ଦୁଇ ଦିନରେ ଆଳୁ ସମସ୍ୟାର ହେବ ସମାଧାନ: ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସୂଚନା

0

ଭୁବନେଶ୍ବର (ଆମ ଟିଭି); ଦୁଇ ଦିନରେ ରାଜ୍ୟକୁ ଆସିବ ଆଳୁ। ଦୂର ହେବ ଅଭାବ। ପଶ୍ଚିମବଙ୍ଗ ସରକାରଙ୍କ ସହ କଥା ହେବା ପରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ। କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ୨୧ରୁ ୨୪ ତାରିଖ ଯାଏଁ ପଶ୍ଚିମବଙ୍ଗରେ ଚାଷୀ ଆନ୍ଦୋଳନ ଚାଲିଥିଲା।

ତେଣୁ ଆଳୁ ଗାଡି ଆସିବାରେ ସମସ୍ୟା ହୋଇଥିଲା। ଏବେ ଚାଷୀ ଆନ୍ଦୋଳନ ବନ୍ଦ ରହିଛି । ତେଣୁ ସ୍ଥିତି ସ୍ୱାଭାବିକ ହେବାକୁ ଦିନ ଦୁଇ ଦିନ ସମୟ ଲାଗିବ। ସେପଟେ ହୋଲସେଲରେ ଆଳୁ ୨୭ ଟଙ୍କାରେ କିଣି ୩୨ ବିକ୍ରି କରିବା ପାଇଁ ପୁଣି ଦୋହରାଇଛନ୍ତି ମନ୍ତ୍ରୀ

Leave A Reply

Your email address will not be published.