ସାବଧାନ ରିଲ୍ସ ପ୍ରେମୀ: ଏଣିକି ଟ୍ରାକ, ଟ୍ରେନରେ ସେଲଫି ଓ ରିଲ କଲେ ଗଣିବାକୁ ପଡ଼ିବ ତଣ୍ଡ; ଯିବାକୁ ବି ପଡିପାରେ ଜେଲ

ସାବଧାନ ରିଲ୍ସ ପ୍ରେମୀ । ଏଣିକି ଟ୍ରାକ, ଟ୍ରେନରେ ସେଲଫି ଓ ରିଲ ଦଣ୍ଡନୀୟ ଅପରାଧ । ପୂର୍ବତଟ ରେଳପଥର କଡ଼ା ଚେତାବନୀ । ଟ୍ରେନ ଟ୍ରାକରେ ହେଉ କି ରେଳ ଧାରଣା କଡରେ ହେଉ ଯେଉଁଠି ବି ରିଲ୍ସ…

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୪ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଜି ଏକ…

ବେଦାନ୍ତ କରିବ ୧ ଲକ୍ଷ କୋଟି ନିବେଶ

ବେଦାନ୍ତ ପକ୍ଷରୁ ଓଡ଼ିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ଏହାଦ୍ୱାରା ରାଜ୍ୟରେ ୧ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସହିତ…

ହୁତୁ ହୁତୁ ହୋଇ ଜଳିଗଲା ବସ୍: ୨୦ରୁ ଅଧିକ ଜୀବନ୍ତ ଦଗ୍ଧ

ବସ୍‌ରେ ନିଆଁ ଲାଗି ଅଘଟଣ । ଏନଏଚ୍ ଉପରେ ହୁତ୍ ହୁତ୍ ହୋଇ ଜଳିଗଲା ବସ୍ । ବସ୍‌.ରେ ନିଆଁ ଲାଗି ୨୦ରୁ ଅଧିକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଯାହା ସୂଚନା ମିଳିଛି, କିନ୍ତୁ କୌଣସି ସଠିକ୍ ତଥ୍ୟ…

ଦୀପାବଳିରେ ୧୦୮ ଆମ୍ବୁଲାନ୍ସରେ ସେବା ପାଇଛନ୍ତି ୬୬୩୬ ଜଣ ଜରୁରୀକାଳୀନ ରୋଗୀ

ଭୁବନେଶ୍ୱର- ଚଳିତ ବର୍ଷ ଓଡ଼ିଶାବାସୀ ଅତି ଯାକଯମକରେ ଦୀପାବଳି ପାଳୁଥିବା ସମୟରେ ୧୦୮ ଆମ୍ବୁଲାନ୍ସ ନିଜର ସେବା ଜାରିରଖିଥିଲା | ଏହି ଦୀପାବଳି ୧୦୮ ଆମ୍ବୁଲାନ୍ସରେ ୬୬୩୬ ଜଣ ରୋଗୀଙ୍କୁ ସେବା…

ମହାମେଣ୍ଟରେ ତୁଟିଲା ଗଣିତ : ତେଜସ୍ଵୀ ଯାଦବ ମୁଖ୍ୟମନ୍ତ୍ରୀ ଚେହେରା, ମୁକେଶ ସହାନି ଉପମୁଖ୍ୟମନ୍ତ୍ରୀ ଚେହେରା

ନୂଆଦିଲ୍ଲୀ (ଆମ ଟିଭି): ବିହାର ରାଜଧାନୀ ପାଟନାରେ ମହାମେଣ୍ଟର ବୈଠକ ବସିଛି । ଏହି ବୈଠକରେ ତେଜସ୍ଵୀ ଯାଦବଙ୍କୁ ମହାମେଣ୍ଟର  ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣଶ କରାଯାଇଛି । ସେହିପରି…

ଦିଲ୍ଲୀରେ ବଡ଼ଧରଣର ଏନକାଉଣ୍ଟର, ଚାରି ଅପରାଧୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ ଏନକାଉଣ୍ଟର । ବାହାଦୂର ଶାହା ମାର୍ଗରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ବିହାର ପୋଲିସର ମିଳିତ ଅପରେସନ । ଚାରି ଜଣ ଅପରାଧୀ ମୃତ । ମୃତକ ମାନେ ବିହାରର…

ଲେଡି କନଷ୍ଟେବଳ ହତ୍ୟା ମାମଲା, ଦୀପକର ହେବ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ବର (ଆମ ଟିଭି): ସତ ଉଗାରିବ ଲେଡି କନଷ୍ଟେବଳ । ଖୁବଶୀଘ୍ର ଦୀପକ ରାଉତର ହେବ ଲାଏ ଡିଟେକ୍ସନ ଟେଷ୍ଟ । ଗତକାଲି ଝାରପଡା ଜେଲରେ ଦୀପକକୁ ପଚରାଉଚରା ବେଳେ ଅନେକ ସାଙ୍ଘାତିକ ତଥ୍ୟ…

ବାଲେଶ୍ୱର ଏଫ ଏମ ଛାତ୍ରୀ ଆତ୍ମାହୁତି ମାମଲା, ହାଇକୋର୍ଟରୁ ଦୁଇ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ଭୁବନେଶ୍ବର: ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ମାମଲାରେ ହାଇକୋର୍ଟରୁ ଦୁଇ ଅଭିଯୁକ୍ତଙ୍କୁ ମିଳିଲା ଜାମିନ । ଅଭିଯୁକ୍ତ ଜ୍ୟୋତିପ୍ରକାଶ ବିଶ୍ବାଳଙ୍କୁ ମିଳିଲା ଜାମିନ ।…

ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ତଦନ୍ତ ସିବିଆଇ ଦ୍ବାରା କରିବାକୁ ମଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ବର (ଆମ ଟିଭି): ବହୁ ଚର୍ଚ୍ଚିତ ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ତଦନ୍ତ ଭାର ସିବିଆଇକୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ…