ଅପେକ୍ଷା ର ଅନ୍ତ , ଅଗଷ୍ଟ ୧୬ ରେ ଆସିବ ସହୀଦ ରଘୁ ସର୍ଦ୍ଦାର
ଦେଶରେ ଏମିତି କିଛି ସଂଗ୍ରାମୀ ଅଛନ୍ତି ଜୀବନକୁ ଊତ୍ସର୍ଗ କରି ଦେଶ ମା ପାଇଁ ନିଜକୁ ତିଳତିଳ କରି ନିଜ ରକ୍ତ ବିନ୍ଦୁକୁ ଢାଳି ଦେଇଥିବାb ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତୀ ହୁଏନି କି ସମାଜ ମନେ ରଖେନି। ସେହିପରି ଏକ ଅଣ ଆଦୃତ ସଂଗ୍ରା ମୀ ଦେଲେ ଦିଵାକର ପଟ୍ଟନାୟକ ।
ତାଙ୍କରି ଜିଵନୀ ଓଡ଼ିଶାରେ ଇଂରେଜ ସରକାରଙ୍କ ସହ ମୁହାଁମୁହିଁ, କଲିକତାରେ ତାଙ୍କରି ସ୍ୱାଧୀନତା ବିପ୍ଳବ ର କାହାଣୀ ଉପରେ ଆଧାରିତ ନୂଆ ଚଳଚ୍ଚିତ୍ର ‘ସହୀଦ ରଘୁ ସର୍ଦ୍ଦାର’।
ପ୍ରଯୋଜନା : ଡା ବିଶ୍ୱନାଥ ପଟ୍ଟନାୟକ
ନେର୍ଦ୍ଦେଶନ। : ରାଜୀବ ମହାନ୍ତି
ସଂଳାପ : ଡା ରଜନୀରଞ୍ଜନ
ସଂଗୀତ : ବିକାଶ ଶୁକ୍ଲା
କ୍ରିଏଟିଭ ହେଡ୍ : ପ୍ରଣୟ ଜେଠୀ
ଭୂମିକାରେ : ଦେବାଶିଷ , କାବ୍ୟା , ରୁଦ୍ର , ଜୀନା , ସନ୍ତୋଷ , ସୁଧାକର ବସନ୍ତ ,ରାଜୀବ ମହାନ୍ତି ଓ ଟ୍ୱିଙ୍କିଲ୍।