ନୂଆଦିଲ୍ଲୀ (ଆମ ଟିଭି): ପରିବା ଦରବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି । ଏହାରି ଭିତରେ ଆସିଛି ଖୁସି ଖବର । ବାସ୍ତବରେ ଆଜି ପରିଵା ଦର କିଛି ମାତ୍ରାରେ କମିଛି । ଆଜି କଟକ ଛତ୍ରଵଜାରରେ କଖାରୁ କିଲୋଗ୍ରାମ ପିଛା୨୦ ଟଙ୍କା, ଭେଣ୍ଡି କିଲୋଗ୍ରାମ ପିଛା ୪୦ ଟଙ୍କା, ଭଣ୍ଡା କିଲୋଗ୍ରାମ ପିଛା ୩୦ ଟଙ୍କା, ଗାଜର କିଲୋଗ୍ରାମ ପିଛା ୪୦ ଟଙ୍କା, ସଜନା ଛୁଇଁ କିଲୋଗ୍ରାମ ପିଛା ୬୦ ଟଙ୍କା, ବାଇଗଣ କିଲୋଗ୍ରାମ ପିଛା ୩୦ରୁ ୪୦ ଟଙ୍କା, କୁନ୍ଦୁରି କିଲୋଗ୍ରାମ ପିଛା ୨୦ ଟଙ୍କା, କୋଶଳା ବିଡା ପିଛା ୧୦ ଟଙ୍କା, ଝୁଡୁଙ୍ଗ କିଲୋଗ୍ରାମ ପିଛା ୪୦ ଟଙ୍କା, କଲରା କିଲୋଗ୍ରାମ ପିଛା ୪୦ରୁ୫୦ ଟଙ୍କା, କାଙ୍କଡ କିଲୋଗ୍ରାମ ପିଛା ୩୦ ଟଙ୍କା, ସାରୁ କିଲୋଗ୍ରାମ ପିଛା ୫୦ ଟଙ୍କା, ଵନ୍ଧାକୋଵି କିଲୋଗ୍ରାମ ପିଛା ୩୦ ଟଙ୍କାକୁ କମିଛି ଜ୍ଝ କିନ୍ତୁ ଟମାଟୋ, ଅଦା, ଲଙ୍କା ଦାମ୍ ଅପରିବର୍ତ୍ତିତ ରହିଛି ।