ଓଡିଶା ବଜାରରେ ପ୍ରବେଶ କଲା ସାନି

0

ଭୁବନେଶ୍ୱର (ଆମ ଟିଭି): ଓଡିଶା କନଷ୍ଟ୍ରକସନ ବଜାରରେ ପ୍ରବେସ କଲା ସାନି ହେଭି ଇଣ୍ଡଷ୍ଟ୍ରି ଲିମିଟେଡ । ଆଜି ଏହାର ଲଞ୍ଚିଙ୍ଗ ଅନୁଷ୍ଠିତ ହୋଇଛି । ଡ. ଉପେନ୍ଦ୍ର ନାୟକ , ଶଶାଙ୍କ ପାଣ୍ଡେ, ଧୀରଜ ପଣ୍ଡା, ରଘୁନାଥ, ସୁଶିଲ ପାତ୍ର, ସଞ୍ଜୀବ ନାୟକ ପ୍ରମୁଖ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ । ସାନି ଲିମିଟେଡର ଓଡିଶା ମୁଖ୍ୟ ଦୁର୍ଜ୍ୟନ ରାଉତରାୟ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । କୋଠାବାଡି ନିର୍ମାଣ ଓ କନଷ୍ଟ୍ରକସନ ବଜାରରେ ସାନିର ବହୁତ ବଡ ନାଁ ରହିଛି ।

ନିର୍ମାଣ ସମ୍ପର୍କିତ ଯନ୍ତ୍ରପାତିରେ ସାନିର ନାଁ ରହିଛି । ଏହା ଏକ ଚାଇନା ବହୁସ୍ଥରୀୟ କମ୍ପାନୀ ହୋଇଥିବା ବେଳେ ଭାରତୀୟ ବିଶ୍ୱ ବଜାରରେ ଏହାର ବେଶ ଚାହିଦା ରହିଛି । କଂକ୍ରିଟ ମେସିନାରୀ ଯଥା ସିମେଣ୍ଟ ଫେଣ୍ଟା ମେସିନ ଓ ଜେସିବି ଭଳି ମେସିନ କିଣା ବିକାରେ ଏହା ଭାରତ ଓ ଦକ୍ଷିଣ ଏସିଆରେ କାର୍ୟ୍ୟକରୁଛି । ୧୯୯୪ରେ ସାନି ଗ୍ରୁଫ ଓ ସାନି ହେଭି ଇଣ୍ଡଷ୍ଟ୍ରୁଜ ନିର୍ମାଣ ହୋଇଥିଲା । ଏବେ ଏଥିରେ ୯୦ ହଜାରରୁ ଉଦ୍ଧ୍ୱ ଶ୍ରମିକ ରହିଛନ୍ତି । ଏହା ଆଗାମୀ ଦିନରେ ଓଡିଶା ବଜାରରେ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.