ ସଙ୍କଟ କ୍ରମଶଃ ବିଗିଡିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ବାଧୀନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବଂ କଂଗ୍ରେସ…

ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ୟୁ ୟୁ ଲଳିତ, ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ(ଆମ ଟିଭି): ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଆଜି ବିଚାରପତି ଉଦୟ ଉମେଶ ଲଳିତ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ରାଜ୍ୟରେ ଖୋଲିବ ୩୬ ନୂଆ ଥାନା, ସୃଷ୍ଟି ହେବ ବିଭିନ୍ନ ପାହ୍ୟାର ୫୬୩ ନୂଆପଦବୀ

ଭୁବନେଶ୍ୱର(ଆମ ଟିଭି): ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଖୋଲିବ ୩୬ ନୂଆ ଥାନା। ଏନେଇ ଏହାର ପରିଚାଳନା ପାଇଁ ଇନସପେକ୍ଟର, ସବଇନସପେକ୍ଟର, କନେଷ୍ଟବଳ…

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରାଧାନାଥ ଭଟ୍ଟ। ବଳିଦାନ, ସ୍ବପ୍ନ ସାଗର, ଡୋରା ପରି ପ୍ରସିଦ୍ଧ ଚଳଚ୍ଚିତ୍ରର…

କଟକ (ଆମ ଟିଭି): ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ୍‌ ପ୍ରଯୋଜକ ତଥା 'ଡୋରା' ଫିଲ୍ମର ପ୍ରଯୋଜକ ରାଧାନାଥ ଭଟ୍ଟ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। କଟକର ଏକ ଘରୋଇ…

ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ ୨୦୨୨ ସଫ୍ଟୱେର ଗ୍ରାଣ୍ଡ ଫାଇନାଲ: ୱେଲଫେୟାର ଇନଷ୍ଟିଚୁଟ ଅଫ ସାଇନ୍ସ ଆଣ୍ଡ ଟେକନୋଲୋଜିର…

ଭୁବନେଶ୍ୱର(ଆମ ଟିଭି): ସିଭି ରମଣ ଗ୍ଲୋବାଲ ୟୁନିଭରସିଟି କ୍ୟାମ୍ପସରେ ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ ୨୦୨୨ ସଫ୍ଟୱେର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ । 25ଟି ଟିମର 200 ପ୍ରତିଯୋଗୀ ଏହି SIH -…

ନୂଆଁଖାଇରେ ୨ ଦିନ ଛୁଟି କରାଯାଉ: ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଜୟନାରାୟଣ ମିଶ୍ର

ଭୁବନେଶ୍ୱର (ଆମ ଟିଭି): ନୂଆଁଖାଇ ଛୁଟିକୁ ନେଇ ଆରମ୍ଭ ହୋଇଛି ରାଜନୀତି । ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଅାଁଖାଇ’ରେ ୨ଦିନ ସରକାରୀ ଛୁଟି ଘୋଷଣା କରିବା ପାଇଁ ବିରୋଧୀ ଦଳ ନେତା ଜୟନାରାୟଣ…

ଉତ୍ତରପ୍ରଦେଶରେ ବନ୍ଦ ହେଲା ମାଗଣା ରାସନ

ଲକ୍ଷ୍ନୌ (ଆମ ଟିଭି): ପୁଣି ଯୋଗୀ ସରକାର ନେଲେ ଏକ ବଡ଼ ନିଷ୍ପତ୍ତି । ଉତ୍ତରପ୍ରଦେଶରେ ବନ୍ଦ ହେଲା ମାଗଣା ରାସନ । ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟ ନାଥ ସରକାର ନିଶୁଳ୍କ ବଣ୍ଟାଯାଉଥିବା ରେସନ…

ବିଜେପିକୁ କେଜ୍ରିୱାଲଙ୍କ ଟାର୍ଗେଟ: ବିଧାୟକଙ୍କୁ କିଣିବା ପାଇଁ ବିଜେପି ଖର୍ଚ୍ଚ କରିଛି ୬,୩୦୦ କୋଟି

ନୂଆଦିଲ୍ଲୀ (ଆମ ଟିଭି): ବିଜେପି ଉପରେ ବର୍ଷିଛନ୍ତି କେଜ୍ରିୱାଲ । କେଜ୍ରିୱାଲ ସରକାରଙ୍କ ଉପରେ ଆସିଥିବା ସଙ୍କଟକୁ ନେଇ ବିଜେପି ଉପରେ ସାଙ୍ଘାତିକ ଅରୋପ ଲଗାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ଓଡ଼ିଶାର ୨ଟି ୟୁନିଭରସିଟି ନକଲି: ଜାଣନ୍ତୁ କେଉଁ ୨ଟା ?

ନୂଆଦିଲ୍ଲୀ (ଆମ ଟିଭି): ଆପଣ ପଢୁଥିବା ୟୁନିଭରସିଟି ନକଲି କି? ଏହା ଆପଣ ଜାଣିଛନ୍ତି କି? ଯଦି ଜାଣିନାହାନ୍ତି, ତାହେଲେ ଆପଣଙ୍କ ପାଇଁ ଏହି ଖବର ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାରେ ରହିଛି ୨ଟି…