ପିଏମ୍ ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିବେ ଡୋମିନିକା ସରକାର, ପ୍ରଧାନମନ୍ତ୍ରୀଙ୍କୁ କହିଲେ ପ୍ରକୃତ ବନ୍ଧୁ
ଡୋମିନିକା ସରକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଡୋମିନିକା ସରକାର ଏନେଇ ପ୍ରେସ୍…