ଆମେରିକା ପାଇଁ ବଡ ନିଷ୍ପତ୍ତି ନେଲା ଋଷ

0

ମସ୍କୋ: ରୁଷିଆର ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଆମେରିକାର ଦୁଇ କୂଟନୀତିଜ୍ଞଙ୍କୁ ସାତ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି। ଏହି କୂଟନୀତିଜ୍ଞମାନେ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ରୁଷିଆର ବୈଦେଶିକ ମନ୍ତ୍ରଣାଳୟ କହିଛି, ରୁଷିଆରେ ଆମେରିକାର ଦୂତାବାସର ଅଧିକାରୀ ଜେଫ୍ରି ସିଲିନ ଏବଂ ଡେଭିଡ ବର୍ନଷ୍ଟିନ ଆମେରିକାର ବାଣିଜ୍ୟ ଦୂତାବାସର ପୂର୍ବତନ କର୍ମଚାରୀଙ୍କ ସହ ଯୋଗାଯୋଗରେ ରହିଛନ୍ତି ଯାହାଙ୍କୁ ଚଳିତ ବର୍ଷ ଆରମ୍ଭରେ ଗିରଫ କରାଯାଇଥିଲା।

Leave A Reply

Your email address will not be published.