ବିବାଦ ଭିତରେ ଭିଡିଓ ଶେୟାର କଲେ ପ୍ରକୃତି, କହିଲେ ‘ମୁଁ ହାର୍ ମାନିବିନି’

0

ଭୁବନେଶ୍ବର (ଆମ ଟିଭି): ବିବାଦ ଭିତରେ ଭିଡିଓ ଶେୟାର କଲେ ପ୍ରକୃତି। କହିଛନ୍ତି ଏ ଘଟଣାକୁ ନେଇ ମୁଁ ହାର ମାନିବନି, ଯେମିତି କାମ କରୁଥିଲି ସେମିତି କାମ କରିବି । ଯେମିତି ଓଡିଶା ପାଇଁ ସୁନାମ ଆଣୁଥିଲି ସେମିତି ଆଣିବି ।ଯେତିକି ମୁଁ ଚମକୁଥିଲି ଏଘଟଣା ପରେ ମୁଁ ତାଠାରୁ ଅଧିକ ଚମକିବି । ସେ ସମାଜର ଝିଅମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେତେବେଳ ବି ଆପଣଙ୍କ ସହ ଏଭଳି କିଛି ଘଟଣା ଘଟେ ତେବେ ଦୟାକରି ମୋତେ ଫୋନ କରିବେ ।

କେହି ଛିଡା ହୁଅନ୍ତୁ କି ନାହିଁ ମୁଁ ଆପଣଙ୍କ ସହ ଛିଡା ହେବି ଦୃଢତାର ସହ ।

Leave A Reply

Your email address will not be published.