ଏଥର ରଜକୁ ପ୍ରେମମୟ କରିବ ‘ଦିଲ୍ ମୋର ମାନେନା’ ଓ ‘ଗୁପ୍‌ଚୁପ୍‌’

ଭୁବନେଶ୍ୱର(ଆମ ଟିଭି): ଆଉ ଦିନ କେଇଟାରେ ଆରମ୍ଭ ହେବ ରଜ । ଗାଁ ଠୁ ସହର ସବୁଠି ଜମିବ ପିଠା, ପଣା ହସ ଖୁସିର ମାହୋଲ । ଆଉ ଏ ରଜକୁୁ ଆଉ ଟିକେ ସ୍ପେସାଲ କରିବା ପାଇଁ ଫ୍ରାଇଡେ ରିଲିଜ୍ରେ…

ଜୁଲାଇ ୨ରୁ ମୌସୁମୀ ଅଧିବେଶନ, ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବେ ଅର୍ଥମନ୍ତ୍ରୀ

ଭୁବନେଶ୍ବର(ଆମ ଟିଭି): ଜୁଲାଇ ୨ରୁ ବସିବ ମୌସୁମୀ ଅଧିବେଶନ । ପ୍ରଥମ ଦିନରେ ହିଁ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ଅଗଷ୍ଟ ୪ ପର‌୍ୟ୍ୟନ୍ତ ଚାଲିବ ଏହି ଅଧିବେଶନ।…

ଖୋଳାଳିଙ୍କ ପାଇଁ ହୋଟେଲରେ ପ୍ରସ୍ତୁତ ହେଉଛି ଏଇସବୁ ଖାଦ୍ୟ, ଜାଣନ୍ତୁ କଣ ଖାଇବେ ଖେଳାଳି…

ଭୁବନେଶ୍ଵର(ଆମ ଟିଭି): ଆସନ୍ତା ୧୩ ତାରିଖରେ ବାରବାଟିରେ ହେବାକୁ ଥିବା ଟି-୨୦ ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି । ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ପରେ ଖେଳାଳିମାନେ ଏକ…

ବାରବାଟି ଟି-୨୦ ମ୍ୟାଚ୍‌: ଭୁବନେଶ୍ଵରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍

ଭୁବନେଶ୍ଵର(ଆମ ଟିଭି): ବାରବାଟିରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ମ୍ୟାଚ୍ ପାଇଁ ଭୁବନେଶ୍ଵରରେ ପହଞ୍ଚିଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ । ବିମାନ ବନ୍ଦରରେ ଉଭୟ ଟିମ୍କୁ ଭବ୍ୟ…

ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିକ୍ରମ ଆରୁଖ

ଭୁବନେଶ୍ୱର(ଆମ ଟିଭି): ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ ବାଚସ୍ପତି ନିର୍ବାଚନ। ଏନେଇ ବିଜୁଜନତା ଦଳ ତରଫରୁ ନାମାଙ୍କନ ଭରିଛନ୍ତି ବିକ୍ରମ କେଶରୀ ଆରୁଖ। ବିଧାନସଭା ସଚିବଙ୍କ ନିକଟରେ ସେ…

ଠକୁଛନ୍ତି ବେଆଇନ୍ ଲୋନ୍ ଆପ୍, ଗୁଗଲକୁ ଚିଠି ଲେଖିଲା ଓଡ଼ିଶା ପୁଲିସ

ଭୁବନେଶ୍ବର (ଆମ ଟିଭି): ବେଆଇନ୍ ଆପ୍ ମାଧ୍ୟମରେ ଜନସାଧାରଣ ଠକେଇର ଶିକାର ହେଉଥିବା ଅନେକ ଅଭିଯୋଗ ଆସିବା ପରେ ଓଡ଼ିଶା ପୁଲିସର ଅର୍ଥନୈତିକ ଅପରାଧ ଶାଖା ‘ଗୁଗଲ ପ୍ଲେ ଷ୍ଟୋର୍’କୁ ଚିଠି…

ଟିକେଟ ପାଇଁ ବାରବାଟିରେ ବାଡ଼ାବାଡ଼ି, ପୁଲିସର ଲାଠିଚାର୍ଜ

କଟକ(ଆମ ଟିଭି): ଆସନ୍ତା ୧୨ ତାରିଖରେ ବାରବାଟି ଷ୍ଟାଡିୟମରେ ଭାରତ ଖେଳିବ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚ୍ । ଏନେଇ ଆଜିଠୁ ଆରମ୍ଭ ହୋଇଛି କାଉଣ୍ଟରରେ ଟିକେଟ ବିକ୍ରି । ତେବେ ଏଥି…

ନିରାଶ କଲା ମୌସୁମୀ, ବିଳମ୍ବରେ ଓଡ଼ିଶା ଛୁଇଁବ

ଭୁବନେଶ୍ୱର(ଆମ ଟିଭି): ଏଥର ବିଳମ୍ୱରେ ଓଡ଼ିଶା ଛୁଇଁବ ମୌସୁମୀ । ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆକଳନ କରିଛି। ଆଇଏମଡିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି କହିଛନ୍ତି ୧୩…

ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ(ଆମ ଟିଭି): ଆସନ୍ତା ଜୁଲାଇ ୧୮ ତାରିଖରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ଆସନ୍ତା ଜୁଲାଇ ୨୪ରେ ସରୁଛି ରାଷ୍ଟ୍ରପତି…

କ୍ୟାନସରରେ ଆଉ ମରିବେନି କେହି, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ(ଆମ ଟିଭି): ଏଣିକି କ୍ୟାନସରରେ ଆଉ ମରିବେନି କେହି । । ଗତ କିଛି ବର୍ଷ ମଧ୍ୟରେ ସାରା ଦେଶରେ କ୍ୟାନସର ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଭାରତ ପାଇଁ ଏହା ଏକ ଚିନ୍ତାର…