ଆଓ ନେକ୍ସ୍ଟ ରେ ଆସୁଛି ରହସ୍ୟ ଲେଖକ ଶ୍ରୀ ପ୍ରମୋଦ କୁମାର ପଣ୍ଡାଙ୍କ ‘ଦସ୍ୟୁ ରଞ୍ଜନ’ ଏକ ନୂଆ ଅବତାରରେ

ଭୁବନେଶ୍ୱର : କିମ୍ବଦନ୍ତୀ ଓଡିଆ ରହସ୍ୟ ଲେଖକ ଶ୍ରୀ ପ୍ରମୋଦ କୁମାର ପଣ୍ଡାଙ୍କ ‘ଦସ୍ୟୁ ରଞ୍ଜନ’ ଏକ ଗ୍ରାଫିକ୍ ଉପନ୍ୟାସ ଭାବରେ ବହୁ ପ୍ରତୀକ୍ଷିତ ଅପରାଧ ଡ୍ରାମା ଅଟେ ଯାହାର କାହାଣୀ ସବୁ…

ପଦ ହରାଇବା ପରେ ଏମିତି କହିଲେ ମୌମ୍ୟ

ଭୁବନେଶ୍ୱର: ବିଜୁ ଜନତା ଦଳର ଉପସଭାପତି ପଦରୁ ଅପସାରଣ କରାଯିବା ପରେ ଖଣ୍ଡପଡ଼ା ବିଧାୟକ ତଥା ଦଳର ବରିଷ୍ଠନେତା ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଥମ ପ୍ରତିକ୍ରିୟା ହସ୍ତଗତ ହୋଇଛି। ସେ…

ସତ୍ୟେନ୍ଦ୍ର ଜୈନଙ୍କୁ ଆଶ୍ୱସ୍ତି

ଆପ୍‌ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଥିବା ମେଡିକାଲ ବେଲ୍‌ ଅବଧିକୁ ଆଜି ସୁପ୍ରିମକୋର୍ଟ ବୃଦ୍ଧି କରିଛନ୍ତି। ଆସନ୍ତା ୨୫ ତାରିଖ ଯାଏ ଏହା…

ସୌରିନ୍ ଭଟ୍ଟଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ !

କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବା ପାଇଁ କଟକ ମହିଳା ଥାନା ପକ୍ଷରୁ ଚିଠି ଲେଖାଯାଇଛି। କୋଲକାତାର ବ୍ୟାଙ୍କ ଅଫ୍ ବରୋଦା ଓ କର୍ପୋରେସନ୍ ବ୍ୟାଙ୍କକୁ ଏହି…

ସୌମ୍ୟଙ୍କୁ ମହଙ୍ଗା ପଡିଲା ସମାଲୋଚନା

ବରିଷ୍ଠ ବିଜେଡି ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳର ଉପସଭାପତି ପଦରୁ ହଟାଇ ଦିଆଯାଇଛି। ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ବଦଳିଯିବ ସଂସଦ କର୍ମଚାରୀଙ୍କ ଡ୍ରେସ୍ କୋଡ୍

ନୂଆଦିଲ୍ଲୀ (ଆମ ଟିଭି): ସଂସଦରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ବଦଳିଯିବ ସଂସଦ କର୍ମଚାରୀଙ୍କ ଡ୍ରେସ୍ କୋଡ୍ । ନୂଆ ସଂସଦରେ ନୂଆ ପୋଷାକରେ ନଜର ଆସିବେ ସଂସଦର ସମସ୍ତ କର୍ମଚାରୀ । ଯେଉଁଥିରେ…

ଟିଏମସି ସାଂସଦ ନୂସରତ ଜାହାନଙ୍କୁ ପଚରାଉଚରା କରୁଛି ଇଡି

ନୂଆଦିଲ୍ଲୀ (ଆମ ଟିଭି): ଅଭିନେତ୍ରୀ ତଥା ରାଜନେତା ତୃଣମୂଳ କଂଗ୍ରେସ ଲୋକସଭା ସାଂସଦ ନୁସରତ ଜାହାନଙ୍କୁ ଇଡି ପଚରାଉଚରା କରୁଛି। ଠକେଇ ମାମଲାରେ ନୁସରତଙ୍କୁ କୋଲକାତାର ଇଡି କାର୍ୟ୍ୟାଳୟରେ…

ଭୂକମ୍ପରେ କମ୍ପିଲା ମଣିପୁର ଓ ଆଣ୍ଡାମାନ ସାଗର

ନୂଆଦିଲ୍ଲୀ (ଆମ ଟିଭି): ଗୋଟିଏ ପଟେ ମୋରୋକୋରେ ହୋଇଥିବା ଭୂକମ୍ପରେ ହୋଇଥିବା ବିନାଶର ମୂଲ୍ୟାଙ୍କନ ଜାରି ରହିଥିବା ବେଳେ ଅନ୍ୟପଟେ ଭାରତର ଅନେକ ସ୍ଥାନରୁ କ୍ରମାଗତ ଭାବରେ ଭୂକମ୍ପ ଖବର…

୧୫ ତାରିଖ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର (ଆମ ଟିଭି): ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ । ଏହା ପ୍ରଭାବରେ ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ…

ଶିକ୍ଷକମାନଙ୍କ ଆନ୍ଦୋଳନ: ଆନ୍ଦୋଳନ ପ୍ରତ୍ୟାହାର ପାଇଁ ସରକାରଙ୍କ ଅପିଲ୍

ଭୁବନେଶ୍ୱର (ଆମ ଟିଭି): ବିଭିନ୍ନ ଦାବି ନେଇ ସାରା ରାଜ୍ୟରେ ବିଇଓ ଅଫିସ ଆଗରେ ଶିକ୍ଷକଙ୍କ ପ୍ରତିବାଦ । ୪ ଦିନ ହେଲା ସ୍କୁଲରେ ପାଠପଢା ଠପ୍ ହୋଇପଡିଛି । ରାଜ୍ୟ ସରକାର ଏବେ ସ୍ଥିତିକୁ ଦେଖି…