ବିଜେଡିରେ ସାମିଲ ହେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ
ଭୁବନେଶ୍ୱର (ଆମ ଟିଭି): ବିଜେଡିରେ ସାମିଲ ହେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ବିଜେପିରୁ ଇସ୍ତଫା ଦେବା ସହ ବିଜେଡିକୁ ଘରବାହୁଡା କରିଛନ୍ତି ସୁକାନ୍ତ । ହଜାର ହଜାର ସମର୍ଥକଙ୍କ ଗହଣରେ…
Recover your password.
A password will be e-mailed to you.