ୟୁପିଆଇ ଆଇଡିରେ ବିଶେଷ ଅକ୍ଷର ଥିଲେ ସାବଧାନ: ପହିଲାରୁ ହୋଇପାରିବନି ନେଣଦେଣ

ୟୁପିଆଇ ଆଇଡିରେ ବିଶେଷ ଅକ୍ଷର ଥିଲେ ବ୍ୟବହାରକାରୀ ଫେବୃଆରୀ ପହିଲାରୁ ଆର୍ଥିକ କାରବାର କରିପାରିବେ ନାହିଁ। ଏନେଇ ଭାରତୀୟ ଜାତୀୟ ଦେୟ ନିଗମ (ଏନ୍‌ପିସିଆଇ) ପକ୍ଷରୁ ସ୍ପଷ୍ଟ କରାଯାଇଛି।…

ସଂସଦର ଉଭୟ ଗୃହକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ମୁର୍ମୁ

ଶୁକ୍ରବାର ବଜେଟ ଅଧିବେଶନ ଆରମ୍ଭ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି। ସଂସଦରେ ପୂର୍ବାହ୍ନ ୧୧ଟାରେ ଅଧିବେଶନ ଆରମ୍ଭ ହୋଇଯାଇଛି। ଆସନ୍ତାକାଲି…

୪ ଦିନ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ

ଶ୍ରୀପଞ୍ଚମୀ ଓ ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଫେବ୍ରୁଆରି ୨ ଏବଂ ୩ ତାରିଖ ତଥା ଫେବ୍ରୁଆରି ୫ ଓ  ୬ ତାରିଖ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଛି। ଏହି ଦିନ…

ଦାୟିତ୍ୱ ନେଲେ ରାଜ୍ୟ ନିର୍ବାଚନ କମିଶନର

ରାଜ୍ୟ ନିର୍ବାଚନ କମିଶନର ଭାବେ ଶୁକ୍ରବାର ଦାୟିତ୍ୱ ନେଇଛନ୍ତି ମଧୁସୂଦନ ପାଢ଼ୀ। ତୋଷାଳୀ ଭବନରେ ବିଧିବଦ୍ଧ ଭାବେ ସେ ଦାୟିତ୍ୱ ନେଇଛନ୍ତି। ଆଦିତ୍ୟ ପାଢ଼ୀଙ୍କ ଅବସର ପରେ କମିଶନର ପଦ ଖାଲି…

ବଜେଟ୍‌ ପୂର୍ବରୁ ବଢିଲା ସୁନା ଦାମ୍‌

ଫେବୃଆରୀ ୧ ଅର୍ଥାତ୍‌ ଶନିବାର ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍‌। ବଜେଟ୍‌ ପୂର୍ବରୁ ବଢିଛି ସୁନା ଦାମ୍‌। ଶୁକ୍ରବାର ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୪,୩୩୦ରେ ପହଞ୍ଚିଛି।…

କନକ ବର୍ଦ୍ଧନଙ୍କୁ ଜୋରିମାନା

ସାଧାରଣ ନିର୍ବାଚନରେ ଅନିୟମିତତା ଅଭିଯୋଗ ନେଇ ରୁଜୁ ମାମଲାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ହାଇକୋର୍ଟ ଦୁଇ ହଜାର ଟଙ୍କା ଜୋରିମାନା କରିଛନ୍ତି। ଜବାବ ଦାଖଲ ତାରିଖ…

ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ବଡ ପରିବର୍ତ୍ତନ: କାଲିଠୁ ବଦଳିବ ଏହି ୪ ନିୟମ

ରାତି ପାହିଲେ ଆରମ୍ଭ ହୋଇଯିବ ଫେବୃଆରୀ ମାସ । ଆଉ ମାସ ଆରମ୍ଭରୁ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ହେବ କିଛି ପରିବର୍ତ୍ତନ । ଯାହା ଲୋକଙ୍କ ଦୈନନ୍ଦିନ ଜୀବନ ସହ ଜଡିତ । କାରଣ ବ୍ୟାଙ୍କରେ ଖାତା…

ଆମେରିକା ବିମାନ-ହେଲିକପ୍ଟର ଦୁର୍ଘଟଣା, ୬୪ ମୃତ

ଆମେରିକା ଓ୍ଵାସିଂଟନ୍ ଡିସିର ପୋଟୋମାକ୍ ନଦୀ ଉପରେ ମଝି ଆକାଶରେ ବିମାନ ଓ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ କେହି ଜୀବିତ ନଥିବା ଅନୁମାନ କରାଯାଉଛି। ରୋନାଲ୍ଡ ରେଗାନ୍ ଜାତୀୟ…

ଫେବୃୟାରୀ ୩ ରେ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ,

ଆଗାମୀ ଫେବୃୟାରୀ ୩ ତାରିଖ (ସୋମବାର)ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ୍-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର…

ଶୀତ ଗାୟବ, ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାତି

ଗୁରୁବାରଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବ। ସୂର୍ଯ୍ୟଙ୍କ ପ୍ରଖର କିରଣ ସାଙ୍ଗକୁ ପଶ୍ଚିମା ଝଡ଼ର ପ୍ରଭାବରେ ଦିନ ଏବଂ ରାତିରେ ତାପମାତ୍ରା ବୃଦ୍ଧି ଘଟାଇବ।…