ଏବେ ଅପେକ୍ଷା ଶପଥ ଗ୍ରହଣକୁ । କିଏ କେତେବେଳେ ନେବେ ଶପଥ । ଆଜି ହେବ ଏନଡିଏ ଓ ଇଣ୍ଡିଆ ମେଣ୍ଟର ବୈଠକ ।

ବହୁ ପ୍ରତିକ୍ଷୀତ ଜୁନ ୪ର ଜନାଦେଶ ଆସି ସାରିଛି । ଏବେ ଅପେକ୍ଷା କିଏ କେତେବେଳେ ଶପଥ ଗ୍ରହଣ କରିବେ । ଆଜି ଏହା ଉପରେ ସାରା ଦେଶର ନଜର ରହିଛି । ଏନେଇ ଉଭୟ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟବୈଠକ…

କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ: ଆରମ୍ଭ ହେଲା କସରତ

ଓଡ଼ିଶାରେ ୩ ପ୍ରମୁଖ ଦଳର ରାଜ୍ୟ ସଭାପତି ଯଥାକ୍ରମେ ଚାନ୍ଦବାଲିରୁ ନିର୍ବାଚନ ଲଢ଼ୁଥିବା ଭାଜପାର ବିଧାନସଭା ପ୍ରାର୍ଥୀ ମନମୋହନ ସାମଲ, କଣ୍ଟାବାଞ୍ଜିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜୁ…

ଭୁଟାନ-ଶ୍ରୀଲଙ୍କା ସମେତ ବିଶ୍ୱର ଅନେକ ନେତା ମୋଦିଙ୍କୁ ଜଣାଉଛନ୍ତି ଶୁଭେଚ୍ଛା, ଇଟାଲୀ ପ୍ରଧାନମନ୍ତ୍ରୀ କହିଲେ…

ପଡୋଶୀ ଦେଶର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକ ସଭା ନିର୍ବାଚନରେ ଐତିହାସିକ ତୃତୀୟ ଥର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ମରିସସ ପ୍ରଧାନମନ୍ତ୍ରୀ ପ୍ରବୀଣ ଯୁଗନାଥ…

ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ: ହାରିଗଲେ ସ୍ତ୍ରୀ,ସ୍ବାମୀ

ମୟୂରଭଞ୍ଜ ଜିଲା ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଏମ୍‌ପି ଆସନ ସମେତ ସମସ୍ତ ୯ଟି ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀଙ୍କୁ ହରାଇ ଭାଜପା ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି।…

ମୁଖ୍ୟମନ୍ତ୍ରୀ ନବୀନ ଦେବେ ଇସ୍ତଫା, ଦିନ ୧୧ଟା ୩୫ରେ ଯିବେ ରାଜଭବନ

ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଭାଜପା ଏକାକୀ ୭୮ ଆସନ…

ଗୋଟିଏ ବିମାନରେ ଦିଲ୍ଲୀ ଯାତ୍ରା କରିବେ ନୀତୀଶ-ତେଜସ୍ବୀ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର (୫ ଜୁନ) ରେ ଦିଲ୍ଲୀ ଯିବେ। ଦିଲ୍ଲୀରେ ଏନଡିଏ ବୈଠକ ଅନୁଷ୍ଠିତ ହେବ। ସେ ଏଥିରେ ଭାଗ ନେବେ। ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ମଧ୍ୟ ସେହି…

୨ ପୁଅ ହାରିବା ପରେ ମୁଁ ଖୋଲିଲେ ସୁର ରାଉତରାୟ: କହିଲେ ଏମିତି କଥା  

ଭୁବନେଶ୍ୱର,୫।୬: ସାଧାରଣ ନିର୍ବାଚନ ୨୦୨୪ରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ତାଙ୍କୁ ୨ ପୁଅ ସିଦ୍ଧାର୍ଥ ଏବଂ ମନ୍ମଥ ରାଉତରାୟ ନିର୍ବାଚନରେ…

ଘସିପୁରାରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ

ଭୁବନେଶ୍ୱର (ଆମ ଟିଭି): ଆସୁଛି ଟ୍ରେଣ୍ଡ, ବଦଳୁଛି ଅଙ୍କ । ଟ୍ରେଣ୍ଡ କାହାକୁ ଟେନସନ ଦେଉଥିବା ବେଳେ କାହା ମନରେ ଖୁସି ଭରିଛି । ବର୍ତ୍ତମାନ ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁଯାୟୀ ବିଜେପି-୪୭…

ମଣ୍ଡିରେ କଙ୍ଗନା ଆଗୁଆ, ଆମେଠିରେ ସ୍ମତି ଇରାନୀ ପଛୁଆ; ବାରାଣସୀରେ ମୋଦୀ, ରାଏବରେଲିରେ ରାହୁଲ ଗାନ୍ଧୀ ଆଗୁଆ

ନୂଆଦିଲ୍ଲୀ (ଆମ ଟିଭି): ସାରା ଦେଶର ନଜର ଆଜି ଭୋଟ ଗଣତି ଉପରେ ଏବେଯାଏଁ ମିଳିଥିବା ସୂଚନା ଅନୁସାରେ, ହିମାଚଳପ୍ରଦେଶ ମଣ୍ଡିରେ ୩୦ ହଜାର ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ କଙ୍ଗନା…

ଓଡ଼ିଶା ବିଧାନସଭା ଫଳାଫଳ: ବିଜେପି ଆଗରେ ପଛରେ ବିଜେଡି

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶା ବିଧାନସଭା ଆସନରେ କାଉଣ୍ଟିଂ ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ଆଗରେ ରହିଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ଆସନରେ ବିଜେପି-୫୬,…