ଅଶ୍ଳୀଳ ଭିଡିଓ ଭାଇରାଲ ସସପେଣ୍ଡ ହେଲେ କର୍ଣ୍ଣାଟକ ଡିଜିପି ରାମଚନ୍ଦ୍ର ରାଓ, ଝିଅ ରାନ୍ୟା ରାଓ ସ୍ମଗଲିଂରେ କେସରେ…

କର୍ଣ୍ଣାଟକ(ଆମ ଟିଭି): କର୍ଣ୍ଣାଟକ ଡିଜିପି ତଥା ବରିଷ୍ଠ ଆଇପିଏସ ଅଧିକାରୀ ରାମଚନ୍ଦ୍ର ରାଓଙ୍କୁ ସସପେଣ୍ଡ କରାଯାଇଛି । ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଭାଇରଲ ହେବା ପରେ ତାଙ୍କ ଉପରେ…

ବିଜେପିର ନୂତନ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ କିଏ, ଜାଣନ୍ତୁ ସେ କିପରି ହେଲେ ସଂଗଠନର ଶ୍ରେଷ୍ଠ ପସନ୍ଦ?

ନୂଆଦିଲ୍ଲୀ(ଆମ ଟିଭି): ବରିଷ୍ଠ ଭାରତୀୟ ଜନତା ପାର୍ଟି ନେତା ନୀତିନ ନବୀନଙ୍କୁ ଆଜି ଦଳର ନୂତନ ରାଷ୍ଟ୍ରୀୟ ସଭାପତି ନିଯୁକ୍ତ କରାଯାଇଛି। ସେ ଏହି ଉଚ୍ଚ ପଦବୀରେ ଜଗତ ପ୍ରକାଶ ନଡ୍ଡାଙ୍କ…

ତାମିଲନାଡୁ ବିଧାନସଭାରେ ଜାତୀୟ ସଙ୍ଗୀତକୁ ଅସମ୍ମାନ?: ଅଭିଭାଷଣ ପାଇଁ ମନା କଲେ ରାଜ୍ୟପାଳ

ନୂଆଦିଲ୍ଲୀ (ଆମ ଟିଭି): ତାମିଲନାଡୁ ରାଜ୍ୟପାଳ ଆର.ଏନ. ରବି ପୁଣି ଥରେ ବିଧାନସଭାରେ ତାଙ୍କ ଭାଷଣ ପଢିବାକୁ ମନା କରିଛନ୍ତି ଏବଂ ଗୃହକୁ ସମ୍ବୋଧିତ ନକରି ଚାଲିଯାଇଛନ୍ତି। ଗୃହ କାର୍ଯ୍ୟ…

ଆଜିଠୁ ଆରମ୍ଭ ହେଲା ଚିଲିକାରେ ଡଲଫିନ ଗଣନା

ଭୁବନେଶ୍ଵର (ଆମ ଟିଭି): ଚିଲିକାରେ ଆରମ୍ଭ ହେଲା ଡଲଫିନ ଗଣନା । ଆଜିଠୁ ତିନିଦିନ ଧରି ଚାଲିବ ଗଣନା । ବାଇନାକୁଲାର, କ୍ୟାମେରା ବ୍ୟବହାର କରାଯାଇ ଡଲଫିନ ଗଣନା ଜାରି ରହିଛି । ଏଥିରେ ଚିଲିକା…

ରାଜ୍ୟ ସରକାର ୮୦୦ ଅବସରପ୍ରାପ୍ତ ପୁଲିସଙ୍କୁ ମିଳିବ ପୁନଃନିଯୁକ୍ତି

ଭୁବନେଶ୍ଵର (ଆମ ଟିଭି): ୮୦୦ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ମିଳିବ ପୁନଃନିଯୁକ୍ତି। ଅବସରପ୍ରାପ୍ତ ଏଏସଆଇ, ଏସଆଇ, ଇନ୍ସପେକ୍ଟର ପାହ୍ୟାର ଅଧିକାରୀଙ୍କୁ ମିଳିବ ନିଯୁକ୍ତି।…

ଆଜି ବନ୍ଦ ରହିବ ଭୁବନେଶ୍ୱର ୧ ନଂ ହାଟ

ଭୁବନେଶ୍ଵର (ଆମ ଟିଭି): ଆଜି ବନ୍ଦ ରହିବ ଭୁବନେଶ୍ୱର ୧ ନଂ ହାଟ । ସଫେଇ କାମ ପାଇଁ ବନ୍ଦ ରହିବ ୟୁନିଟ୍-୧ ହାଟ । ହାଟ ଭିତର ଓ ବାହର ଦୋକାନ ବନ୍ଦ ରଖିବାକୁ BMC ର ନିର୍ଦ୍ଦେଶ । ଯଦି…

ଓଡିଆ ଚଳଚ୍ଚିତ୍ର “ପରୀ”ର ଅଡିଓ ଲୋକାର୍ପିତ, ଜାନୁୟାରୀ ୩୦ରେ ବଡ଼ ପରଦାରେ ଶୁଭମୁକ୍ତି

ଭୁବନେଶ୍ଵର (ଆମ ଟିଭି): ଆସନ୍ତା ୩୦ ଜାନୁଆରୀରେ ନୂଆ ଓଡିଆ ଚଳଚ୍ଚିତ୍ର "ପରୀ" ବଡ଼ ପରଦାରେ ମୁକ୍ତିଲାଭ କରିବ l ସେହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ପ୍ରେସ୍ କ୍ଲବଠାରେ ପରୀ ଟିମ୍…

ମୁଦ୍ରାମୋକ୍ଷ ମୁମ୍ବାଇର ଓଡ଼ିଶା ଭବନରେ ଓଡ଼ିଆ ସଂସ୍କୃତି, ସୃଜନଶୀଳତା ଏବଂ ସମ୍ପ୍ରଦାୟକୁ ପାଳନ କରୁଛି

ମୁମ୍ବାଇ | ଜାନୁଆରୀ ୧୮, ୨୦୨୬: ଖ୍ବାହିଶ - ଦି ୱିଶ୍ ଦ୍ୱାରା ପରିବେଷିତ ଏକ ଦିନିକିଆ ସାଂସ୍କୃତିକ ସଙ୍ଗମ, ଜାନୁଆରୀ ୧୮, ୨୦୨୬ରେ ସ୍ୱାଭିମାନୀ ଓଡ଼ିଆ ମହିଳା ବିଶ୍ୱ ଏବଂ କାଞ୍ଚନହାଡି…

ଓଡିଶାରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତ ସ୍ତରୀୟ ବଡି ବିଲଡିଂ ପ୍ରତିଯୋଗିତା

ଭୁବନେଶ୍ୱର (ଆମ ଟିଭି): ବଡ଼ି ବିଲଡିଂକୁ ନେଇ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ଅନେକ ଆଗରେ ଥିବା ବେଳେ ଟ୍ରାନ୍ସଫର୍ମିୟମ କ୍ଲାସିକ୍ସ ଅନୁଷ୍ଠାନ ତରଫରୁ ଏକ ସର୍ବ ଭାରତୀୟ ସ୍ତରୀୟ ବଡି ବିଲଡିଂ…

ଲଦାଖରେ ୫.୭ ତୀବ୍ରତାର ଭୂକମ୍ପ ଝଟକା, ସରକାର ଜାରି କଲେ ଆଡଭାଇଜରୀ

ନୂଆଦିଲ୍ଲୀ (ଆମ ଟିଭି): ଲେହ ଲଦାଖରେ ଭୂକମ୍ପ ଝଟକା ଅନୁଭୂତ । ୫.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଝଟକା ଲାଗିଛି । ସକାଳ ୧୧ଟା ୫୧ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ଝଟକା ପରେ…