ରାକେଶ ଓ ଭୂମିକାଙ୍କ ନୂଆ ଓଡ଼ିଆ ଚଳଚ୍ଚିତ୍ର “ମନ ମୋର କାଗଜଗୁଡି”

0

ଓଡ଼ିଆ ଚଳଚ୍ଚିତ୍ର “ମନ ମୋର କାଗଜ ଗୁଡି”ର ପୋଷ୍ଟ ପ୍ରଡ଼କ୍ସନ କାମ ସରିଛି।ଏହି ସିନେମାକୁ ନୂଆ ବର୍ଷ ଅବସରରେ ଶୁଭମୁକ୍ତି ନେଇ ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ।ବଳିଷ୍ଠ କାହାଣୀ ସାଙ୍ଗକୁ ,ଏହି ଚଳଚ୍ଚିତ୍ରରେ ଥିବା ଗୀତ ଗୁଡିକ ସ୍ମୃତି ମଧୁର କରି ଗଢିଛନ୍ତି ଜାପାନି ଭାଇ।ଏକ ନିଆରା ପ୍ରେମଭିତିକ କାହାଣୀ ସାଙ୍ଗକୁ ପ୍ରେମର ଭାଷାକୁ ଚରିତ୍ର ଚିତ୍ରଣ ଓ ନିର୍ଦ୍ଦେଶନା ଦେଇଛନ୍ତି ଦେଵଜ୍ୟୋତି ପାତ୍ର।

Leave A Reply

Your email address will not be published.