ଦିଲ୍ଲୀ ଏୟାରପୋର୍ଟରେ ହଙ୍ଗାମା, ଯାତ୍ରୀଙ୍କୁ ପିଟିଲେ ପାଇଲଟ, କାର୍ଯ୍ୟାନୁଷ୍ଠାନ ନେଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ ବିମାନବନ୍ଦରରେ ଅଜବ ଘଟଣା । ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ ଜଣେ ଯାତ୍ରୀ ଉପରେ ଆକ୍ରମଣ କରିଛନ୍ତି । ଏୟାରଲାଇନ ଯାଞ୍ଚ ନିର୍ଦ୍ଦେଶ ହେବା ପରେ ଅଭିଯୁକ୍ତ…