ଗୋ-ମାଂସ ବୋଝେଇ ଟ୍ରକ ଜାଳିଦେଲେ ଲୋକେ

0

ଭୁବନେଶ୍ୱର(ଆମ ଟିଭି): ଗୋ-ମାଂସ ବୋଝେଇ ଟ୍ରକ ଜାଳିଦେଲେ ଲୋକେ। ଆଠଗଡ଼ ପଟୁ ପଟୁ ଆସୁଥିବା ଏକ ଟ୍ରକରେ ଗୋମାଂସ ବୋଝେଇ ହୋଇଥିବା ଜାଣିବା ପରେ ବାଙ୍କୀ ବୈଦେଶ୍ୱର ଥାନା ପୁରୁଣା ପାଣି ଗାଁ ନିକଟରେ ଅଟକାଇଥିଲେ ସ୍ଥାନୀୟଲୋକେ। ଏହାପରେ ସ୍ଥାନୀୟ ବାସିନ୍ଦା ଟ୍ରକଟିରେ ନିଆଁ ଲଗାଇ ଦେଇଥିଲେ ।

ତେବେ ଡ୍ରାଇଭର ସହିତ ଦୁଇଜଣ ବେପାରୀଙ୍କୁ ମଧ୍ୟ ଅଟକ ରଖିଥିଲେ । ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଟ୍ରକକୁ ଜବତ କରିବା ସହିତ ଡ୍ରାଇଭର ଓ ଇଜଣ ବେପାରୀଙ୍କୁ ଥାନାରେ ଅଟକ ରଖିଛି।

Leave A Reply

Your email address will not be published.