ଟି-୨୦ ବିଶ୍ୱକପ୍ ରୁ ମଧ୍ୟ ବିଦା ହେବ ପାକିସ୍ତାନ? ପିସିବି ମୁଖ୍ୟଙ୍କ ଏହି ବୟାନରୁ ଆରମ୍ଭ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ(ଆମ ଟିଭି): ଆଜି ଆଇସିସି ୨୦୨୬ ଟି-୨୦ ବିଶ୍ୱକପ୍ ରୁ ବାଂଲାଦେଶ ଓହରିଯିବା ନେଇ ନିଶ୍ଚିତ କରିଛି। ବିଶ୍ୱକପ୍ ରେ ବାଂଲାଦେଶର ସ୍ଥାନରେ ସ୍କଟଲାଣ୍ଡ ଖେଳିବ। କ୍ରିକେଟ ଜଗତ ଏହି…

ହିନ୍ଦୁ ସଂଗଠନର ଦାବି: ତାଜମହଲରେ ପ୍ରଥମ ଥର ପାଇଁ ଉତ୍ତୋଳନ କଲେ ଜାତୀୟ ପତାକା

ନୂଆଦିଲ୍ଲୀ(ଆମ ଟିଭି): ଆଗ୍ରାରେ ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସରେ ତାଜମହଲ ପରିସର ମଧ୍ୟରେ ଜାତୀୟ ପତାକା ଉତ୍ତୋଳନ ଏବଂ ଜାତୀୟ ସଙ୍ଗୀତ ଗାନ କରାଯିବାର ଏକ ମାମଲା ସାମ୍ନାକୁ ଆସିଛି।…

ଖଣ୍ଡଗିରି ଯାତ୍ରା ପାଇଁ ପୋଲିସର ୧୪ ନିୟମ; ନୋଟିସ୍‌ ଜାରି କଲା କମିଶନରେଟ ପୋଲିସ୍‌

ଭୁବନେଶ୍ୱର (ଆମ ଟିଭି): ଖଣ୍ଡଗିରି ଯାତ୍ରା ପାଇଁ ଯାତ୍ରା କମିଟି ମାନଙ୍କୁ ନୋଟିସ୍‌ ଜାରି କଲା କମିଶନରେଟ ପୋଲିସ୍‌ । ଆଜିଠାରୁ ଆରମ୍ଭ ହୋଇଛି ଖଣ୍ଡଗିରି ଯାତ୍ରା। ଦୀର୍ଘ ୯ ଦିନ ବ୍ୟାପି…

୭୭ ତମ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣ

ଭୁବନେଶ୍ୱର (ଆମ ଟିଭି): ଗୌରବମୟ ୭୭ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ନିଜ ଅଭିଭାଷଣରେ…

କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ (ଆମ ଟିଭି): ଆଜି ଦେଶ ପାଳୁଛି ୭୭ତମ ଗଣତନ୍ତ୍ର ଦିବସ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀର କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି…

କମୁନି ବାଂଲାଦେଶୀଙ୍କ ଉତ୍ପାତ, ପୁଣି ହିନ୍ଦୁ ଯୁବକଙ୍କ ଉପରେ କଲେ ଆକ୍ରମଣ

ବାଂଲାଦେଶ (ଆମ ଟିଭି): ପୁଣି ଆଉ ଜଣେ ହିନ୍ଦୁଙ୍କ ଉପରେ ବାଂଲାଦେଶ ଆକ୍ରମଣ କରିଛି । ଏପରି ଘୃଣ୍ୟ ଅତ୍ୟାଚାର ନରସିଙ୍ଗଡି ଜିଲ୍ଲାରେ ଦେଖିବାକୁ ମିଳିଛି । ଜଣେ ୨୩ ବର୍ଷୀୟ ଯୁବକ ଏହି ଆକ୍ରମଣ…

ଅଭିଜିତ ମଜୁମଦାରଙ୍କ ବିୟୋଗରେ ନବୀନ ପଟ୍ଟନାୟକଙ୍କ ଶୋକ, କଲେ ଦିଗଙ୍ଗତ ଆତ୍ମାର ସଦଗତି କାମନା

ଭୁବନେଶ୍ୱର (ଆମ ଟିଭି): ଅଭିଜିତ ମଜୁମଦାରଙ୍କ ବିୟୋଗରେ ନବୀନ ପଟ୍ଟନାୟକଙ୍କ ଶୋକ । ଅଭିଜିତଙ୍କ ଦେହାନ୍ତ ଖବର ବିଷୟରେ ଜାଣି ମୁଁ ଦୁଃଖିତ ବୋଲି କହିଛନ୍ତି ନବୀନ। ‘ଓଡ଼ିଆ ସଙ୍ଗୀତ ଜଗତ…

ଆଗୁଆ ନୁହେଁ, ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ, ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା

ଭୁବନେଶ୍ୱର (ଆମ ଟିଭି): ଆଗୁଆ ନୁହେଁ, ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ । ୫ ବର୍ଷ କାର୍ଯ୍ୟକାଳ ସରିଲେ ହେବ ପଞ୍ଚାୟତ ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ…

ଅଭିଜିତ ମଜୁମଦାରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର (ଆମ ଟିଭି): ଅଭିଜିତ ମଜୁମଦାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତାଙ୍କ ବିୟୋଗ ସଙ୍ଗୀତ, ସିନେମା ଓ ସଂସ୍କୃତି ପାଇଁ ଅପୂରଣୀୟ କ୍ଷତି ବୋଲି…

ଅସୁସ୍ଥତା ଠାରୁ ହାରିଗଲେ, ଅକାଳରେ ଚାଲିଗଲେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର

ଭୁବନେଶ୍ୱର (ଆମ ଟିଭି): ସଂଗୀତ ଜଗତରୁ ହଜିଗଲା ଜଣେ ତାରକା । ଆଉ ନାହାନ୍ତି ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠ ଶିଳ୍ପୀ, ଆଲବମ ଜଗତର କିଙ୍ଗ କୁହା ଯାଉଥିବା ଅଭିଜିତ ମଜୁମଦାର ।…