ଶ୍ରୀମଦ୍ ଭଗବତ୍ ଗୀତା ଓ ନାଟ୍ୟଶାସ୍ତ୍ରକୁ ବିଶ୍ବ ମାନ୍ୟତା

ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରକୁ ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ସାମିଲ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏହା ଉପରେ ଖୁସି ବ୍ୟକ୍ତ…

ଆଓ ନେକ୍ସଟ ( ଓଟିଟି ) ରେ ଏପ୍ରିଲ ୨୩ ତାରିଖରେ ‘ପାବାର’*

ସମୟ ବଦଳିବା ସହିତ ଓଡ଼ିଆ ସିନେ ଜଗତରେ ସିନେ ପ୍ରେମୀଙ୍କର ସ୍ଵାଦ ମଧ୍ୟ ବଦଳିଛି । ବଡ଼ ପରଦାରେ ଏବେ ନିଚ୍ଛକ ଓ ବାସ୍ତବବାଦୀ ଚଳଚିତ୍ରର ରୁଚି ଖୁବ୍ ଅଧିକ ରହିଛି। କହିବାକୁ ଗଲେ ଏହାର ଆରମ୍ଭ…

ପରମାଣୁ କ୍ଷେପଣାସ୍ତ୍ର”, ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ସୁପ୍ରିମକୋର୍ଟ ଉପରେ ଜୋରଦାର ଆକ୍ରମଣ

ଭାରତର ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖର ସୁପ୍ରିମକୋର୍ଟଙ୍କ ଏକ ନିର୍ଦ୍ଦେଶକୁ ନେଇ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ ସୁପ୍ରିମକୋର୍ଟଙ୍କ ଅନୁଚ୍ଛେଦ ୧୪୨…

ଓଡ଼ିଶାକୁ ୪ ହଜାର କୋଟିର ପ୍ରକଳ୍ପ ଭେଟି ଦେଲେ ଗଡକରୀ

ଓଡ଼ିଶାକୁ ମିଳିଲା ୪ ହଜାର କୋଟି ଟଙ୍କାର ପ୍ରକଳ୍ପ । ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କିଛି ସମୟ ପରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ୧୩ଟି…

ସୁପରଷ୍ଟାର ବିଜୟଙ୍କ ବିରୋଧରେ ଫତଓ୍ୱା ଜାରି, Y-ସୁରକ୍ଷା ଦାବି କଲା TVK

ନୂଆଦିଲ୍ଲୀ (ଆମ ଟିଭି): ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ଏବଂ ତାମିଲ ଭେଟ୍ରି କଝାଗମ (TVK ) ର ଅଧ୍ୟକ୍ଷ ବିଜୟ ଥାଲାପତି ବର୍ତ୍ତମାନ ନୂଆ ବିବାଦରେ ଫସି ରହିଛନ୍ତି । ବୁଧବାର ଦିନ…

ସୁନା ଟପିଲା ୯୭ ହଜାର, ଆମେରିକା-ଚୀନ ଶୁଳ୍କ ଯୁଦ୍ଧର ପ୍ରଭାବ

ନୂଆଦିଲ୍ଲୀ (ଆମ ଟିଭି): ଆମେରିକା-ଚୀନ ଶୁଳ୍କ ଯୁଦ୍ଧ ପ୍ରଭାବରେ ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର । ଆଜି ସୁନା ଦର ୯୭ ହଜାର ଟପିଛି । ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୯୭ ହଜାର…

ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ; ୧୯ ତାରିଖରେ ବିଧିବଦ୍ଧ ଭାବେ ନାଁ ଘୋଷଣା

ଭୁବନେଶ୍ବର (ଆମ ଟିଭି): ବିଜୁ ଜନତା ଦଳର ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ । ଶଙ୍ଖ ଭବନରେ ସଭାପତି ପଦ ପାଇଁ ନବୀନ ବିଧିବଦ୍ଧ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।…

ଭୁବନେଶ୍ବରରେ ଗଡକରୀ, ବିମାନ ବନ୍ଦରରେ କେନ୍ଦ୍ର ପରିବହନ ମନ୍ତ୍ରୀ

ଭୁବନେଶ୍ୱର (ଆମ ଟିଭି):  ଭୁବନେଶ୍ବରରେ ପହଞ୍ଚିଲେ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ।  ଆଜିର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ଅବସରରେ ସେ…

ସୁଦୃଢ ହେବ ଟ୍ରାଫିକ୍ ଓ ସଡକ ସୁରକ୍ଷା, ୨ହଜାର ନୂଆ ଟ୍ରାଫିକ୍ ପଦବୀ ପୂରଣ ପାଇଁ ସରକାରଙ୍କ ମଞ୍ଜୁରୀ

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ…

୭ମ ଉତ୍କଳମଣି ସେବା ସମ୍ମାନ ପ୍ରଦାନ ଓ ବାର୍ଷିକ ଉତ୍ସବ-୨୦୨୫

ଭୁବନେଶ୍ୱର (ଆମ ଟିଭି): ଉତ୍କଳ ବିପନ୍ନ ସହାୟତା ସମିତିର ବାର୍ଷିକୋତ୍ସବ ଏବଂ ଉତ୍କଳମଣି ସେବା ସମ୍ମାନ ସମାରୋହ –୨୦୨୫, ଉତ୍କଳ ମଣ୍ଡପ ଠାରେ ତା.୧୬.୦୪.୨୦୨୫ ରିଖ ଅପରାହ୍ନ ୬.୩୦ ଘଟିକା…