ସିଙ୍ଗାପୁର ଦେଖିବ ଓଡ଼ିଆ ସିନେମା ତ୍ରିକନ୍ୟା*

ସମାଜରେ ମହିଳାଙ୍କ ସଂଘର୍ଷ ଓ ସାମାଜିକ ନୀତିକୁ ନେଇ ୨୦୨୪ ମାର୍ଚ୍ଚ ୦୮ ତାରିଖରେ ରିଲିଜ ହୋଇଥିଲା ବାସ୍ତବବାଦୀ ଓଡ଼ିଆ ଚଳଚ୍ଚିତ୍ର ‘ତ୍ରିକନ୍ୟା’ ଯାହା ଖୁବ ଚର୍ଚ୍ଚା ସାଉଁଟିଥିଲା ।…

ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ, ନୂଆ ନେତା ବାଛି ପାରିଲାନି ବିଜେପି

ହିଂସା କବଳିତ ମଣିପୁରରେ ଆଜି (ଗୁରୁବାର, ଫେବୃଆରୀ ୧୩) ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୯ ତାରିଖରେ ପୂର୍ବତନ…

ଚାଲିପାରିଲାନି ଗୃହ, ୧୨ଟା ଯାଏଁ ମୁଲତବୀ

ବିଧାନସଭା ବଜେଟ୍‌ ଅଧିବେଶନର ଆଜି ଦ୍ଵିତୀୟ ଦିନ। ତେବେ ଶୁକ୍ରବାର ବିଧାନସଭା ଆରମ୍ଭରୁ ଗୃହରେ ଅଚଳାବସ୍ଥା ଦେଖାଦେଇଛି। ପ୍ରବଳ ହଟ୍ଟଗୋଳ କାରଣରୁ ମଧ୍ୟାହ୍ନ ୧୨ଟା ଯାଏଁ ଗୃହକୁ ମୁଲତବୀ…

ମୁଣ୍ଡ ନୁଆଁଇବ ନାହିଁ ଭାରତ; ଆତଙ୍କବାଦୀଙ୍କୁ ଚେତାବନୀ ଦେଳେ ମୋଦି-ଶାହା

୧୪ ଫେବୃଆରୀ ୨୦୧୯ରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଭାରତର ଇତିହାସରେ ଏକ କଳା ଅଧ୍ୟାୟ ଭାବରେ ଲିପିବଦ୍ଧ କରାଯାଇଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଅବନ୍ତିପୋରାର ଗୋରିପୋରା…

କଂଗ୍ରେସ ନେତା ନିରଞ୍ଜନଙ୍କ ଘରୁ ଚୋରି ମାମଲା: ଧରାପଡିଲା ଚୋର

ଭୁବନେଶ୍ୱର (ଆମ ଟିଭି): ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାରେ କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା। ୧୯ ଦିନ ପରେ ଧରାପଡିଲା ଚୋର। ଆନ୍ଧ୍ରପ୍ରଦେଶର…

ଆଜି ଲୋକ ସଭାରେ ଆଗତ ହେବ ଆଇଟି ବିଲ୍‌, ITR ଫାଇଲିଂ ପଦ୍ଧତିରେ ହୋଇପାରେ ପରିବର୍ତ୍ତନ

ନୂଆଦିଲ୍ଲୀ (ଆମ ଟିଭି) : ନୂତନ ଇନ୍‌କମ୍‌ ଟାକ୍ସ(ଆଇଟି) ବିଲ୍‌ ଲୋକ ସଭାରେ ଗୁରୁବାର ଆଗତ ହେବ। ଏହା ପୂର୍ବରୁ ବୁଧବାର ଏହି ବିଲ୍‌ର ଡ୍ରାଫ୍ଟ ଜାରି କରାଯାଇଛି। ୬୨୨ ପୃଷ୍ଠା ବ୍ୟତୀତ ଏହି…

ନବ ଦାସ ହତ୍ୟା ତଦନ୍ତର ସ୍ଥିତି ଜଣାଅ; ହାଇକୋର୍ଟ

କଟକ (ଆମ ଟିଭି): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ବୁଧବାର ହୋଇଛି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ…

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ: ଉପସ୍ଥାପନ ମୋହନ ସରକାରଙ୍କ ସଫଳତା

ଭୁବନେଶ୍ୱର (ଆମ ଟିଭି) : ଗୁରୁବାର ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଉଛି। ପ୍ରଥମ ଦିନ ଆରମ୍ଭରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଆଭିଭାଷଣ ରଖିଛନ୍ତି। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ…

ବିଧାନସଭାରେ ସନାଙ୍କୁ ତେରଛା ବାଣ ମାରିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର (ଆମ ଟିଭି): ଗୁରୁବାର ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିଲା ବେଳେ ଆରମ୍ଭରୁ ସକ୍ରିୟ ହୋଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଧାନସଭା ଗୃହରେ ପ୍ରବେଶ ସମୟରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କନିଷ୍ଠ ଶିକ୍ଷକଙ୍କ ବଢିଲା ଦରମା

ଭୁବନେଶ୍ୱର (ଆମ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। କନିଷ୍ଠ ଶିକ୍ଷକଙ୍କ ଦରମା ବଢାଇଲେ ରାଜ୍ୟ ସରକାର। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।…