‘ବିଦ୍ୟାରାଣ’ର‌ ଅଡିଓ ଲୋକାର୍ପିତ

ଭୁବନେଶ୍ୱର(ଆମ ଟିଭି): ଓଲିଉଡର ଚୁଲବୁଲି ଅଭିନେତ୍ରୀ ଶିବାନୀଙ୍କ ପାଇଁ ବାବୁଶାନ୍ ଙ୍କ ବିଦ୍ୟାରଣ । ଆଉ ସେ ବିଦ୍ୟାରାଣ ଫିଟିବ ଏଥର ରଥଯାତ୍ରା ରେ ।ତଥ୍ୟ ପ୍ରଡକ୍ସନ୍ ସିନେମା ‘ବିଦ୍ୟାରାଣ’…

ସ୍ନାନବେଦୀରେ ଦିବ୍ୟ ହାତୀବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ (ଆମ ଟିଭି): ଆଜି ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଦୁର୍ଲଭ ଗଜବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତିି ଶ୍ରୀଜିଉ। ଚତୁର୍ଦ୍ଧାମୂର୍ତ୍ତି ଏହି ଦେବଦୁର୍ଲଭ…

କରୋନା ଯୋଗୁଁ ମୋର ମେମୋରି ଉଡ଼ିଯାଇଛି, କାହିଁକି ଏମିତି କହିଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ, ଜାଣନ୍ତୁ..

ନୂଆଦିଲ୍ଲୀ(ଆମ ଟିଭି): ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ପରେ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି) । ଜେରା ବେଳେ ଜୈନ…

ସୁଟିଂ ବେଳେ ଅସୁସ୍ଥ ହେଲେ ଦୀପିକା ପାଦୁକୋନ୍, ହସ୍ପିଟାଲରେ ଭର୍ତ୍ତି

ହାଇଦ୍ରାବାଦ(ଆମ ଟିଭି): ହାଇଦ୍ରାବାଦରେ ଆଗାମୀ ଫିଲ୍ମ ପାଇଁ ସୁଟିଂ ବେଳେ ଅସୁସ୍ଥ ହୋଇପଡିଲେ ବଲିଉଡର ଷ୍ଟାର ଆକ୍ଟର ଦୀପିକା ପାଦୁକୋନ୍। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ଭର୍ତ୍ତି…

ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, ଦେଢ଼ ବର୍ଷରେ ମିଳିବ ୧୦ ଲକ୍ଷ ଚାକିରି

ନୂଆଦିଲ୍ଲୀ(ଆମ ଟିଭି): ସରକାରୀ ଚାକିରୀକୁ ଅପେକ୍ଷା କରିଥିବା ଯୁବକମାନଙ୍କ ସ୍ୱପ୍ନ ଶୀଘ୍ର ପୂରଣ ହେବାକୁ ଯାଉଛି। ଚାକିରିକୁ ମୋଦୀ ସରକାର ଏକ ବଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତ…

ଫିଲ୍ମ ଦେଖିବା ପରେ ଭୋ ଭୋ ହୋଇ କାନ୍ଦିଲେ କର୍ଣ୍ଣାଟକ ମୁଖାମନ୍ତ୍ରୀ, ଜାଣନ୍ତୁ କାହିଁକି..

ବାଙ୍ଗାଲୋର(ଆମ ଟିଭି): ଫିଲ୍ମ ଦେଖି ଭୋ ଭୋ ହୋଇ କାନ୍ଦିଲେ କର୍ଣ୍ଣାଟକ ମୁଖାମନ୍ତ୍ରୀ । ହଁ ଆଜ୍ଞା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇଙ୍କ ଏକ କାନ୍ଦୁଥିବାର ଫଟୋ ସୋସିଆଲ…

ଆଜି ପହିଲି ରଜ : ରଜ ଦୋଳି ସାଙ୍ଗକୁ ଘରେ ଘରେ ଜମୁଛି ପିଠା-ପଣା, ଆମ୍ବ-ପଣସର ଆସର

ଭୁବନେଶ୍ୱର(ଆମ ଟିଭି): ରଜପର୍ବ ସବୁ ଓଡ଼ିଆଙ୍କ ଆନ୍ତରିକ ଅନୁରାଗର ପର୍ବ । କରୋନା ମହାମାରୀ ପାଇଁ ଦୁଇ ବର୍ଷ ପରେ ପୁଣି ଥରେ ଗାଁ ଆମ୍ବ ତୋଟାରେ ଝୁଲୁଛି ଦୋଳି । ଗାଁ ଗାଁରେ ରଜଗୀତ ଶୁଭୁଛି,…

ସ୍ନାନ ବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ(ଆମ ଟିଭି): ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦୀର୍ଘ ଦୁଇବର୍ଷ ପରେ ସ୍ନାନ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଆଉ କିଛି ସମୟର ଅପେକ୍ଷାପରେ ୧୦୮ ଗରା ସୁବାସିତ…

ରାହୁଲ ଗାନ୍ଧୀଙ୍କୁ ୩ ଘଣ୍ଟା ଜେରା କଲା ଇଡି

ନୂଆଦିଲ୍ଲୀ(ଆମ ଟିଭି): ରାହୁଲ ଗାନ୍ଧୀଙ୍କୁ ୩ ଘଣ୍ଟା ଜେରା କଲା ଇଡି। ନ୍ୟସନାଲ ହେରାଲ୍ଡ ମାମଲାରେ ରାହୁଲଙ୍କୁ ଇଡି ପକ୍ଷରୁ ସମନ ହେବା ପରେ ଆଜି ଏହାର କାର୍ଯ୍ୟାଳୟରେ ହାଜର ହୋଇଥିଲେ ରାହୁଲ…

ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଲେ ଗୁରୁନାଏଡୁ ସନାପତି

ନୂଆଦିଲ୍ଲୀ(ଆମ ଟିଭି): ମେକ୍ସିକୋର ଲିଓନରେ ଚାଲିଥିବା ଓଡୠ (ଆନ୍ତର୍ଜାତୀୟ ଭାରୋତ୍ତୋଳନ ଫେଡେରେସନ୍)ବିଶ୍ୱ ଯୁବ ଚାମ୍ପିଅନସିପରେ ଗୁରୁନାଏଡୁ ସନାପତି ପ୍ରଥମ ଭାରତୀୟ ଭାରୋତ୍ତୋଳକ…