ଭୂକମ୍ପ ଝଟକାରେ ଥରିଲା ପାକିସ୍ତାନ

0

ପହଲଗାମରେ ଆତଙ୍କୀଙ୍କ ବର୍ବରତାକୁ ନେଇ ଲାଗିରହିଥିବା ଛକାପଞ୍ଝା ଭିତରେ ଭୂକମ୍ପ ଝଟକାରେ ଥରିଛି ପାକିସ୍ତାନ। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ସୋସିଆଲ୍ ମିଡ଼ିଆ Xରେ ଏହି ସୂଚନା ଦେଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୪। ଭାରତୀୟ ସମୟ ରାତି ପ୍ରାୟ ୯ଟା ୫୮ ମିନିଟରେ ଏହି ଭୂକମ୍ପ ହୋଇଥିବା ସୂଚନା ଦେଇଛି ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି। ତେବେ ଏହି ଭୂକମ୍ପରେ କେତେ କ୍ଷୟକ୍ଷତି ହୋଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Leave A Reply

Your email address will not be published.