କୋଲକାତା (ଆମ ଟିଭି): ବିଧାୟକମାନଙ୍କ ପାଇଁ ଖୁସି ଖବର । ପଶ୍ଚିମବଙ୍ଗରେ ବିଧାୟକମାନଙ୍କୁ ଭେଟି ଦେଲେ ପଶ୍ଚିମବଙ୍ଗ ସରକାର । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିଧାୟକଙ୍କ ଦରମା ସମ୍ପର୍କରେ ଏକ ବଡ଼ ଉପହାର ଦେଇଛନ୍ତି।
ରାଜ୍ୟସଭାର ମୌସୁମୀ ଅଧିବେଶନର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ବିଧାୟକ ଓ ମନ୍ତ୍ରୀଙ୍କ ଦରମାକୁ ମାସକୁ ୪୦ ହଜାର ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।