ସମ୍ବଲପୁରବାସୀଙ୍କୁ କ୍ଷମା ମାଗିଲେ ଧର୍ମେନ୍ଦ୍ର: ଜାଣନ୍ତୁ କାହିଁକି?

ଭୁବନେଶ୍ୱର (ଆମ ଟିଭି): ସମ୍ବଲପୁର ଲୋକ ସଭା ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଏକ ଭିଡିଓ ଜାରିକରି ସମ୍ବଲପୁରୀ ଭାଷାରେ ଶୀତଳଷଷ୍ଠୀର ଶୁଭେଚ୍ଛା ଜଣାଇଛନ୍ତି। ସେ…

ଆଜି ରାଏବରେଲି ଯିବେ ରାହୁଲ ଗାନ୍ଧୀ; ରାହୁଲଙ୍କ ଗସ୍ତକୁ ନେଇ ରାଏବରେଲିରେ ବ୍ୟାପକ ପ୍ରସ୍ତୁତି

ନୂଆଦିଲ୍ଲୀ (ଆମ ଟିଭି): ଲୋକସଭା ନିର୍ବାଚନରେ ଉତରପ୍ରଦେଶର ରାଏବରେଲି ଓ ଆମେଠିରୁ ବିପୁଳ ଭୋଟରେ ବିଜୟୀ ପରେ କଂଗ୍ରେସ କର୍ମୀଙ୍କ ସହ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଭଦ୍ରା ଉତ୍ସାହିତ…

ଆହୁରି ୫ ଦିନ ଯାଏଁ ଭୀଷଣ ଖରା; ପଶ୍ଚିମରେ ଅସମ୍ଭାଳ ତାତି ସାଙ୍ଗକୁ ଉପକୂଳରେ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର (ଆମ ଟିଭି): ଆସିଲା ମୌସୁମୀ, ହେଲେ ଆଗକୁ ବଢୁନି । ଅନୁକୂଳ ବାତାବରଣ ନଥିବାରୁ ଆଗକୁ ବଢିପାରୁନି ମୌସୁମୀ । ଫଳରେ ରାଜ୍ୟରେ ଆହୁରି ତିନରୁ ଚାରି ଦିନ ଗ୍ରୀଷ୍ମ ପ୍ରବାହ ଲାଗି…

ବିଭାଗ ମିଳିବା ପରେ କାର୍ଯ୍ୟ ଆରମ୍ଭ କଲେ ଅଶ୍ୱିନୀ ବୈଷ୍ଣବ ଓ ଏସ୍. ଜୟଶଙ୍କର; ମନ୍ତ୍ରାଳୟରେ ପହଞ୍ଚି ନେଲେ ଦାୟିତ୍ୱ

ନୂଆଦିଲ୍ଲୀ (ଆମ ଟିଭି): ବିଭାଗ ମିଳିବା ପରେ ଦାୟିତ୍ୱ ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ ମନ୍ତ୍ରାଳୟରେ ପହଁଚି କାର୍ଯ୍ୟଭାର ନେଇଛନ୍ତି । ରେଳ ମନ୍ତ୍ରାଳୟରେ…

ନିର୍ବାଚନ ସରିବା ପରେ ବଢିଲା ବଜାର ଦର; ପରିବା ଦର ଆକାଶ ଛୁଆଁ

ଭୁବନେଶ୍ୱର (ଆମ ଟିଭି): ନିର୍ବାଚନ ସରିବା ପରେ ବଢିଲାଣି ବଜାର ଦର । ବିଶେଷ କରି ପରିବା ଦର ଆକାଶ ଛୁଆଁ ହୋଇଛି । ଅଧିକାଂଶ ପରିବାର ରେଟ୍ ୮୦ ଟଙ୍କା ଉପରେ । କଟକ ଛତ୍ରବଜାର ପରିବା…

ମାଲୱିର ଉପରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ବିମାନ ନିଖୋଜ

ନୂଆଦିଲ୍ଲୀ (ଆମ ଟିଭି): ଦକ୍ଷିଣ ପୂର୍ବ ଆଫ୍ରିକାର ମାଲୱିର ଉପରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ବିମାନ ନିଖୋଜ । ଉପରାଷ୍ଟ୍ରପତି ସୋଲସ କ୍ଲାସ ଚିଲିମାଙ୍କୁ ନେଇ ଯାଉଥିବା ଏୟାରକ୍ରାଫ୍ଟ ନିଖୋଜ…

ଆସନ୍ତା ଜୁନ୍ ୧୩ ତାରିଖରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ

ଭୁବନେଶ୍ୱର (ଆମ ଟିଭି): ଆସନ୍ତା ଜୁନ୍ ୧୩ ତାରିଖରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ । ରାଜ୍ୟରେ ବିଜେପି ସରକାର ଗଠନ ପରେ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ ।…

ଓଡ଼ିଶାର ୩ ମନ୍ତ୍ରୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ବିଭାଗ  

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି। ଓଡ଼ିଶାର ୩ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ସୂଚନା ଓ ପ୍ରସାରଣ ଏବଂ ଧମେନ୍ଦ୍ର…

ନଡ୍ଡାଙ୍କୁ ମିଳିଲା ବଡ଼ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି। ନୀତିନ ଗଡ଼କରୀଙ୍କୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ମିଳିଥିବା ବେଳେ ରାଜନାଥ ସିଂଙ୍କୁ ପ୍ରତିରକ୍ଷା, ଅମିତ…

ଖୋଲିବ ଶ୍ରୀମନ୍ଦିର ୪ ଦ୍ବାର: ସ୍ଥିତି ସମୀକ୍ଷା କଲେ ପ୍ରଶାସନ

ଓଡ଼ିଶାରେ ଭାଜପା ସରକାର ଆସିଲେ ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲାଯିବ ବୋଲି ଦଳର ତୁଙ୍ଗ ନେତାମାନେ ର୍ନିବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲେ। ସମ୍ପ୍ରତି ରାଜ୍ୟରେ…