ବିଜେଡି ଛାଡିବେ କି ସାଂସଦ ମୁନ୍ନା ଖାନ୍? ଦଳର ବିଭିନ୍ନ ନିଷ୍ପତି ନେଇ ହୋଇଛନ୍ତି ଅସନ୍ତୁଷ୍ଠ

ଭୁବନେଶ୍ୱର (ଆମ ଟିଭି): ରାଜ୍ୟ ସଭା ସଦସ୍ୟ ମୁନ୍ନା ଖାନ୍ ଦଳୀୟ ନିଷ୍ପତି ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଦଳ ଭିତରେ ଯେପରି କାର୍ଯ୍ୟ ଚାଲିଛି ତାହାକୁ ନେଇ ସେ…

ମୋ’ ସରଳତାକୁ ଦୁର୍ବଳତା ଭାବନାହିଁ: ମୁଖ୍ୟମନ୍ତ୍ରୀ

ସିଡିଓ ଓ ବିଡିଓମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁବାର କଡ଼ା ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେକାଳ ପଖାଳ ଆଉ ନାହିଁ, ଆପଣଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି । ପୁରୁଣା ଅଭ୍ୟାସ ନ…

ଭାରତୀୟ ସେନାରେ ବମ୍ପର ନିଯୁକ୍ତି: କୌଣସି ପରୀକ୍ଷା ନାହିଁ, ସିଧାସଳଖ ନିଯୁକ୍ତି

ଇଣ୍ଡିଆନ୍‌ ଆର୍ମିରେ ଭର୍ତ୍ତି ହେବା ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆନ୍‌ ଆର୍ମିରେ ଭର୍ତ୍ତି ହେବା ପାଇଁ ଆପଣଙ୍କୁ କୌଣସି ପରୀକ୍ଷାର ସାମ୍ନା କରିବାକୁ ପଡିବ ନାହିଁ । ଇଣ୍ଟରଭ୍ୟୁ…

ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ପଞ୍ଚାୟତିରାଜ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କରିବାକୁ କହିଛନ୍ତି । ମେସିନ ନ ଲଗାଇ ଶ୍ରମିକମାନଙ୍କୁ ନିଯୁକ୍ତି…

ଅପରେସନ ସିନ୍ଦୂର ପରେ ବିଶ୍ୱରେ ବଢୁଛି ବ୍ରହ୍ମୋସ୍‌ର ଚାହିଦା ; ଏହାକୁ ନେବା ପାଇଁ ଚାହୁଛି ଅନେକ ଦେଶ

ଅପରେସନ୍ ସିନ୍ଦୂର ପରେ ବ୍ରହ୍ମୋସ୍‌ ମିସାଇଲ୍‌ର ଚାହିଦା ବଢ଼ିଛି । ବିଭିନ୍ନ ଦେଶ ଏବେ ବ୍ରହ୍ମୋସ୍‌ କିଣିବାକୁ ଭାରତ ପାଖରେ ଲାଇନ୍‌ ଲଗାଇଲେଣି । ଭାରତର ସୁପରସୋନିକ୍ କ୍ରୁଜ୍ ମିସାଇଲ୍…

ଗୁଳୁଗୁଳିରୁ ମିଳିବନି ତ୍ରାହି: ରାଜ୍ୟରେ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ଆଜିଠାରୁ କାଳବୈଶାଖୀ। ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଗୁରୁବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ମୟୂରଭଞ୍ଜରେ…

ପାରାଦୀପ ବନ୍ଦରରେ ପହଁଚିଲା ମାଲବାହୀ ଜହାଜ: ଅଛନ୍ତି ୨୧ ଜଣ ପାକିସ୍ତାନୀ, ବଢିଲା ସୁରକ୍ଷା

ପାରାଦୀପ: ପାରାଦୀପ ବନ୍ଦରରେ ବୁଧବାର ଦକ୍ଷିଣ କୋରିଆର ଏକ ତୈଳ ଟ୍ୟାଙ୍କର ପହଞ୍ଚିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସମ୍ପୃକ୍ତ ମାଲବାହୀ ଜାହାଜରେ ଅଛନ୍ତି ୨୧ ଜଣ…

ଚଳନ୍ତା ବସରେ ନିଆଁ ଲାଗି ୫ ଜଣ ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ (ଆମ ଟିଭି):  ଗୁରୁବାର ସକାଳେ ଲକ୍ଷ୍ନୌରେ ଏକ ସ୍ଲିପର ବସ୍‌ରେ ନିଆଁ ଲାଗିଯିବାରୁ ପାଞ୍ଚ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ପ୍ରାୟ ୬୦ ଜଣ ଯାତ୍ରୀଙ୍କୁ ନେଇ ଡବଲ୍ ଡେକର ବସ୍‌ଟି…

ଏନକାଉଣ୍ଟରରେ ୩ ଜୈଶ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ (ଆମ ଟିଭି): ଜମ୍ମୁ-କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ସହିତ ଗୁଳି ବିନିମୟରେ ୩ ଜୈଶ ଆତଙ୍କବାଦୀ ନିହତ। ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନାଦିର ଗାଁରେ ସୁରକ୍ଷା ବାହିନୀ…

ଶିକ୍ଷାନୁଷ୍ଠାନରେ ନୂଆ ସଂରକ୍ଷଣ ଲାଗୁ ନିଷ୍ପତ୍ତି

ଭୁବନେଶ୍ୱର (ଆମ ଟିଭି): ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ କ୍ୟାବିନେଟ୍‌ର ନୂଆ ସଂରକ୍ଷଣ…