ଭାରତରେ ପହଞ୍ଚିଲା ମୁମ୍ବାଇ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ, କଡ଼ା ସୁରକ୍ଷା ବଳୟରେ ମୁମ୍ବାଇ ଓ ଦିଲ୍ଲୀର ୨ଟି ଜେଲ୍‌

ନୂଆଦିଲ୍ଲୀ (ଆମ ଟିଭି): ଭାରତ ପହଞ୍ଚିଲା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ ତହବୁର ରାଣା । ଦିଲ୍ଲୀରେ ବାୟୁସେନାର ପାଲମ୍‌ ବିମାନବନ୍ଦରରେ ଲ୍ୟାଣ୍ଡ୍‌ କରିଛି…

ତାସ୍‌କେଣ୍ଟ୍‌ରୁ ଫେରିଲେ ସାଂସଦ ସସ୍ମିତ ପାତ୍ର, ଦିଲ୍ଲୀ ଫେରିବା ପରେ ୱାକଫ୍‌ ବିଲ୍‌କୁ ନେଇ ଗଣମାଧ୍ୟମରେ ରଖିଲେନି…

ଭୁବନେଶ୍ୱର (ଆମ ଟିଭି): ତାସ୍‌କେଣ୍ଟ୍‌ରୁ ଫେରିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଦିଲ୍ଲୀ ଫେରିବା ପରେ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖିଲେ ନାହିଁ । ଗଣମାଧ୍ୟମ ଆଗରେ ମୁହଁ…

IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର (ଆମ ଟିଭି): ଗୁରୁବାର ଓଡ଼ିଶା ସରକାର ଭାରତୀୟ ପ୍ରଶାସନିକ ସେବା (IAS) କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ତଦନୁସାରେ, ବର୍ତ୍ତମାନ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ…

ଧୋନୀ ପୁଣି ହେଲେ ଚେନ୍ନାଇ ସୁପର କିଙ୍ଗସର କ୍ୟାପଟେନ୍: ଋତୁରାଜ ଗାଏକ୍ୱାଡ ଆଇପିଏଲରୁ ବାହାର

ନୂଆଦିଲ୍ଲୀ (ଆମ ଟିଭି):  ଆଇପିଏଲରେ ୫ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସକୁ ବଡ଼ ଝଟକା ଲାଗିଛି । ଆହତ ସମସ୍ୟା ଦେଇ ଗତି କରୁଥିବା ଋତୁରାଜ ଗାଏକ୍ୱାଡ ଆଇପିଏଲରୁ ଆଉଟ ହୋଇଯାଇଛନ୍ତି ।…

ପୁଣି ବଢିଲା ସୁନା ଦାମ୍‌; ଗ୍ରାମ୍‌ ପିଛା ଏତିକି ବୃଦ୍ଧି

ଗତ କିଛି ଦିନରେ ସୁନା ଦର କମିଥିବା ବେଳେ ପୁଣି ବଢିଲା ସୁନା ଦାମ୍‌ । ଗୁରୁବାର ସୁନା ଦାମ୍‌ ପ୍ରାୟ ୨୭୦୦ ଟଙ୍କା ବୃଦ୍ଧି ପାଇଛି। ଏପ୍ରିଲ ୧୦ ଅର୍ଥାତ୍‌ ଗୁରୁବାର ୨୪ କ୍ୟାରେଟ୍‌ ସୁନା…

ଆସନ୍ତାକାଲି ଆୟୁଷ୍ମାନ୍ ଭାରତ: ୧୩ ଜିଲ୍ଲାରେ ଶୁଭାରମ୍ଭ କରିବେ ମନ୍ତ୍ରୀ ନିଉଜ ଆଲର୍ଟବଡ଼ ଖବରଭୁବନେଶ୍ବର

ଏପ୍ରିଲ ୧୧ ତାରିଖରୁ ଓଡିଶାରେ ଲାଗୁ ହେବ ଆୟୁଷ୍ମାନ୍ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। କଟକ ବାଲିଯାତ୍ରା ପଡିଆରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ସ୍ଵାସ୍ଥ୍ୟ…

ଚୀନ୍‌ ଉତ୍ପାଦ ଉପରେ ୧୨୫% ଶୁଳ୍କ ଲାଗୁ କଲା ଆମେରିକା

ଆମେରିକା-ଚୀନ୍ ବାଣିଜ୍ୟ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍‌ରୁ ଆମଦାନୀ ଉପରେ ୧୦୪% ଶୁଳ୍କ ଲାଗୁ କରିବାର ଗୋଟିଏ ଦିନ ପରେ, ବେଜିଂ ଆମେରିକୀୟ…

ନବୀନ ମିଛ କହିଲେ’ ; ପ୍ରେସମିଟରେ ବର୍ଷିଲେ ପ୍ରଭାତ ତ୍ରିପାଠୀ

ନବୀନ ପଟ୍ଟନାୟକଙ୍କ ବୟାନ ପରେ ପ୍ରଭାତ ତ୍ରିପାଠୀଙ୍କ ବିସ୍ଫୋରଣ । ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲେ ପୂର୍ବତନ ବିଧାୟକ । ଉଭୟ ନୀବନ ପଟ୍ଟନାୟକ ଓ ପାଣ୍ଡିଆନକୁ ଟାର୍ଗେଟ କରିଛନ୍ତି ।…

୪୮ବଲ୍ ରେ ୧୦୦ ରନ୍ କନସେପ୍ଟ ରେ “ଆଜିର ରେବତୀ” ର ପ୍ରଚାର ଓ ପ୍ରସାର*

ଆର.ଆର ଇଭେଣ୍ଟ ଏବଂ ସିନେ ପ୍ରଡ଼କସନ ପ୍ରସ୍ତୁତି "ଆଜିର ରେବତୀ" ଆସନ୍ତା ଏପ୍ରିଲ ୧୧ରେ ମୁକ୍ତିଲାଭ କରିବ l ସେହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ "ଆଜିର ରେବତୀ" ଟିମ୍…

ଧୋନୀଙ୍କୁ ବାଣ ମାରିଲେ ସୋନୁ ନିଗମ୍ !

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୋନୁ ନିଗମଙ୍କ ନାଁର ହ୍ୟାଣ୍ଡେଲରେ ଗୋଟିଏ ପୋଷ୍ଟ୍ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ କ୍ରିକେଟର୍ ଏମ୍.ଏସ୍ ଧୋନୀଙ୍କୁ ନେଇ ଟିପ୍ପଣୀ ଦିଆଯାଇଛି । ଏହି…