ସମ୍ଭାବ୍ୟ ବାତ୍ୟାକୁ ନେଇ କ’ଣ କହିଲେ ରାଜସ୍ୱ ମନ୍ତ୍ରୀ?

ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟରେ ଏବେ ବାତ୍ୟାକୁ ନେଇ ଚର୍ଚ୍ଚା । ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ? ଏହାର ପ୍ରଭାବ କ'ଣ ରହିବ? ଏହାକୁ ନେଇ ଏବେ ସମସ୍ତେ ଚିନ୍ତିତ । ଏହାରି ଭିତରେ…

ଏଇ ରବିବାର ସନ୍ଧ୍ୟା ୬:୩୦ ରେ ଦେଖନ୍ତୁ “ଜୀ ସାର୍ଥକ ସଂସାର ଆୱାର୍ଡ୍ସ – ଷଷ୍ଠ ବର୍ଷ “

ଭୁବନେଶ୍ୱର (ଆମ ଟିଭି): ସଫଳତାର ଷଷ୍ଠ ବର୍ଷ ହେବ ଖୁବ୍ ସ୍ମରଣୀୟ ଓ ଧମାକେଦାର୍ । ଆମେ କହୁଛୁ ଜୀ ସାର୍ଥକ ସଂସାର ଆୱାର୍ଡ୍ସର ଷଷ୍ଠ ବାର୍ଷିକୋତ୍ସବ ସମ୍ପର୍କରେ । ଜୀ ସାର୍ଥକ- ଆପଣଙ୍କର,…

୨୧ରେ ଅନୁପମ ପଟ୍ଟନାୟକଙ୍କ ‘ପ୍ରତୀକ୍ଷା’ର ଟ୍ରେଲର୍‌ ରିଲିଜ୍

ଭୁବନେଶ୍ୱର :ଓଡ଼ିଆ ସିନେଜଗତର ଜଣାଶୁଣା ପ୍ରଯୋଜକ-ନିର୍ଦେଶକ ଅନୁପମ ପଟ୍ଟନାୟକଙ୍କ ନୂଆ ଓଡ଼ିଆ ଛବି‘ ପ୍ରତୀକ୍ଷା’ର ଟ୍ରେଲର୍ଅ କ୍ଟୋବର ୨୧ତା ରିଖରେ ରିଲିଜ୍ ହେବ।ଟେ କନୋଆର୍ଟ ପ୍ରଡକ୍ସନର…

ଆରମ୍ଭ ହେଲା ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା

ଭୁବନେଶ୍ୱର :ଓଡ଼ିଆ ସିନେମାକୁ ଓଡ଼ିଶାରେ ହଲ୍ ମିଳୁନି। ୨୦୦୮ ମସିହାରୁ ମିଳୁନି ସବ୍‌ସିଡି ସୁବିଧା। ଫାଇଲ୍ ଭିତରେ ପଡ଼ିଛି ଓଡ଼ିଆ ସିନେମା ନୀତି । ଏଭଳି ସ୍ଥିତିରେ ଓଡ଼ିଆ ସିନେମାର…

କେବେବି ରାତ୍ର ଭୋଜନରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ଖାଦ୍ୟ ଖାଇବା ଦ୍ୱାରା ଉତ୍ତମ ନିଦ, ମନ ଓ ମସ୍ତିଷ୍କ ଶାନ୍ତ ରହିବା, ଉତ୍ତମ ପାଚନ କ୍ରିୟା, ରକ୍ତରେ ଶର୍କରାର ମାତ୍ରା ସଠିକ , ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ। ମାତ୍ର ଭୁଲ ଖାଦ୍ୟପେୟ…

ଖାଆନ୍ତୁ ଫଳ ସାଲାଟ,ଜାଣନ୍ତୁ ଉପକାରିତା

ଫଳରେ ବ୍ୟକ୍ତିଙ୍କ ଓଜନ ମଧ୍ୟ ବୃଦ୍ଧି ହୋଇନଥାଏ। ସାଲାଡ୍ରେ ଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଉପକାରୀ। ମାତ୍ର ଅନେକ ଥର ସାଲାଡକୁ ସ୍ୱାଦିଷ୍ଟ କରିବା ପାଇଁ ଖାଇବା ସମୟରେ…

ପୁଣି ନୂଆ ବିବାଦରେ ରଣବୀର

ମୁୁମ୍ବାଇ: ବଲିଉଡର ବାଜିରାଓ ଓରଫ ରଣବୀର ସିଂହଙ୍କ ପିଛା ଛାଡୁନି ବିବାଦ। ନିକଟରେ ନ୍ୟୁଡ୍ ଫଟୋଶୁଟ୍ ମାମଲାରେ ଚର୍ଚ୍ଚାକୁ ଆସିଥିଲେ ରଣବୀର। ଏନେଇ ତାଙ୍କ ବିରୋଧରେ ଅନେକ ମାମଲା ମଧ୍ୟ ରୁଜୁ…

ସଭାପତି ନିର୍ବାଚନକୁ ନେଇ ଏମିତି କହିଲେ ଶଶି ଥରୁର

ନୂଆଦିଲ୍ଲୀ: ଦଳର ଅଧ୍ୟକ୍ଷ ପଦ ନିମନ୍ତେ ଉତ୍ତର ପ୍ରଦେଶରେ ହୋଇଥିବା ମତଦାନରେ ‘ଅତି ସାଂଘାତିକ ଅନିୟମିତତା’ ହୋଇଛି ବୋଲି ଶଶୀ ଥରୁର୍‌ଙ୍କ ଅନ୍ୟତମ ନିର୍ବାଚନ ଏଜେଣ୍ଟ୍‌ ସଲ୍‌ମାନ୍‌…

ରାସ୍ତାରେ ନିର୍ମାଣ ହେବ ହେଲିପ୍ୟାଡ

ନୂଆଦିଲ୍ଲୀ: ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଜନସ୍ଥାନାନ୍ତରଣ ନିମନ୍ତେ ଦେଶର ସମସ୍ତ ନୂତନ ଜାତୀୟ ରାଜପଥରେ ହେଲିପ୍ୟାଡ୍‌ ନିର୍ମାଣ କରାଯିବ ବୋଲି ମଙ୍ଗଳବାର ଦିନ ‘ବେସାମରିକ ବିମାନ…

ମଝି ଆକାଶରେ ବିମାନରେ ସାପ ,ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ମଝି ଆକାଶରେ ଆତଙ୍କ। ଉଡ଼ନ୍ତା ବିମାନ ଭିତରେ ଆବିର୍ଭାବ ହେଲା ସାପ। ହଠାତ୍‌ ସାପକୁ  ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ସୋମବାର ଦିନ ଫ୍ଲୋରିଡାର ଟାମ୍ପାରୁ ନ୍ୟୁଜର୍ସି…