ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି। ଏହି କାରଣରୁ ତାଙ୍କୁ ଦିଲ୍ଲୀର ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି…

ଆଜି ବାରବାଟି T -20: କିଏ କେଉଁ ରାସ୍ତା ଦେଇ ଷ୍ଟାଡିୟମ୍ ଭିତରକୁ ଯିବେ ଜାଣନ୍ତୁ…

କଟକ(ଆମ ଟିଭି): ଆଜି ଇଣ୍ଡିଆ ସାଉଥ ଆଫ୍ରିକା ଟି ଟ୍ୱେଣ୍ଟି ମ୍ୟାଚ। କିଏ କେଉଁ ବାଟ ଦେଇ ଭିତରକୁ ଯିବେ ସେ ନେଇ ବିବରଣୀ ପ୍ରସ୍ତୁତ କରିଛି ଓସିଏ। ନଜର ପକାନ୍ତୁ କିଏ କେଉଁ ବାଟ ଦେଇ…

ଭୁବନେଶ୍ଵର କେଶରୀ ମଲ୍‌ରେ ପୁଣି ଲାଗିଲା ନିଆଁ

ଭୁବନେଶ୍ୱର(ଆମ ଟିଭି) : ପୁଣି ଥରେ ଭୁବନେଶ୍ଵର କେଶରୀ ମଲ୍‌ରେ ଲାଗିଲା ନିଆଁ। ପ୍ରଥମ ଓ ଦ୍ଵିତୀୟ ମଲ୍‌ରେ ନିଆଁ ଲାଗିଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁଲିଭା କାର୍ଯ୍ୟ…

କ୍ରସ ଭୋଟିଂ ପାଇଁ କଂଗ୍ରେସରୁ ବିଦାହେଲେ ବିଧାୟକ କୁଲଦୀପ ବିଷ୍ଣୋଇ

ଚଣ୍ଡିଗଡ଼(ଆମ ଟିଭି): ହରିୟାଣା କଂଗ୍ରେସ ନିଜର ବିଧାୟକ କୁଲଦୀପ ବିଷ୍ଣୋଇଙ୍କୁ ଦଳରୁ ବାହାରକୁ ବାଟ ଦେଖାଇଛି। ରାଜ୍ୟସଭା ନିର୍ବାଚନରେ ​​କ୍ରସ ଭୋଟିଂ ସମ୍ପର୍କରେ ଦଳ ପକ୍ଷରୁ ଏହି…

ପଶ୍ଚିମବଙ୍ଗ ବିଜେପି ସଭାପତିଙ୍କୁ ଗିରଫ କଲା ପୋଲିସ୍, ଜାଣନ୍ତୁ କାହିଁକି

କୋଲକତା (ଆମ ଟିଭି): ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କୁ ଆଜି ପୋଲିସ ଗିରଫ କରିଛି। ସେ ହାଉଡ଼ାକୁ ଯାଉଥିବା ବେଳେ ରାସ୍ତାରେ ପୁଲିସ ତାଙ୍କୁ ଅଟକାଇଛି। ପ୍ରଫେଟ ମହମ୍ମଦଙ୍କ…

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମମତା ଡାକିଲେ ସଂଯୁକ୍ତ ବୈଠକ, ଏକାଠି ହେବେ ବିରୋଧୀ

ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ଏହା ସହିତ ବିରୋଧୀ ଦଳ ସେମାନଙ୍କର ସକ୍ରିୟତା ବୃଦ୍ଧି…

ହଜ୍ ଯାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର(ଆମ ଟିଭି): ହଜ୍ ଯାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଜୟଦେବ ଭବନରେ ହଜ୍ ଯାତ୍ରୀଙ୍କୁ ଶୁଭକାମନା ଜଣାଇବା ସହ ସମ୍ବର୍ଦ୍ଧନା ଦେଇଛନ୍ତି…

ଆଜି ଋକ୍ମିଣୀ ହରଣ ଏକାଦଶୀ: ଶ୍ରୀମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ମହାପ୍ରଭୁ

ପୁରୀ(ଆମ ଟିଭି): ବଦଳାଗଲା ନନ୍ଦିଘୋଷ ରଥର ସାନଉଛୁଳା ଅଖ । ଫାଟ ଥିବା ଅଖକୁ କଢ଼ା ଯାଇ ଲଗାଯାଇଛି ନୂଆ ଅଖ । ପୂର୍ବତଟ ରେଳବାଇର ମେକାନିକାଲ ଟିମ୍‌ ସହାୟତାରେ ଦୁଇ ଚକ ଓ ଭାଙ୍ଗିଯାଇଥିବା ଅଖ…

ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଆଉ ସୁଧୁରିବନି ଆନ୍ଧ୍ର, ଓଡ଼ିଶାରେ ଅନୁପ୍ରବେଶ କରି ସର୍ଭେ କଲା ଖଣି ମାଟି

କୋରାପୁଟ(ଆମ ଟିଭି): ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ବାରମ୍ବାର ଓଡିଶା ସୀମାକୁ ପଶି ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ପ୍ରୟାସ ଚଳାଇଛି ଆନ୍ଧ୍ର । ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତରେ…

ପରଲୋକରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫ , କାରଗିଲ ଯୁଦ୍ଧର ଖଳନାୟକ କହିଥିଲା ଭାରତ

ନୂଆଦିଲ୍ଲୀ(ଆମ ଟିଭି): ପରୋଲୋକରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫ। ୭୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । କର୍କଟ ଓ ହୃଦରୋଗ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା…