ଅରବିନ୍ଦ କେଜ୍ରିୱାଲଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମାସକୁ ମିଳିବ ୨୧୦୦ ଟଙ୍କା

ନୂଆଦିଲ୍ଲୀ (ଆମ ଟିଭି):  ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ମହିଳାଙ୍କ ପାଇଁ ଖୁସି ଖବର ଆଣିଛି ଆପ୍ । ଆପ୍ କାର୍ଯ୍ୟକାରୀ କରିଥିବା ଯୋଜନାରେ ମହିଳାଙ୍କୁ ଲାଭ ମିଳିବ । ଦିଲ୍ଲୀର ପୂର୍ବ…

ଅଳ୍ପରେ ବର୍ତ୍ତିଗଲା ଦୌଡରାଣୀ ଦୂତୀ ଚାନ୍ଦଙ୍କ ଜୀବନ; ଜାଣନ୍ତୁ କାହିଁକି?

କଟକ (ଆମ ଟିଭି) : ଅଳ୍ପରେ ବର୍ତ୍ତିଗଲା ଦୌଡରାଣୀ ଦୂତୀ ଚାନ୍ଦଙ୍କ ଜୀବନ। ଦୂତୀ ଚାନ୍ଦଙ୍କ କାରକୁ ଧକ୍କା ଦେଲା ଟ୍ରକ। କଟକ ମଧୁପାଟଣା ଥାନା ନିକଟ ବ୍ରିଜ ତଳ ରାସ୍ତାରେ ଏହି ଦୁର୍ଘଟଣା…

ବିଜେଡିରେ ହଲଚଲ; ମମତା, ସୁଜିତଙ୍କ ପରେ କିଏ?

ଭୁବନେଶ୍ୱର (ଆମ ଟିଭି):  କିଛିଦିନ ଭିତରେ ରାଜ୍ୟସଭାରେ ବିଜେଡି ଶୁନ ହୋଇଯିବ ବୋଲି ଆଜି ବିଜେଡିକୁ ଟାର୍ଗେଟ କରି କହିଛନ୍ତି  ବିଜେପି ବିଧାୟକ ଜୟନାରାୟଣ ମିଶ୍ର  । ସେ କହିଛନ୍ତି ଖୁବଶୀଘ୍ର…

ବିଜେଡି ଛାଡିଲେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସଭାପତି ଜଳଧର ସାହୁ

ଭୁବନେଶ୍ୱର (ଆମ ଟିଭି):  ବିଜେଡିକୁ ପୁଣି ଲାଗିଲା ଝଟକା । ବିଜେଡି ଛାଡିଲେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସଭାପତି ଜଳଧର ସାହୁ। ଅସୁସ୍ଥତା କାରଣ ଦର୍ଶାଇ ସେ ଦଳର ପ୍ରାଥମିକ…

‘ଏକ ଦେଶ, ଏକ ନିର୍ବାଚନ’ ବିଲ୍କୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ

‘ଏକ ଦେଶ, ଏକ ନିର୍ବାଚନ’ ବିଲ୍ ବିଷୟରେ ବଡ ଖବର ସାମ୍ନାକୁ ଆସିଛି। କେନ୍ଦ୍ର କ୍ୟାବିନେଟ ଗୁରୁବାର (୧୨ ଡିସେମ୍ବର ୨୦୨୪) ଏହାକୁ ଅନୁମୋଦନ କରିଛନ୍ତି। ଆସନ୍ତା ସପ୍ତାହରେ ଏହା ସଂସଦରେ…

ସଂସଦରେ କଲେଜ୍‌ ଛାତ୍ରଙ୍କ ଭଳି ବ୍ୟବହାର କରୁଛନ୍ତି ରାହୁଲ ଗାନ୍ଧୀ: ଜେପି ନଡା

କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ମୁଖ୍ୟ ଜେପି ନଡା ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଟାର୍ଗେଟ୍‌ କରିଛନ୍ତି। ସଂସଦରେ…

ରାଜ୍ୟ ଭାଜପା ପାଇବ ନୂଆ ସଭାପତି

ରାଜ୍ୟ ଭାଜପା ପାଇବ ନୂଆ ସଭାପତି। ସେଥିପାଇଁ ଜାନୁଆରୀରେ ହେବ ନିର୍ବାଚନ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେ କହିଛନ୍ତି, ଜାନୁଆରୀ ମାସରେ ରାଜ୍ୟ ଭାଜପାର…

ଜୟନାରାୟଣଙ୍କ ବିସ୍ଫୋରକ ବୟାନ, ଭାଜପାରେ ମିଶିବେ ନବୀନ ପଟ୍ଟନାୟକ

ଭାଜପାରେ ମିଶିବେ ନବୀନ। ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ସମ୍ବଲପୁର ବିଧାୟକ ତଥା ବରିଷ୍ଠ ଭାଜପା ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି, ଭାଜପା ଚାହୁଁନି ବିଜେଡି ଭାଙ୍ଗିଯାଉ । ଶତ୍ରୁ…

ଡିସେମ୍ବର ୨୦ରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର “ପରବ୍”, ପ୍ରଚାର ଓ ପ୍ରସାର ପାଇଁ ବାରିପଦାରେ ଟିମ୍*

ବଦଳିଛି ଓଡ଼ିଆ ସିନେମାର ନିର୍ମାଣର ଧାରା l ପ୍ରେକ୍ଷାଳୟ ମୁହାଁ ହେଲେଣି ଦର୍ଶକ l ଏହାର ଏକମାତ୍ର କାରଣ ଓଡିଶା ମାଟିର ମୌଳିକ କାହାଣୀକୁ ନେଇ ଏବେ ଯୁବପିଢ଼ି ନିର୍ମାଣ କରୁଛନ୍ତି ସିନେମା l…

ଡିସେମ୍ବର ୧୪ରେ ରାଜ କପୁରଙ୍କ ୧୦୦ତମ ଜୟନ୍ତୀ: ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ ଦେଲେ କପୁର ପରିବାର

ଡିସେମ୍ବର ୧୪ ତାରିଖରେ ପାଳିତ ହେବାକୁ ଯାଉଛି ଚଳଚିତ୍ର ନିର୍ମାତା ତଥା ଅଭିନେତା ରାଜ କପୁରଙ୍କ ୧୦୦ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ପିଭିଆର ଆଇନକ୍ସ ଲିମିଟେଡ ଏବଂ ଫିଲ୍ମ ହେରିଟେଜ୍…