ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ଆଉ ଏକ ଜାହାଜକୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ(ଆମ ଟିଭି): ଆରବ ସାଗର, ଆଦନ ଉପସାଗର ଓ ଲୋହିତ ସାଗରର କୁଖ୍ୟାତ ସେମାଲିଆ ଜଳଦସ୍ୟୁଙ୍କ କବଳରୁ ଭାରତୀୟ ନୌସେନା ଆଜି ଆଉ ଏକ ଜାହାଜକୁ ଉଦ୍ଧାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ…

ମହିଳା କଂଗ୍ରେସ ସଭାପତି ଭାବେ ନିଯୁକ୍ତି ହେଲେ ମିନାକ୍ଷୀ ବାହିନୀପତି

ଭୁବନେଶ୍ୱର(ଆମ ଟିଭି): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସର ସାଂଗଠନିକ ପରିବର୍ତନ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଗସ୍ତର ଗୋଟିଏ ଦିନ ପରେ ବଦଳିଛନ୍ତି ମହିଳା…

ଫେବୃଆରୀ ୬ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର(ଆମ ଟିଭି): ଆସନ୍ତା ଫେବ୍ରୁଆରୀ ୬ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଂଚିବେ ରାହୁଲ ଗାନ୍ଧୀ । ୬ ତାରିଖ ସଂଧ୍ୟାରେ ଭାରତ ଯୋଡ଼…

ହେମନ୍ତ ସୋରେନଙ୍କ ଘରେ ପହଞ୍ଚିଲେ ଇଡି ଅଧିକାରୀ

ନୂଆଦିଳ୍ଲୀ(ଆମ ଟିଭି): ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପହଞ୍ଚିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ । ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀ ବାସଭବନରେ ଇଡି ଟିମ୍ ପହଞ୍ଚିଛି ।…

ଅରବିନ୍ଦ କେଜ୍ରିୱାଲଙ୍କୁ ୫ମ ଥର ପାଇଁ ସମନ କଲା ଇଡି

ନୂଆଦିଲ୍ଲୀ(ଆମ ଟିଭି): ମଦ ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପୁଣି ଥରେ ସମନ ଜାରି କରିଛି । ଇଡି କେଜ୍ରିଓ୍ବାଲଙ୍କୁ ପଚରାଉଚରା…

ବଜେଟ୍ ଅଧିବେଶ ଆରମ୍ଭ: ରାଷ୍ଟ୍ରପତିଙ୍କ ମୁହଁରେ ଗୋପବନ୍ଧୁଙ୍କ ପଂକ୍ତି

ନୂଆଦିଲ୍ଲୀ(ଆମ ଟିଭି): ବୁଧବାର ଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧନ କରିଛନ୍ତି । ଅଧିବେଶନରେ କେନ୍ଦ୍ର…

ଆଜି ୩ ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍

ଭୁବନେଶ୍ୱର(ଆମ ଟିଭି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଉ ୩ଜିଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିଛନ୍ତି । ଦେବଗଡ, ଢେଙ୍କାନାଳ ଓ ଅନୁଗୋଳ ଜିଲାରେ…

ଜୟନାରାୟଣଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ଭୁବନେଶ୍ୱର(ଆମ ଟିଭି): ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସାମୟିକ ଆଶ୍ୱସ୍ତି । ସୁପ୍ରିମକୋର୍ଟରୁ ସାମୟିକ ଆଶ୍ୱସ୍ତି ପାଇଛନ୍ତି ଜୟନାରାୟଣ । ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି…

ବିଦେଶରେ ପ୍ରଥମ ଓଡିଆ ଫିଲ୍ମ ଭାବରେ ‘ପ୍ରଥା’ ଆରମ୍ଭ କଲା ବ୍ୟବସାୟ   

ଭୁବନେଶ୍ଵର: ପ୍ରଥମ ଓଡ଼ିଆ ସିନେମା 'ପ୍ରଥା', ଜାନୁଆରୀ ୨୮ ତାରିଖ ଦିନ ୨:୩୦ ରେ ଆମେରିକା ର କନେକଟୀକଟ ରାଜ୍ୟ ର ହାର୍ଟଫୋର୍ଡ଼ ସହର ର ଆପେଲ ସିନେମା ରେ ପ୍ରଦର୍ଶିତ ହୋଇ ବ୍ଯବସାୟିକ ସଫଳତା…

ଇମ୍ରାନ୍ ଖାନଙ୍କୁ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ: ପୁଣି ବଢିଲା ଇମ୍ରାନ୍ ଖାନଙ୍କ ଅଡ଼ୁଆ । ପାକିସ୍ତାନର ସ୍ବତନ୍ତ୍ର ଅଦାଲତ ପୂର୍ବତନ ପ୍ରଧାନନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଇମ୍ରାନ ଖାନଙ୍କ ସହ…