ଦିଲ୍ଲୀ ଓ ନୋଏଡାର ଅନେକ ସ୍କୁଲରେ ବୋମା ଆତଙ୍କ

ଦିଲ୍ଲୀ ଓ ନୋଏଡାର ଅନେକ ସ୍କୁଲରେ ବୋମା ଆତଙ୍କ । ବୋମାମାଡ଼ କରି ଉଡାଇ ଦେବାକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ ଓ ଫୋନ୍ କଲ ଆସିଛି । ଡିଏଭି ସାଉଥ ୱେଷ୍ଟ, ଦ୍ୱାରକା ଡିପିଏସ୍, ମୟୂର ବିହାରରେ…

ମଣିପୁର ପୋଲିସଙ୍କୁ ନେଇ ଆସିଲା ବଡ ତଥ୍ୟ

ବର୍ଷେ ତଳେ ଦୁଇ ଅସହାୟ ମହିଳାଙ୍କ ଗୁହାରି ଶୁଣି ନ ଥିଲା ପୁଲିସ୍‌। ଜୀବନ ରକ୍ଷା ପାଇଁ ସେମାନେ ନେହୁରା ହୋଇଥିବା ବେଳେ ପୁଲିସ୍ ତାହାକୁ ପାଦରେ ଏଡ଼ାଇ ଦେଇଥିଲା। ଅସହାୟ ମହିଳାଙ୍କୁ ସାହାଯ୍ୟ…

ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦର

ସାରା ଦେଶରେ ଚାଲିଥିବା ଲୋକ ସଭା ନିର୍ବାଚନ ମଧ୍ୟରେ ସାଧାରଣ ଲୋକଙ୍କୁ ପୁନର୍ବାର ଆରାମ ମିଳିଛି। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ ଦ୍ୱାରା ଲଗାତାର ଦ୍ୱିତୀୟ ଥର ପାଇଁ…

ରାଏବରେଲିରୁ ନିର୍ବାଚନ ଲଢ଼ିବେ ପ୍ରିୟଙ୍କା !

୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆମେଠି ଏବଂ ରାଏବରେଲିରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ଏହି ତାଲିକା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ…

ଡହ ଡହ ତାତିରେ ଫୁଟୁଛି ସାରା ରାଜ୍ୟ; ଭୁବନେଶ୍ୱରରେ ତାତି ଟପିଲା ୪୫ ଡିଗ୍ରୀ

ଭୁବନେଶ୍ୱର (ଆମ ଟିଭି): ଡହ ଡହ ତାତିରେ ଫୁଟୁଛି ସାରା ରାଜ୍ୟ । ଦିନ ସାଢେ ୨ଟା ସୁଦ୍ଧା ବାଲେଶ୍ୱରରେ ୪୬ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୪୫.୪ଡିଗ୍ରୀ…

ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ

ନୂଆଦିଲ୍ଲୀ (ଆମ ଟିଭି)  ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ତେବେ ଦୀର୍ଘ ସମୟର ଚର୍ଚ୍ଚା ଆଲୋଚନା…

ବିଜେଡି ଛାଡିଲେ କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ

ଭୁବନେଶ୍ୱର (ଆମ ଟିଭି) ବିଧିବଦ୍ଧ ଭାବେ ବିଜେଡି ଛାଡ଼ିଲେ କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ । ବିଜେଡି ଛାଡ଼ିବା ପରେ ଏବେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି…

ଆମ୍ ଆଦମୀ ପାର୍ଟିକୁ ବଡ ଝଟକା; ଦ୍ୱିତୀୟଥର ପାଇଁ ସିଶୋଦିଆଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ (ଆମ ଟିଭି): ନିର୍ବାଚନ ଭିତରେ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା ଲାଗିଛି । ଦଳର ବରିଷ୍ଠ ନେତା ତାଥା ଦିଲ୍ଲୀ ସରକାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆଙ୍କ ଜାମିନ…

ଦୁଇ ଭାଗରେ ବାଣ୍ଟି ହେଇଯାଇଛି ମୁମ୍ବାଇ ଇଣ୍ଡିଆନ୍ସ; ବଡ ଖୁଲାସା କଲେ ବିଶ୍ୱକପ୍ ବିଜୟୀ ଅଧିନାୟକ ।

ନୂଆଦିଲ୍ଲୀ (ଆମ ଟିଭି ): ମୁମ୍ବାଇ ଇଣ୍ଡିଆନ୍ସ ଟିମକୁ ନେଇ ଆସିଲା ବଡ ଖବର । ବିଶ୍ୱକପ୍ ବିଜେତା ଖେଳାଳି ଆଇପିଏଲ୍ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ୍କୁ ନେଇ ଦେଇଛନ୍ତି ବଡ ଅପଡେଟ୍ । ତାଙ୍କ…

ପୋଲିସ ଏନକାଉଣ୍ଟରରେ ଟଳିଲେ ୭ ନକ୍ସଲ

ନୂଆଦିଲ୍ଲୀ: ଛତିଶଗଡର ନାରାୟଣପୁର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଚାଲିଥିବା ଏନକାଉଣ୍ଟରରେ ଦୁଇଜଣ ମହିଳା ସଦସ୍ୟଙ୍କ ସମେତ ଅତି କମରେ୭ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ…