ରାଜ୍ୟରେ ପୁଣି ଦେଖାଦେବ ଆଳୁ ସଙ୍କଟ; ରାଜ୍ୟ ବ୍ୟବସାୟୀ ମହାସଂଘ କହିଲା…

ଭୁବନେଶ୍ୱର (ଆମ ଟିଭି):  ଗତ କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଆଳୁ ସଙ୍କଟ ଆସିବାକୁ ଯାଉଛି । କାରଣ  ଆଳୁ ସଙ୍କଟକୁ ନେଇ ଏଯାଏ ସମାଧାନ ହୋଇନାହିଁ। ଆଳୁର ଅଭାବ ଯୋଗୁ ରାଜ୍ୟରେ…

କିଏ କାହାକୁ ଦେଲା ଧୋକ୍କା : ବିଜେଡି ଓ ବିଜେପି

ବିଧାନସଭା ନିର୍ବାଚନ ପରେ ବିଜେଡି-ବିଜେପି ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜେଡିର ଦୁଇ ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ମୁନ୍ନା ଖାନ ବୟାନ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଆସିଲା ବଡ଼ ଖବର; ଆସନ୍ତା ବର୍ଷ ହେବ ନିର୍ବାଚନ

ଭୁବନେଶ୍ୱର(ଆମ ଟିଭି): ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଖବର ।  ୨୦୨୫ରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଏନେଇ ରାଜ୍ୟ ଆଇନ ଓ ପୂର୍ତ୍ତ ଅବକାରୀ ବିଭାଗ…

ଖୁସି ଖବର: PM ଆବାସ ଯୋଜନାରେ ଏଣିକି ହିତାଧିକାରୀଙ୍କୁ ମିଳିବ୧ ଲକ୍ଷ ୮୦ ହଜାର ଟଙ୍କା

ଭୁବନେଶ୍ୱର(ଆମ ଟିଭି): ରାଜ୍ୟବାସୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ବଦଳ ରେ ୧ ଲକ୍ଷ ୮୦ ହଜାର ଟଙ୍କା…

ଆଜି ବିଜେପିରେ ମିଶିବେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍! ଚର୍ଚ୍ଚା ବଢାଇଲା ସୋସିଆଲ ମିଡିଆ…

ନୂଆଦିଲ୍ଲୀ (ଆମ ଟିଭି):  ସୋମବାର ଅର୍ଥାତ୍ ଆଜି ବିଜେପିରେ ସାମିଲ ହୋଇପାରନ୍ତି ଚମ୍ପାଇ ସୋରେନ । ଏହାର ଦିନକ ପୂର୍ବରୁ ଚମ୍ପାଇ ସୋରେନ ନିଜ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ JMMକୁ…

ଆକ୍ସନ ମୋଡ଼ରେ ବିଜେପି ସରକାର; ବେଆଇନ ପାର୍କିଙ୍ଗ ଯୋଗୁଁ ବନ୍ଦ ହେଲା ରସୁଲଗଡସ୍ଥିତ ବିଶାଲ ମେଗା ମାର୍ଟ

ଭୁବନେଶ୍ୱର (ଆମ ଟିଭି):  ଆକ୍ସନ ମୋଡ଼ରେ ବିଜେପି ସରକାର। ବେଆଇନ ପାର୍କିଙ୍ଗ ଯୋଗୁଁ ବନ୍ଦ ହୋଇଛି ରସୁଲଗଡସ୍ଥିତ ବିଶାଲ ମେଗା ମାର୍ଟ। ବେଆଇନ ପାର୍କିଙ୍ଗ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ…

ମହଙ୍ଗା ପଡ଼ିବ ଘିରି ଘିରି ହୋଇ ହେଲିକପ୍ଟରରେ ବୁଲିବା: ପାଣ୍ଡିଆନଙ୍କୁ ପାନେ ଦେବେ ବିଜେପି ସରକାର!

ଭୁବନେଶ୍ୱର (ଆମ ଟିଭି): ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ଓରଫ୍ ଭିକେ ପାଣ୍ଡିଆନ୍ । ରାଜ୍ୟ ପ୍ରଶାସନ ଓ ରାଜନୀତିର ସବୁଠୁ ବିବାଦୀୟ ବ୍ୟକ୍ତିତ୍ବ । ଦିନ ଥିଲା ବିଜେଡି ସରକାରରେ ସୁପର ସିଏମ୍…

ରାକ୍ଷୀପୂର୍ଣ୍ଣିମା ରେ ମୁକ୍ତିଲାଭ କଲା ନୂଆ ମ୍ୟୁଜିକ ଭିଡିଓ ” ତୋ ରାକ୍ଷୀ ପାଉଣା କରିବିନି ଉଣା”*

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶଙ୍କର କ୍ରିଏସନ୍ ଦ୍ବାରା ରିଲିଜ ହେଲା ଏକ ରାକ୍ଷୀ ଭିଡିଓ "ତୋ ରାକ୍ଷୀ ପାଉଣା କରିବିନି ଊଣା " ଯେଉଁ ଭିଡିଓ ଟିକୁ ନିର୍ଦ୍ଦେଶନା ଦେଇଛନ୍ତି…

ଟଳମଳର ମମତାଙ୍କ ଆସନ !! ଦେଶବ୍ୟାପୀ ତେଜୁଛି ଅନ୍ଦୋଳନ

ସାରା ଦେଶର ଆଖି ଦିଦିଙ୍କ ଉପରେ । ସାରା ଦେଶର ରାଜନୀତି କେନ୍ଦ୍ରୀଭୂତ ପଶ୍ଚିମବଙ୍ଗରେ । ଘଟି ଚାଲିଛି ଗୋଟିଏ ପରେ ଗୋଟିଏ ଅଘଟଣ । ପ୍ରତିବାଦର ନିଆଁରେ ଜଳୁଛି ପଶ୍ଚିମବଙ୍ଗ । ଧୀରେ ଧୀରେ…

ଚମ୍ପାଇ ସୋରେନଙ୍କୁ ନେଇ ଝାଡ଼ଖଣ୍ଡ ରାଜନୀତିରେ ହଲଚଲ; ଦିଲ୍ଲୀରେ ପହଞ୍ଚିବା ପରେ ଏକ୍ସ ହ୍ୟାଣ୍ଡେଲରୁ ହଟାଇଲେ ପାର୍ଟିର…

ନୂଆଦିଲ୍ଲୀ (ଆମ ଟିଭି): ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଦିଲ୍ଲୀରେ ପହଞ୍ଚିବା ମାତ୍ରେ କଳ୍ପନା ଜଳ୍ପନାର ନୀରବତା ଭାଙ୍ଗିଛନ୍ତି। ଚମ୍ପାଇ ସୋରେନ ସ୍ପଷ୍ଟ ଭାବରେ…