ବିଧାନସଭାରେ ଉଠିଲା ରେଭେନ୍ସା ପ୍ରସଙ୍ଗ ଶୁନ୍ୟକାଳରେ ମୁହାଁମୁହିଁ ହେଲେ ଶାସକ ଓ ବିରୋଧୀ

ଭୁବନେଶ୍ୱର (ଆମ ଟିଭି): ବିଧାନସଭାରେ ଉଠିଲା ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ ଶୁନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ବିଜେଡି ବିଧାୟକ ବ୍ୟୋମକେଶ…

ନୂଆ ଇନିଂସ ଆରମ୍ଭ କଲେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା

ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିକଟ ଅତିତରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରୁ ସନ୍ୟାସ ଘୋଷଣା କରିଥିଲେ। ଏବେ ସେ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଏହି କ୍ରିକେଟର

ୟୁନୁସଙ୍କ ଚେତାବନୀ: ‘ମୁହଁରେ ତାଲା ଲଗାଇ ବସନ୍ତୁ ଶେଖ ହସିନା’

ଗତ ଅଗଷ୍ଟ ୫ ତାରିଖରେ ବାଂଲାଦେଶରେ ସରକାର ବଦଳିବା ପରଠାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତରେ ଅଛନ୍ତି। ବାଂଲାଦେଶରେ ସରକାର ବିରୋଧୀ ହିଂସା ଉଗ୍ରରୂପ ନେବା ପରେ ହସିନାଙ୍କୁ…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

ପ୍ରତି ପଞ୍ଚାୟତରେ ହେବ ମଡେଲ ପ୍ରାଥମିକ ବିଦ୍ୟାଳୟ। ଏନେଇ ଏକ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି। ପ୍ରାଥମିକ ସ୍କୁଲକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାର ଏହି…

ସମ୍ପତ୍ତି ବିକି ନିବେଶକଙ୍କୁ ଟଙ୍କା ଫେରାଅ: ସାହାରା ଗ୍ରୁପକୁ ସୁପ୍ରିମକୋର୍ଟ କଡ଼ା ତାଗିଦ

ନୂଆଦିଲ୍ଲୀ (ଆମ ଟିଭି): ନିବେଶକଙ୍କ ଟଙ୍କା ଫେରସ୍ତରେ ବିଳମ୍ବ ହେତୁ ସାହାରା ଗ୍ରୁପକୁ ସୁପ୍ରିମକୋର୍ଟ କଡ଼ା ତାଗିଦ କରିଛନ୍ତି। ଗ୍ରୁପ ଏହାର ସମ୍ପତ୍ତି ବିକ୍ରୟ କରି ନିବେଶକଙ୍କୁ ସେମାନଙ୍କ…

ନବମ-ଏକାଦଶ ଛାତ୍ରଛାତ୍ରୀଙ୍କୁ ମିଳିବ ୫ ହଜାର ହାତଖର୍ଚ୍ଚ: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ବର (ଆମ ଟିଭି): ଅଧାରୁ ପାଠ ଛାଡୁଥିବା ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ନୂଆ ଯୋଜନା ପ୍ରସ୍ତୁତ…

ବିଧାନସଭାରେ ରେଭେନ୍‌ସା ଝଡ଼: ଶୂନ୍ୟକାଳରେ ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ବର (ଆମ ଟିଭି): ରେଭେନ୍‌ସା ବିଶ୍ବବିଦ୍ୟାଳୟର ନାମ ପରିର୍ତ୍ତନକୁ ନେଇ ଗୁରୁବାର ବିଧାନସଭାରେ ହଟ୍ଟଗୋଳ ସୃଷ୍ଟି ହୋଇଛି। ଶୂନ୍ୟକାଳରେ ଶାସକ ଏବଂ ବିରୋଧୀ ଏହି ପ୍ରସଙ୍ଗରେ…

ମୁଁ ସବୁ ଅଫିସରେ ପଶିବି: ବିଧାୟିକା ସୋଫିଆ ଫିର୍ଦୋସ

କଟକ (ଆମ ଟିଭି): କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ବୁଧବାର ବିଧାନସଭା ଅଧିବେଶନ ସରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ସାଧାରଣ…

କେଉଁ କିକେଟରଙ୍କ ରୋଜଗାର କେତେ ? ସେମାନେ କେତେ ଆୟକର ଦିଅନ୍ତି ? ଜାଣନ୍ତୁ…

ନୂଆଦିଲ୍ଲୀ (ଆମ ଟିଭି ): କେଉଁ କିକେଟରଙ୍କ ରୋଜଗାର କେତେ ? ସେମାନେ କେତେ ଆୟକର ଦିଅନ୍ତି ? ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପ୍ରଶଂସକମାନଙ୍କ ମଧ୍ୟରେ ସବୁବେଳେ ଆଗ୍ରହ ରହିଥାଏ।…

ମା’ମାନଙ୍କ ବିଶ୍ୱାସ ସହ ଖେଳୁଛି ବିଜେପି: ନବୀନ

ଭୁବନେଶ୍ୱର (ଆମ ଟିଭି): ମିଛ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଛି। ବିଜେପିର ସବୁଠାରୁ ବଡ଼ ପରିଚୟ ହେଉଛି ମିଛ। ‌ଏବେ ସମୟ ଆସିଛି ବିଜେପିର ମିଛ ରହସ୍ୟ ଖୋଲିବାକୁ ପଡ଼ିବ। ଶଙ୍ଖ…