ରୁଷକୁ ଧମକ ଦେଲେ ଟ୍ରମ୍ପ, ଯୁଦ୍ଧ ବନ୍ଦ ନ କଲେ ଲାଗିବ ଅଧିକ ଟାରିଫ

ନୂଆଦିଲ୍ଲୀ (ଆମ ଟିଭି): ରୁଷକୁ ଟ୍ରମ୍ପଙ୍କ ଧମକ । ତୁରନ୍ତ ୟୁକ୍ରେନ ଯୁଦ୍ଧ ବନ୍ଦ ନ କଲେ ଅଧିକ ଟାରିଫ ଲଗାଇବାକୁ ଆମେରିକାର ଚେତାବନୀ ।  ଆମେରିକା ଟ୍ରେଜେରି ସେକ୍ରେଟାରି ସ୍କଟ ବେସେଣ୍ଟ…

ପକ୍ଷୀ ମାଡ଼ ଯୋଗୁଁ ନାଗପୁରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ, ବର୍ତ୍ତିଗଲା ୨୭୨ ଯାତ୍ରୀଙ୍କ ଜୀବନ

ନାଗପୁର (ଆମ ଟିଭି) : ନାଗପୁରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ । ମଝି ଆକାଶରେ ବିମାନରେ ପକ୍ଷୀ ଧକ୍କା ହୋଇଥିଲା, ଯାହା ପରେ ପାଇଲଟ୍ ନାଗପୁରରେ ଜରୁରୀକାଳୀନ…

ବରମୁଣ୍ଡା ବସ ଟର୍ମିନାଲକୁ ଯିବ ପୁରୁଣା ବସ୍ ଷ୍ଟାଣ୍ଡ ଦୋକାନ, ଲଟେରୀ ଜରିଆରେ ଦୋକାନୀ ପାଇବେ ଦୋକାନ

୧୦ ଦିନ ଭିତରେ ୧୨୦ ଦୋକାନ ଲଟେରୀ ମାଧ୍ୟମରେ ଆବଣ୍ଟନ ହେବ ।  ଦୋକାନୀଙ୍କ ମଧ୍ୟରେ ଟିକେ ଅନ୍ତରର୍ଦ୍ୱନ୍ଦ ଥିଲା ।  ଯାହା ଏବେ ଦୂର ହୋଇଛି ।  ଲଟେରୀ ଜରିଆରେ ଦୋକାନ ଗୃହ ପାଇବେ ଦୋକାନୀ । …

ଭାରତର ବଡ଼ କୂଟନୈତିକ ବିଜୟ : ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ସବୁ ଦେଶଙ୍କ ସହମତି

ବିଶ୍ବସ୍ତରରେ ଭାରତର ବଡ଼ କୂଟନୈତିକ ବିଜୟ । ସାଂଘାଇ ସହଯୋଗ ସଂଗଠନ- ଏସ୍‌ସିଓ ସମ୍ମିଳନୀରେ ପହଲଗାମ ଆକ୍ରମଣକୁ ନିନ୍ଦା । ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ସବୁ ସଦସ୍ୟ ଦେଶଙ୍କ ମଧ୍ୟରେ ସହମତି…

ଏଥର ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ; ଫୁଟିବନି ବାଣ, ଲେଜର ଲାଇଟ୍‌ ବନ୍ଦ

ଏଥର ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ । ଲେଜର ଲାଇଟ୍ ବନ୍ଦ ସହ ବାଣ ଫୁଟା ଉପରେ ଲାଗିଲା ରୋକ୍ । ଦୁର୍ଗାପୂଜାକୁ ନେଇ ପୁଲିସ ସେବା ଭବନରେ ହୋଇଥିବା ବୈଠକରେ କମିସନରେଟ୍ ପୁଲିସ ପକ୍ଷରୁ…

ସେପ୍ଟମ୍ବର ୭ ତାରିଖ ରବିବାରରେ ଲାଗିବ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ସମୟ

ଭୁବନେଶ୍ବର (ଆମ ଟିଭି): ଚଳିତ ବର୍ଷର ଦ୍ବିତୀୟ ଚନ୍ଦ୍ର ଗ୍ରହଣ ସଂଗଠିତ ହେବାକୁ ଯାଉଛି। ଯାହା ସେପ୍ଟେମ୍ବର ୭ ତାରିଖ ରବିବାର ଦିନ ଲାଗିବ। ଏହି ଦିନ ହେଉଛି ଭାଦ୍ରବ ପୂର୍ଣ୍ଣିମା। ଏହି…

ସାର ଅଭାବ ପାଇଁ ଆନ୍ଦୋଳନ କରିବାକୁ ବିଜେଡି ଦେଲା ଧମକ

ଭୁବନେଶ୍ବର (ଆମ ଟିଭି): ବର୍ତ୍ତମାନ ସାରା ରାଜ୍ୟରେ ସାର ର ଅଭା ପରିଲକ୍ଷିତ ହୋଇଛି। ଚାଷୀ ଧାନ ବିଲରେ ପିଡିଆ ପକାଇବାକୁ ଅପେକ୍ଷା କରିଛି। ହେଲେ ସରାକରୀ ସାର ବର୍ତ୍ତମାନ ଘୋର ଅଭାବ…

ଟାରିଫ୍ ମାଡ କରି ଏକୁଟିଆ ହୋଇଗଲେ କି ଟ୍ରମ୍ପ ! ଟ୍ରମ୍ପଙ୍କ ଆଡୁ ମୁହଁ ଫେରାଇଲେଣି ବିଶ୍ବର ବଡ଼ ବଡ଼ ଶକ୍ତି

ନୂଆଦିଲ୍ଲୀ (ଆମ ଟିଭି):  ବଢୁଛି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ଲଡ ପ୍ରେସର ।  ଆଜ୍ଞା ହଁ ବିଶ୍ବ ମଞ୍ଚରେ ବିଶ୍ବ ଶକ୍ତିଙ୍କୁ ଏକଜୁଟ୍‌ ଦେଖି ଆକ୍ତାମାକ୍ତା ହେଲେଣି  ଟ୍ରମ୍ପ ।  ଡୋନାଲ୍ଡ ଟ୍ରମ୍ପ…

ମେଟ୍ରୋ ପ୍ରକଳ୍ପକୁ ନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ କେନ୍ଦ୍ର ସରକାରଙ୍କ ସହ କଥା ହେବେ ରାଜ୍ୟ ସରକାର

ଭୁବନେଶ୍ୱର (ଆମ ଟିଭି): ରାଜଧାନୀ ଭୁବନେଶ୍ୱର ପାଇଁ ଭବିଷ୍ୟତରେ ମେଟ୍ରୋର ଆବଶ୍ୟକତା ରହିଛି । ରାଜ୍ୟ ସରକାର ବି ମେଟ୍ରୋ ସିଟି ପାଇଁ ଇଚ୍ଛୁକ ଅଛନ୍ତି । ପୂର୍ବରୁ ମେଟ୍ରୋ ପ୍ରକଳ୍ପ ଆରମ୍ଭ…

୮୦୦ ଏକର ଜମିରେ ହେବ ନୂଆ ଭୁବନେଶ୍ୱର: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର (ଆମ ଟିଭି): ରାଜଧାନୀର ଉପକଣ୍ଠରେ ଥିବା ମାଳିପଡ଼ା, ଦଶପୁର, ଅନ୍ଧାରୁଆ ଏବଂ ଗୋଠପାଟଣା ଅଞ୍ଚଳରେ ୮୦୦ଏକର ଜମିରେ ଏକ ନୂତନ ଭୁବନେଶ୍ୱର ପ୍ରତିଷ୍ଠା ହେବ। ଏହା ଓଡ଼ିଶାର ନଗର…