ପାଗ ଖରାପ ଯୋଗୁଁ ମୋଦିଙ୍କ ବ୍ରହ୍ମପୁର କାର୍ଯ୍ୟକ୍ରମ ଝାରସୁଗୁଡାକୁ ସ୍ଥାନାନ୍ତରିତ

ଭୁବନେଶ୍ୱର (ଆମ ଟିଭି): ପାଗ ଖରାପ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ ବାତିଲ ହୋଇଛି । ତେବେ ଏହି କାର୍ଯ୍ୟକ୍ରମ ଝାରସୁଗୁଡାକୁ ସ୍ଥାନାନ୍ତରିତ ହୋଇଛି ।…

ରାଜ୍ୟରେ ବନ୍ଦ ପଡ଼ିଥିବା ୭୦ଟି ମଦ ଦୋକାନ ଖୋଲିବେ ସରକାର

ଭୁବନେଶ୍ୱର (ଆମ ଟିଭି):  ରାଜ୍ୟରେ ବନ୍ଦ ପଡ଼ିଥିବା ୭୦ଟି ମଦ ଦୋକାନ ଖୋଲିବେ ରାଜ୍ୟ ସରକାର । ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ଲିଖିତ ପ୍ରଶ୍ନର ଉତ୍ତର ରଖି…

“ନିଶାମୁକ୍ତ ଭାରତ ଅଭିଯାନ” ସଂକଳ୍ପ ନେଇ ଭୁବନେଶ୍ୱରରେ ଆୟୋଜିତ ‘ନମୋ ଯୁବ ରନ୍’ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ, ନିଶା ମୁକ୍ତ ଭାରତ ଗଠନର ମହାନ ସଂକଳ୍ପ ନେଇ ଭୁବନେଶ୍ୱର ସମେତ ଦେଶର ୭୫ଟି ସହରରେ ‘ନମୋ ଯୁବ ରନ୍’…

ତ୍ରିଶୂଳିଆରେ ନିର୍ମାଣ ହେବ ଦ୍ୱିତୀୟ ବ୍ରିଜ

 ଟ୍ୱିନସିଟି ଭିଡ଼ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ତ୍ରିଶୂଳିଆରେ ନିର୍ମାଣ ହେବ ଦ୍ୱିତୀୟ ବ୍ରିଜ । ପ୍ରକଳ୍ପ ପାଇଁ ୨୯୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ…

ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ଖୋଲିବେ ସରକାର

ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ଖୋଲେବେ ସରକାର । ୭୦ ଗୋଟି ବନ୍ଦ ଥିବା ମଦ ଦୋକାନ ଖୋଲିବାକୁ ବିଭାଗ ତରଫରୁ ଦିଆଯାଇଛି ଅନୁମତି । ୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବା…

ନିର୍ମାଣ ହେବ ନୂଆ ଲୋକସେବା ଭବନ; ପୂର୍ତ୍ତ ମନ୍ତ୍ରୀଙ୍କ ସୂଚନା

ନିର୍ମାଣ ହେବ ନୂଆ ଲୋକସେବା ଭବନ । ନୂଆ ଲୋକସେବା ଭବନ ମାଷ୍ଟର ପ୍ଲାନ ପାଇଁ ଓଡିଶା ସେତୁ ଓ ନିର୍ମାଣ ନିଗମକୁ ଦିଆଯାଇଛି ଦାୟିତ୍ୱ । ମାଷ୍ଟର ପ୍ଲାନ ଅନୁମୋଦନ ପରେ ହେବ ବ୍ୟୟ ଅଟକଳ ।…

ଆସନ୍ତା ୨୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆସନ୍ତା ୨୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରହ୍ମପୁରରେ "ସେବା ପର୍ବ" କାର୍ଯ୍ୟକ୍ରମରେ ଯୋଗଦେବା ସହିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ…

ସେପ୍ଟେମ୍ବର ୨୨ରୁ ଆଓ ନେକ୍ସଟରେ ଷ୍ଟ୍ରିମ୍ ହେବାକୁ ଯାଉଛି ଓଡିଆ ଫିଲ୍ମ ‘ଘମାଘୋଟ୍’*

ବର୍ଷ ଆରମ୍ଭରେ ସଫଳତାର ସହ ଓଡ଼ିଶାର ବିଭିନ୍ନ ଫିଲ୍ମ ହଲରେ ଦର୍ଶକଙ୍କ ଭଲ ପାଇବା ସାଉଁଟିବା ପରେ ପରେ, ଓଡ଼ିଆ ହାଇ-ଆକ୍ସନ ଫିଲ୍ମ 'ଘମାଘୋଟ୍' ଏବେ ଉପଲବ୍ଧ ହେବ ଆଓ ନେକ୍ସଟରେ । ଆସନ୍ତା…

ଏଇ ଦଶହରାରେ ଜୀ ସାର୍ଥକରେ ଦେଖନ୍ତୁ ସୁପର ଡୁପର ହିଟ ଓଡିଆ ଫିଲ୍ମ ‘ଦଶମ’ – ଆସନ୍ତା ୨୮…

ଜୀ ସାର୍ଥକର ନିଜର ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଦମଦାର ଫିଲ୍ମ ମାନଙ୍କ ସହିତ ଓଡିଆ ଦର୍ଶକଙ୍କ ଘରେ ଘରେ ପହଞ୍ଚି ପାରିଛି, ଯେଉଁଥିପାଇଁ ଆଜି ଓଡ଼ିଶାର ୧ ନମ୍ବର ମନୋରଞ୍ଜନ ଚ୍ଯାନେଲ…

ନିଜ ଜିଲ୍ଲାରେ ମିଳିବନି ଶିକ୍ଷକଙ୍କୁ ନିଯୁକ୍ତି

ଗଣଶିକ୍ଷା ବିଭାଗରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ବଦଳି ଓ ନିଯୁକ୍ତି ନେଇ ନୀତି ପ୍ରସ୍ତୁତ ହୋଇଛି ନୀତି ଅନୁଯାୟୀ । ସାଧାରଣ ପ୍ରଶାସନ ବିଭାଗ ନିୟମ ଅନୁଯାୟୀ ବାର୍ଷିକ ବଦଳି ଏପ୍ରିଲ ୧୫ରୁ…