ମୋଦିଙ୍କୁ ଚିଠି ଲେଖିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ଘୋଷଣା ହେବ ନିର୍ବାଚନ ଫଳାଫଳ। ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ସେ ଚିଠି ମାଧ୍ୟମରେ ମହାଦେବ…

ସଞ୍ଜୟ ସିଂହଙ୍କୁ ପୁଣି ଝଟକା

ବଢ଼ିଲା ଆପ୍‌ ନେତା ସଞ୍ଜୟ ସିଂହଙ୍କ ଅଡୁଆ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଚାର୍ଜଶିଟ୍‌ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସଞ୍ଜୟ ସିଂହଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଇଡି…

ନୂଆ ରୂପ ପାଇବ ରାଜଧାନୀ ଭୁବନେଶ୍ବରର ସବୁ ଶ୍ମଶାନ

ଭୁବନେଶ୍ବର (ଆମ ଟିଭି): ନୂଆ ରୂପ ପାଇବ ଶ୍ମଶାନ ।ରାଜଧାନୀ ଭୁବନେଶ୍ବରରେ ବଦଳିବ ଶ୍ମଶାନର ରୂପରେଖ । ରୂପାନ୍ତରଣ ହେବ ସବୁ ଶ୍ମଶାନ। ଏହି କ୍ରମରେ ସତ୍ୟନଗର ଶ୍ମଶାନର ଚିତ୍ର ବଦଳିବ ।…

ଆଜି ନିଜ ଘରକୁ ଫେରିବେ ଉଦ୍ଧାର ଶ୍ରମିକ

ଭୁବନେଶ୍ଵର (ଆମ ଟିଭି): ଖୁସି ରେ ଗାଁ ରେ ପ୍ରବଳ ଉତ୍ସାହ। କାରଣ ଆଜି ନିଜ ଘରକୁ ଫେରିବେ ଉତରକାଶୀ ସୁଡ଼ଙ୍ଗରୁ ଉଦ୍ଧାର ହୋଇଥବା ୪ ଓଡ଼ିଆ ଶ୍ରମିକ । ସେମାନେ ଶୁକ୍ରବାର ଠାରୁ ଓଡ଼ିଶା ଫେରିଥିବା…

ଆସନ୍ତାକାଲି ସୃଷ୍ଟି ହେବ ବାତ୍ୟା: ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (ଆମ ଟିଭି): ବଙ୍ଗୋପସାଗରରେ ଅବପାତର ରୂପ ନେଲା ଲଘୁଚାପ । ଆସନ୍ତାକାଲି ଏହା ବାତ୍ୟାରେ ପରିଣତ ହେବ । ଏହା ଉତର ପଶ୍ଚିମ ଦିଗରେ ଗତି କରି ୪ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ…

ପିଟିଆଇର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଇମ୍ରାନ ଖାନ

ଇସଲାମାବାଦ (ଆମ ଟିଭି): ପାକିସ୍ତାନ ରୁ ଏକ ବଡ଼ ଖବର ଆସି ପହଞ୍ଚିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପାକିସ୍ତାନ ତେହରିକ୍-ଇ-ଇନସାଫ୍ (ପିଟିଆଇ)ର ଅଧ୍ୟକ୍ଷ ପଦରୁ…

ଲେଖକ ହେବାକୁ ଇଛା ଥିଲା,ରାହୁଲ

କନ୍ନୁର :କଂଗ୍ରେସ ଏମପି ରାହୁଲ ଗାନ୍ଧୀ କେରଳର କନ୍ନୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ମନକଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୁଁ ଲେଖକ ହେବାକୁ ଚାହୁଁଥିଲି। ସବୁବେଳେ ସତ…

କଞ୍ଚା ଲଙ୍କା ସିନେମା ହଲ୍: ରିଲିଜ ହେଲା ନୂଆ ସମ୍ବଲପୁରୀ ଚଳଚ୍ଚିତ୍ର “ଲାରେଲାପା”

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାର ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ‘କଞ୍ଚା ଲଙ୍କା’ ପାରମ୍ପରିକ ସିନେମା ହଲ୍ ରୁ ଆଉ ପାଦେ ଆଗେଇ ନିଜର ନୂଆ ଟି.ଭି.ଓ.ଡି. ସର୍ଭିସ୍ ‘କଞ୍ଚା ଲଙ୍କା ସିନେମା ହଲ୍’…

ରିଲିଜ ହେଲା ନୂଆ ସମ୍ବଲପୁରୀ ଚଳଚ୍ଚିତ୍ର “ଲାରେଲାପା”

ଓଡ଼ିଶାର ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ‘କଞ୍ଚା ଲଙ୍କା’ ପାରମ୍ପରିକ ସିନେମା ହଲ୍ ରୁ ଆଉ ପାଦେ ଆଗେଇ ନିଜର ନୂଆ ଟି.ଭି.ଓ.ଡି. ସର୍ଭିସ୍ ‘କଞ୍ଚା ଲଙ୍କା ସିନେମା ହଲ୍’ କୁ ସିନେମା ଦୁନିଆରେ…

ଜାତିସଂଘ ଜଳବାୟୁ ଶିଖର ସମ୍ମିଳନୀ ମୋଦି ଦେଲେ ଏମିତି ପ୍ରସ୍ତାବ

ଦୁବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୮ରେ ଭାରତରେ ଜାତିସଂଘ ଜଳବାୟୁ ଶିଖର ସମ୍ମିଳନୀ ବା ସିଓପି୩୩ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଦୁବାଇରେ ଜାତିସଂଘ ଜଳବାୟୁ ଶିଖର…