ଅଭିନେତ୍ରୀ ଅଙ୍କିତା ଭୌମିକଙ୍କ ଜଲସା

ଅଙ୍କିତା ଭୌମିକଙ୍କ ନାଁ ପଢିବା କିମ୍ବା ଶୁଣିବା ମାତ୍ରେ ମନକୁ ଚାଲିଆସେ ଅନେକ ସୁପରହିଟ୍ ଭିଡିଓ ଆଲବମ୍ । ଅନେକ ସୁପରହିଟ୍ ଆଲବମ ଦର୍ଶକଙ୍କୁ ଭେଟି ଦେବା ପରେ ଏବେ ଅଙ୍କିତା ଚଳଚ୍ଚିତ୍ର…

ଓଡିଆ ଚଳଚ୍ଚିତ୍ରର ଗତି କୁଆଡେ

ଭୁବନେଶ୍ୱର: ଦୀର୍ଘଦିନ ଧରି ଓଡିଆ ଚଳଚ୍ଚିତ୍ର ଶିଳ୍ପ ଉପେକ୍ଷିତ ହୋଇ ଆସୁଛି । ପ୍ରଥମେ ନିଜସ୍ୱ ଶିଳ୍ପକୁ ନେଇ ସମସ୍ୟା ଦେଖାଦେଇଥିଲା । ଯାହା ଏବେ ବି ଲାଗିରହିଛି । ଏ ପର୍ଯ୍ୟନ୍ତ ମିଳିନି…

କରୋନା ସଂକ୍ରମଣରେ ଲଗାମ୍ ଲଗାଇବା ପାଇଁ ସରକାର ସ୍ୱେଚ୍ଛାସେବୀ ମାଧ୍ୟମରେ ରାଜ୍ୟବାସୀଙ୍କୁ ଅତ୍ୟାବଶକୀୟ ସାମଗ୍ରୀ…

କୋଭିଡ-୧୯ର ଦ୍ୱିତୀୟ ଲହର ସମସ୍ତଙ୍କ ଜୀବନ ଜୀବିକାକୁ ଦୋହଲାଇଦେଇଛି । ସବୁଆଡୁ କରୋନା ସଂକ୍ରମଣକୁ ରୋକିବା ଲାଗି ଅବିରତ ଚେଷ୍ଟା ଚାଲିଛି । ଦେଶବିଦେଶରୁ ଭାରତକୁ ସହାୟତାର ସୁଅ ଛୁଟିଛି ।…

ରଜରେ ଆସୁଛି “କହିବିନି ତୋତେ ଆଇ ଲଭ ୟୁ”

ଭୁବନେଶ୍ୱର: ଲକଡାଉନ୍ ପାଇଁ ଅଟକି ରହିଛି ବହୁ ପ୍ରତିକ୍ଷୀତ ଓଲିଉଡ ଫିଲ୍ମ “କହିବିନି ତୋତେ ଆଇ ଲଭ ୟୁ” । ଫିଲ୍ମରେ ନିର୍ଦ୍ଦେଶନା ଓ ଅଭିନୟ ଜରିଆରେ ଡେବ୍ୟୁ କରୁଛନ୍ତି ଆଲବମ୍ ଷ୍ଟାର ଲୁବୁନ୍…

କରୋନା ସମୟରେ ଗଣମାଧ୍ୟମ ଗୁଡିକ ସକରାତ୍ମାକ ସମ୍ବାଦ ପରିବେଷଣ କରିବା ଆବଶ୍ୟକ- ଅଭିନେତା ପପୁ ପମ୍ ପମ୍

କରୋନା ସଂକ୍ରମଣଠୁ ଅଧିକ ଘାତକ ମୃତ୍ୟୁ ଭୟ ! ଜଣେ ଧନୀକ ଶ୍ରେଣୀର ବ୍ୟକ୍ତି ନିଜ ବାପାଙ୍କ ପାଇଁ ଦୁଇଟି ବଡ ହସ୍ପିଟାଲରେ ବେଡ୍ ବୁକିଂ କରିବା ସହ ଅକ୍ସିଜେନ ସିଲିଣ୍ଡର ରଖିଥିଲେ । ଖାସ ଏହି…

ଚର୍ଚ୍ଚା ସାଉଣ୍ଟୁଛି ପପୁ ପମ୍‌ପମ୍‌ଙ୍କ ଅନ୍‌ଲାଇନ୍ କ୍ଲାସ୍

ଭୁବନେଶ୍ୱର: ପପୁ ପମ୍‌ପମ୍ ଓରଫ ତତ୍ତ୍ୱପ୍ରକାଶ ଶତପଥୀ । ଏହି ହାସ୍ୟ ଅଭିନେତାଙ୍କୁ କିଏ ବା ନଜାଣେ । ଏଠି ସେଠି ସବୁଠି ତାଙ୍କ ପ୍ରଶଂସକ ଭର୍ତ୍ତି । ଟିଭି ପରଦା କିମ୍ବା ଛୋଟ ପରଦାରେ ସେ…

ନୂଆ ଶୈଳୀ, ନୂଆ କାହାଣୀ…ଶହୀଦ ରଘୁ ସର୍ଦ୍ଦାର

ଓଡିଶାର ଅନ୍ୟତମ ସ୍ୱାଧିନତା ସଂଗ୍ରାମୀ ଭାବେ ଶହୀଦ ରଘୁ ସର୍ଦ୍ଦାର ବେଶ ଜଣାଶୁଣା । ତାଙ୍କ ବୀରତ୍ୱ ଗାଥାକୁ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କ ନିକଟକୁ ନେଇ ଆସୁଛନ୍ତି ଡା. ବିଶ୍ୱନାଥ…

ଘରେ କେହି କରୋନା ସଂକ୍ରମିତ ହେଲେ କ’ଣ କରିବେ ?

ରୋଗାଗ୍ରସ୍ତ ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରଖନ୍ତୁ ରୋଗାଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ଅନ୍ୟତ୍ର ଏକାକି ରହିବା ପାଇଁ ବ୍ୟବସ୍ଥା କରନ୍ତୁ । ତାଙ୍କଠାରୁ ଯଥେଷ୍ଟ ଦୂରତା ଅବଲମ୍ବନ କରନ୍ତୁ ।…

କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ସୁଷମ ଖାଦ୍ୟ ତାଲିକା

କଥା ରେ ଅଛି ରୋଗର ପ୍ରତିକାରଠାରୁ ରୋଗଠୁ ଦୂରେଇ ରହିବା କିମ୍ବା ସତର୍କତା ଶ୍ରେୟସ୍କର । ଆଜିକାଲି କରୋନା ମହାମାରୀଠୁ ବର୍ତ୍ତିବା ଲାଗି ଅନେକ ପ୍ରକାର ଖବର ସାମ୍ନାକୁ ଆସୁଛି । ହେଲେ…

କରୋନା ଯୋଦ୍ଧାଙ୍କୁ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କଲେ ଅଭିନେତ୍ରୀ ଅନୁ ଚୌଧୁରୀ

ବର୍ଷ ୨୦୨୦ର କରାଳ ରୂପକୁ କେହି ଭୁଲିପାରିବେନି । କରୋନା ମହାମାରୀକୁ ଆମେ ବେଶ ସତର୍କତାକର ସହ ମୁକାବିଲା କରି ତାକୁ ପରାସ୍ତ କରିଥିଲୁ । ଚଳିତବର୍ଷ ଆମ ଦୈନନ୍ଦିନ ଜୀବନ ଶୈଳୀ ସ୍ୱାଭାବିକ…