ବିଧାନସଭାରୁ ନିଲମ୍ବିତ ହେଲେ ସୋଫିଆ ଫିର୍ଦ୍ଦୋସ, ଆହୁରି ୧୨ କଂଗ୍ରେସ ବିଧାୟକ…

ବିଧାନସଭାରୁ ଆସିଛି ବଡ଼ ଖବର। ନିଲମ୍ବିତ ହୋଇଛନ୍ତି କଂଗ୍ରେସର ୧୨ ଜଣ ବିଧାୟକ।ଗୃହ ଭିତରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି।

ଜୁନ ୨୭ରେ ରଥଯାତ୍ରା, ଜାଣନ୍ତୁ ଅନ୍ୟ ନୀତି ନିର୍ଘଣ୍ଟ…

ପାଞ୍ଜି ସମନ୍ବୟ ବୈଠକରେ ଅନୁମୋଦିତ ୨୦୨୫-୨୬ ବର୍ଷର ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରାର ଚୂଡ଼ାନ୍ତ ତାଲିକା  ପ୍ରକାଶ ପାଇଛି । ଜାରି ତାଲିକାରେ ଏପ୍ରିଲ ୩୦ରେ ପବିତ୍ର ଅକ୍ଷୟ…

ପ୍ରଥମଥର ପାଇଁ ୧ ଲକ୍ଷ କୋଟିର ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ସବୁ ବର୍ଗଙ୍କୁ ରଖିଛନ୍ତି ଧ୍ୟାନରେ

ଦିଲ୍ଲୀର ଭାଜପା ସରକାର ମଙ୍ଗଳବାର ବିଧାନସଭାରେ ଏହାର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ଭାଜପା ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟରେ ଏକ ବିରାଟ ବୃଦ୍ଧି କରିଛି।…

ରାଜ୍ୟରେ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’, ଏହି ସମସ୍ତ ରୁଟରେ ଚାଲିବ

ଓଡିଶା ସରକାର ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ଆରମ୍ଭ କରିବେ, ଯାହା ରାଜ୍ୟର ସମସ୍ତ ରୁଟରେ ଚଳାଚଳ କରିବ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ରାଜ୍ୟ ବିଧାନସଭାକୁ ସୂଚନା ଦେଇଛନ୍ତି। ସେ…

ବୃଦ୍ଧି ହେଲା ସାଂସଦମାନଙ୍କ ଦରମା

ବୃଦ୍ଧି ହେଲା ସାଂସଦମାନଙ୍କ ଦରମା । ଏବେ ସାଂସଦମାନେ ପ୍ରତି ମାସରେ ୧ ଲକ୍ଷ ୨୪ ହଜାର ଟଙ୍କା ଦରମା ପାଇବେ, ଯାହା ପୂର୍ବରୁ ୧ ଲକ୍ଷ ଟଙ୍କା ଥିଲା ଦରମା । ଏହା ବ୍ୟତୀତ ଦୈନିକ ଭତ୍ତା ମଧ୍ୟ…

ନବ ଦାସ ହତ୍ୟାକାଣ୍ଡ ତଦନ୍ତ ପ୍ରକ୍ରିୟାକୁ ନେଇ ଜୟନାରାୟଣଙ୍କ ବିସ୍ଫୋରଣ, କହିଲେ…

ନବ ଦାସ ହତ୍ୟାକାଣ୍ଡରେ ବହୁତ ବଡ଼ ବଡ଼ ମୁଣ୍ଡ ଅଛନ୍ତି, ଯେଉଁମାନେ ଏହି ତଦନ୍ତକୁ ଠିକ୍‌ ଭାବେ କରିବାକୁ ଦେଉ ନାହାନ୍ତି । ତଦନ୍ତ ହେଲେ ସେମାନଙ୍କ ମୁଣ୍ଡ କଟିବ । ସେଥିପାଇଁ ତଦନ୍ତକୁ…

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି; ବିଶ୍ଵାବସୁ ସମ୍ପ୍ରଦାୟର ଯଜ୍ଞରେ ହେବେ ସାମିଲ

ଭୁବନେଶ୍ୱରରେ ପହଞ୍ଚିଲେ ମହାମହିମ ଦ୍ରୌପଦୀ ମୁର୍ମୁ, ବିମାନବନ୍ଦରରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେଠାରୁ ସେ ସ୍ବତନ୍ତ୍ର ହେଲିକପ୍ଟରରେ ନୟାଗଡ଼ ଯିବେ ଏବଂ କଣ୍ଟିଲୋ…

୫ ବର୍ଷ ଭିତରେ ବିଦା ହେଲେଣି ୧୫୯ ସରକାରୀ ବାବୁ

ଭୁବନେଶ୍ବର (ଆମ ଟିଭି): ଗତ ୫ ବର୍ଷ ଭିତରେ ୧୫୯ ଦୁର୍ନୀତିଖୋର ସରକାରୀ ବାବୁ ବିଦା ହେଲେଣି । ବିଭିନ୍ନ ଦୁର୍ନୀତି ଏବଂ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ ବର୍ଷରେ ୧୫୯ ବାବୁ…

ବିବାହ କରିବା ପରେ ପ୍ରଭୃ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଅଭିନେତା ଅନୁଭବ ମହାନ୍ତି ଏବଂ ଜାଗୃତି

ପୁରୀ(ଆମ ଟିଭି): ଆଜି ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ନୂଆ ପତ୍ନୀ ଜାଗୃତି ଶୁଳ୍କା। ବିବାହ କରିବା ପରେ ଆଜି ପୁରୀ ଯାଇ ଉଭୟ…

ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ, ଜାଣନ୍ତୁ କଣ ରହିଛି କାରଣ?

ଭୁବନେଶ୍ୱର (ଆମ ଟିଭି): ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ବିରୁଦ୍ଧରେ ପିସିସି  ଆସନ୍ତା ୨୭ ତାରିଖ ଦିନ ବିଧାନସଭା ଘେରାଉ କରିବ କଂଗ୍ରେସ। ଏହାର ନେତୃତ୍ବ ନେବେ…