ଆଜି ଏନଡିଏରେ ସାମିଲ ହେବେ ୩୮ ଦଳ

ନୂଆଦିଲ୍ଲୀ: ୨୬ଟି ଅଣ ବିଜେପି ଦଳଙ୍କ ବୈଠକ ସୋମବାରଠାରୁ ବେଙ୍ଗାଲୁରୁରେ ଆରମ୍ଭ ହୋଇଛି। ବିରୋଧୀଙ୍କ ଦୁଇ ଦିନିଆ ବୈଠକ ଗୋଟିଏ ପଟେ ଦକ୍ଷିଣ ଭାରତରେ ଆରମ୍ଭ ହୋଇଥିବାବେଳେ ଅନ୍ୟପଟେ…

୨୨ରେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ବୈଠକ

ଭୁବନେଶ୍ବର : ଆସନ୍ତା ୨୨ ତାରିଖରେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏପ୍ରିଲ ୨୪ ତାରିଖରେ କଂଗ୍ରେସର ଏକ୍‌ଜିକ୍ୟୁଟିଭ୍ କମିଟି ଗଠନ ହେବା ‌ପରେ ଏହା ହେଉଛି ପ୍ରଥମ…

ଜାମ୍ମୁ କାଶ୍ମୀରରେ ସେବାକୁ ବଡ ସଫଳତା

ନୂଆଦିଲ୍ଲୀ :ଜମ୍ମୁ କଶ୍ମୀରରେ ପୁଞ୍ଛରେ ୪ ଜଣ ଆତଙ୍କବାଦୀକୁ ନିହତ କରିଛି ଭାରତୀୟ ସେନା । ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ସୋମବାର ରାତିରୁ ଗୁଳି ବିନିମୟ ଜାରି ରହିଥିଲା । ପୁଞ୍ଛର…

ଅଗ୍ନିବିର ପାଇଁ ୨୭ରୁ ଆବେଦନ

ଭାରତୀୟ ବାୟୁସେନାର ଅଗ୍ନିପଥ ଯୋଜନା ଅଧୀନରେ ଅଗ୍ନିବୀର(ବାୟୁ) ପଦ ନିମନ୍ତେ ଆସନ୍ତା ୨୭ତାରିଖରୁ ଅବିବାହିତ ପୁରୁଷ ଓ ମହିଳା ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ୨୦୨୪…

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ, ରାଜ୍ୟ ବ୍ୟାପୀ ବିକ୍ଷୋଭ ପାଇଁ ଦେଲା ଚେତାବନୀ

ଭୁବନେଶ୍ୱର :ମାତ୍ର କେଇ ଘଂଟା ବର୍ଷା ପାଣିରେ ରାଜ୍ୟର ବିଭିନ୍ନ ଅଂଚଳରେ ମନୁଷ୍ୟାକୃତ ବନ୍ୟା ବିପଦ ମାଡ଼ିଆସିଛି । ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା ଯୋଗୁ ଭୁବନେଶ୍ୱର, କଟକ ସମେତ…

ପରଲୋକରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ

ଆଖି ବୁଜିଲେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ଓମେନ ଚାଣ୍ଡିଙ୍କ ମୃତ୍ୟୁ ନେଇ ତାଙ୍କ ପୁଅ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି…

ଏନଡିଏରେ ଚିରାଗ ପାଶୱାନ

ଲୋକ ଜନଶକ୍ତି ପାର୍ଟି(ରାମ ବିଲାଶ)ର ନେତା ଚିରାଗ ପାଶ୍ୱାନ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଚିରାଗ ବିଜେପିର ଚାଣକ୍ୟ ଅମିତ ଶାହଙ୍କୁ ଭେଟିଥିଲେ।…

ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଲା ନିଆଁ

ନୂଆଦିଲ୍ଲୀ(ଆମ ଟିଭି): ମଧ୍ୟପ୍ରଦେଶରୁ ଆସିଛି ଏକ ବଡ଼ ଖବର । ବନ୍ଦେ ଭାରତ ଏକ୍ସପ୍ରେସରେ ନିଆଁ ଲାଗିଥିବା ଖବର ମିଳିଛି । ଭୋପାଳରୁ ଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଟ୍ରେନରେ ଲାଗିଲା ନିଆଁ ।…

ଆଜି ବିଜେପିରେ ମିଶିବେ ଦାରା ସିଂ ଚୌହାନ

ନୂଆଦିଲ୍ଲୀ(ଆମ ଟିଭି): ୨୦୨୪ ଲୋକସଭା ନିର୍ବାଚନକୁ ଆଉ ଏକ ବର୍ଷ ବାକି ଅଛି। ବର୍ତ୍ତମାନ ଓବିସି ନେତା ଦାରା ସିଂ ଚୌହାନ ଆଜି ମଧ୍ୟାହ୍ନ ୧୨ ଟାରେ ଲକ୍ଷ୍ନøରେ ଭାରତୀୟ ଜନତା ପାର୍ଟି…

ଜାମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା: ୨ ଅନୁପ୍ରବେଶକାରୀ ମୃତ

ନୂଆଦିଲ୍ଲୀ(ଆମ ଟିଭି): ଜାମ୍ମୁ କାଶ୍ମୀରର ପୁଞ୍ଚ ସେକ୍ଟରରେ ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ହାସଲ କରିଛନ୍ତି ଏବଂ ଏକ ପ୍ରମୁଖ ଅନୁପ୍ରବେଶ ବିଡକୁ ଖଣ୍ଡନ କରିଛନ୍ତି। ଯବାନମାନେ…