ରାଜ୍ୟସଭା ନିର୍ବାଚନ ପାଇଁ ଆପର ପ୍ରସ୍ତୁତି

0

ଚଣ୍ଡିଗଡ଼: ଲୋକ ସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତ ହେଲାଣି ଆମ ଆଦମୀ ପାର୍ଟି(ଏଏପି)। ଦଳ ହରିୟାଣାକୁ ନେଇ ପ୍ରସ୍ତୁତିକୁ ଜୋରଦାର କରିଛି। ହରିୟାଣାର ୧୦ଟି ଲୋକ ସଭା ଆସନରେ ୧୦ ପ୍ରଭାରୀ ନିୟୋଜିତ କରିଛି। ଏହା ବ୍ୟତୀତ ପଞ୍ଜାବର ଚେୟାରମ୍ୟାନ ତଥା ବରିଷ୍ଠ ନେତାମାନଙ୍କୁ ୯୦ଟି ବିଧାନସଭା ଆସନ ଦାୟିତ୍ୱରେ ନିଯୁକ୍ତ କରାଯାଇଛି।

ପଞ୍ଜାବର ୧୦ଜଣ ମନ୍ତ୍ରୀଙ୍କୁ ହରିୟାଣାର ୧୦ ଟି ଲୋକ ସଭା ଆସନ ଦାୟିତ୍ୱରେ ରଖାଯାଇଛି। ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ସିଂ ଖେମାଙ୍କୁ ସୋନିପତ ଦାୟିତ୍ୱ ଦିଆଯାଇଥିବାବେଳେ ଶକ୍ତି ମନ୍ତ୍ରୀ ହରଭଜନ ସିଂ ଇଟିଓ କର୍ଣ୍ଣଲ ଦାୟିତ୍ୱ ଗ୍ରହଣ କରିବେ।

Leave A Reply

Your email address will not be published.