ଯୁଦ୍ଧ ଭିତରେ ଭାରତ ଗସ୍ତରେ ଆସିବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

ଭାରତ ଗସ୍ତରେ ଆସିବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି, ପୁଟିନଙ୍କ ଗସ୍ତ ତାରିଖ ଖୁବଶୀଘ୍ର ରୁଷ୍ ଘୋଷଣା କରିବ । କ୍ରେମଲିନର…

ମହାରାଷ୍ଟ୍ର ନିର୍ବାଚନ: ମତଦାନ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଅଜିତ ପାଓ୍ବାର ଦେଲେ ବଡ଼ ବୟାନ

ମୁମ୍ବାଇ (ଆମ ଟିଭି): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ସେପଟେ, ଏନସିପି ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ସିଏମ ଚେହେରାକୁ ନେଇ ଏକ ବୟାନ ଦେଇଛନ୍ତି।…

ଏବେ କେଉଁ ଦଳରେ ଅଛନ୍ତି ସୁର ରାଉତରାୟ? ନିଜେ କଲେ ଖୁଲାସା

ତିର୍ତ୍ତୋଲ(ଆମ ଟିଭି): ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲଠାରେ ଚେଳିତୋଳ ବାଲିଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବର ମଙ୍ଗଳବାର ଚତୁର୍ଥ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ…

କଟକ ବାଲିଯାତ୍ରାରେ ‘ରାଣ୍ଡି ପୁଅ ଅନନ୍ତା’ର ପ୍ରଚାର ଆରମ୍ଭ

କଟକ (ଆମ ଟିଭି); ଖାଣ୍ଟି ଓଡ଼ିଆ ସଂସ୍କୃତିର ପ୍ରତୀକ ବାଲିଯାତ୍ରା ରେ ବ୍ୟାସକବି ଶ୍ରୀ ଫକୀର ମୋହନ ସେନାପତିଙ୍କ କାଳଜୟୀ ସୃଷ୍ଟି "ରାଣ୍ଡୀ ପୁଅ ଅନନ୍ତା" ଅବଲମ୍ବନରେ ତିଆରି ନୂଆ ସିନେମାର…

ଓଡ଼ିଶା ଆସିବେ ରାଷ୍ଟ୍ରପତି; ୬ରେ ଜନ୍ମମାଟିକୁ ବୁଲିଯିବେ…

ବାରିପଦା (ଆମ ଟିଭି): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୬ରେ ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ। ୩ରୁ ୭ ପର୍ଯ୍ୟନ୍ତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତି ବିଭିନ୍ନ…

ବଜ୍ରକବାତି ମାରୁତି କମ୍ପ୍ଲେକ୍ସ, କଟକରେ ପୁନଃ ଉଦଘାଟନ ହେଲା ‘ହିମାଳୟ ଅପ୍ଟିକାଲ’ର ନୂଆ ଷ୍ଟୋର, ସ୍ୱତନ୍ତ୍ର ଲେନ୍ସ…

ଭୁବନେଶ୍ୱର (ଆମ ଟିଭି): ଅତୀତ ଓ ଭବିଷ୍ୟତର ସାଥୀ ହେଉଛି ଦୁଇ ଆଖି । ଭଲ ଦେଖିବା ଓ ସ୍ବଚ୍ଚ ଦେଖିବା ହେଉଛି ଗୁରୁତ୍ବପୁର୍ଣ୍ଣ କାମ । ଏହି ଧାରାରେ ଭାରତୀୟ ବଜାରରେ ଅନେକ ବଡ ବଡ ଅପ୍ଟିକାଲ…

ଓଡ଼ିଶା ଆସିବେ ମୋଦି-ଶାହା: ଜାଣନ୍ତୁ କାହିଁକି?

ଭୁବନେଶ୍ବର (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଡିଜିପି ସମ୍ମିଳନୀରେ ଯୋଗ ଦେବେ ବୋଲି…

ଉପଜିଲାପାଳ ଗିରଫ: ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର (ଆମ ଟିଭି): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକ ଶେଷରେ ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କୁ ଭିଜିଲାନ୍ସ ଗିରଫ…

ରୋକଠୋକ୍‌ ଶୁଣାଇଦେଲେ ସୋଫିଆ ଫିର୍ଦ୍ଦୋସ୍‌: କାମ କରିବାର ଇଚ୍ଛା ନ ଥିଲେ କଟକ ଛାଡ଼…

କଟକ (ଆମ ଟିଭି): ବାଲିଯାତ୍ରାରେ ଲିଚୁଲାଇଟ୍‌ ଧରିପକାଇବାରୁ ଜଗତ୍‌ସିଂହପୁର ଅଞ୍ଚଳର ଛାତ୍ର ବିଶ୍ୱପ୍ରକାଶ ମନ୍ଥନଙ୍କ ମୃତ୍ୟୁ ଘଟିଛି। ଏସ୍‌ସିବି ମେଡିକାଲରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ…

ରାଜ୍ୟ ଯୋଗାଣମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ବିଜେଡି

ଭୁବନେଶ୍ୱର (ଆମ ଟିଭି): କନ୍ଧମାଳ ଜିଲାର ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ମୃତ ଘଟଣାରେ ସୋମବାର ଆଉ ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିବା…