ମୁଖ୍ୟମନ୍ତ୍ରୀ ତାଙ୍କ ଦପ୍ତରକୁ ଆସୁନାହାନ୍ତି: ବିଜେପି

ଭୁବନେଶ୍ବର (ଆମ ଟିଭି): ପୁଣି ନବୀନ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ରହିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି…

ବାହାନଗା ରେଳ ଦୁର୍ଘଟଣା: ୭ ରେଳ କର୍ମଚାରୀ ନିଲମ୍ବିତ

ଭୁବନେଶ୍ବର (ଆମ ଟିଭି): ବାହାନଗା ରେଳ ଦୁର୍ଘଟଣାକୁ ନେଇ ଆସିଲା ଏକ ବଡ଼ ଖବର । ବାହାନଗା ରେଳ ଦୁର୍ଘଟଣା ମାମଲାରେ ୭ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଦାୟିତ୍ୱରେ ଅବହେଳା…

ବଢୁଛି ଯମୁନାର ଜଳସ୍ତର: ଚିନ୍ତାରେ କେଜ୍ରିୱାଲ ସରକାର

ନୂଆଦିଲ୍ଲୀ (ଆମ ଟିଭି): ଯମୁନାର ଜଳସ୍ତର ବୃଦ୍ଧି ଜାତୀୟ ରାଜଧାନୀ ଦିଲ୍ଲୀରେ ଉତ୍ତେଜନା ବୃଦ୍ଧି କରିଛି। ଏହି ପ୍ରସଙ୍ଗରେ ସିଏମ୍ ଅରବିନ୍ଦ କେଜ୍ରିୱାଲ ଏକ ଜରୁରୀ ବୈଠକ ଡାକିଛନ୍ତି। ଏହି…

ନବୀନଙ୍କ ଘୋଷଣା: ତାଳଚେର ମେଡିକାଲ କଲେଜ ପବିତ୍ର ମୋହନଙ୍କ ନାମରେ ନାମିତ ହେବ

ଭୁବନେଶ୍ୱର: ଓଡିଶା ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ସ୍ୱାଧିନତା ତଥା ସ୍ୱାଧିନତା ପରବର୍ତ୍ତୀ ସମୟରେ…

ପଶ୍ଚିମବଙ୍ଗରେ ବାଜିମାରିନେଲା ଟିଏମସି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ପୁଣିଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ବଡ଼ ବିଜୟ ହେବ ବୋଲି ସ୍ପଷ୍ଟ ହୋଇଯାଇଛି। ମମତାଙ୍କ ଦଳ ଟିଏମ୍‌ସି ପଶ୍ଚିମବଙ୍ଗ ପଞ୍ଚାୟତ…

ଆଉ ଏକ ଚିତା ମୃତ

ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତା ବାଘର ମୃତ୍ୟୁ ଘଟିଛି। ତା’ ନାଁ ତେଜସ। ଏହାକୁ ମିଶାଇ କୁନୋ ଜାତୀୟ ଉଦ୍ୟାନରେ ଗତ ୫ ମାସରେ ୭ଟି ଚିତାର ମୃତ୍ୟୁ ଘଟିଛି। ତେଜସ ପୂର୍ବରୁ…

ଦୁଇ ମାସ ସମୟ ମାଗିଲେ ରାଜ୍ୟ ସରକାର, ଜାଣନ୍ତ୍‌ୁ କାହିଁକି ?

କଟକ: ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ତାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କରି ଜଷ୍ଟିସ୍‌ ରଘୁବୀର ଦାଶ କମିସନ୍ ଦାଖଲ କରିଥିବା ରିପୋର୍ଟର ସାନି ସ୍ଥିତି ସଂକ୍ରାନ୍ତରେ ହାଇକୋର୍ଟଙ୍କୁ…

ପୁଣି ଆପ୍‌କୁ ନିମନ୍ତ୍ରଣ କଲା କଂଗ୍ରେସ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଜୁଲାଇ ୧୮ ତାରିଖ ଦିନ ବେଙ୍ଗାଲୁରୁରେ ଆୟୋଜିତ ହେବାକୁ ଥିବା ବିରୋଧୀ ଦଳଙ୍କ ଦ୍ବିତୀୟ ସମାବେଶରେ ସୋନିଆ ଗାନ୍ଧୀ ଓ ରାହୁଲ୍‌ ଗାନ୍ଧୀ ଅଂଶ ଗ୍ରହଣ କରିବେ ବୋଲି…

ବଢ଼ିଲା +୨ ପରୀକ୍ଷାଖାତା ରିଚେକିଂ ପ୍ରକ୍ରିୟା

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚଳାଳିତ ଯୁକ୍ତ୨ ପରୀକ୍ଷାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରୀଛାତ୍ରଙ୍କ ଖାତା ରିଚେକିଂ ପାଇଁ ଆବେଦନ…

ବାହାନଗା ଦୁର୍ଘଟଣା: ଆଉ ୪ ଦିନ ବଢ଼ିଲା ଅଭିଯୁକ୍ତଙ୍କ ରିମାଣ୍ଡ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା ମାମଲାରେ ସିବିଆଇ ଜୋରଦାର୍‌ ତନାଘନା କରୁଛି । ଦୁର୍ଘଟଣା ପାଇଁ ଦାୟୀ ଥିବା ଅଭିଯୋଗରେ ଗତ ଶୁକ୍ରବାର ସିନିଅର ସେକ୍ସନ…