ଆମେଥିରୁ ଲଢ଼ିବେ ରାହୁଲ ଗାନ୍ଧି !

0

ଆଉ ଦିନକ ପରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପଡିବ। ତେବେ ଏଯାଏଁ ଉତ୍ତରପ୍ରଦେଶର ହାଇ-ପ୍ରୋଫାଇଲ୍‌ ଅମେଠି ଲୋକସଭା ଆସନକୁ ନେଇ ଜାରି ରହିଛି ସସ୍‌ପେନ୍ସ। ବିଜେପି ଏହି ଆସନରେ ପ୍ରାର୍ଥୀ ଦେଇ ସାରିଥିବା ବେଳେ କଂଗ୍ରେସ ତରଫରୁ କିନ୍ତୁ ଏଯାଏଁ କୌଣସି ଘୋଷଣା ହୋଇ ନାହିଁ। କଂଗ୍ରେସର ଗଡ କୁହାଯାଉଥିବା ଏହି ଆସନରୁ କିଏ ଲଢ଼ିବ ତାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି।

ଏକଦା ରାହୁଲ ଗାନ୍ଧିଙ୍କ ଗଡ଼ ଥିବା ଆମେଠି ଆସନରୁ ବିଜେପି ସ୍ମୃତି ଇରାନୀଙ୍କୁ ପୁନର୍ବାର ମନୋନୀତ କରିଥିବା ବେଳେ କଂଗ୍ରେସ ଏପର୍ଯ୍ୟନ୍ତ ଏହାର ପ୍ରାର୍ଥୀ ଦେଇନାହିଁ। ଏହାରି ଭିତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏହି ଆସନରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।

Leave A Reply

Your email address will not be published.