ଭାରତର ସର୍ବବୃହତ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ବିମାନ ସେବାକୁ ବଳ । ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୧ ହଜାର ୨୦୦ କୋଟି ଟଙ୍କାରେ ନିର୍ମିତ ଉତ୍ତର ପ୍ରଦେଶରେ ଭାରତର ସର୍ବବୃହତ ଅତ୍ୟାଧୁନିକ ଏୟାରପୋର୍ଟ । ବର୍ଷକୁ ୭ କୋଟି ଲୋକଙ୍କୁ ମିଳିବ ଯାତାୟତ ସୁବିଧା । ଜେୱାରକୁ ଦେଶର ସର୍ବବୃହତ ବିମାନ ଚଳାଚଳ କେନ୍ଦ୍ର କରିବା ଲକ୍ଷ୍ୟ ରଖାଯାଇଛି । ବିମାନ ବନ୍ଦରରେ ୩,୯୦୦ ମିଟର ରନୱେ ରହିଛି । ୫ ଅନ୍ତର୍ଜାତୀୟ ବିମାନବନ୍ଦର ଥିବା ପ୍ରଥମ ରାଜ୍ୟ ହୋଇଛି ଉତ୍ତରପ୍ରଦେଶ ।

Leave A Reply

Your email address will not be published.